ନୂଆପଡ଼ାରେ ଘାସିରାମଙ୍କ ପ୍ରଚାର

ଜିଲା ଖବର ନୂଆପଡ଼ା ରାଜ୍ୟ
Spread the love

ନୂଆପଡ଼ା, ୨୭/୧୦: ନୂଆପଡ଼ା ବ୍ଲକ ଜୋନ ୭ରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ସୋମବାର ପ୍ରଚାର କରିଛନ୍ତି । ପ୍ରଥମେ ବେଳଟୁକୁରି ପଞ୍ଚାୟତ ଟମକିଦାଦାର ଗାଁରେ ଘାସିରାମ ପ୍ରଚାର ଆରମ୍ଭ କରିଥିଲେ । ପରେ ବନ୍ଧାପଡ଼ା, ବେଳଟୁକୁରି, ବଖରମାଲ, ପଣ୍ଡ୍ରିପାଣି, ଗୁଡ଼ାପତରା, ନେଗିପାଲି, କୋଦୋମେରି, ବିଶୋରା, ଝିଟକି ଗାଁରେ ଭୋଟ ଭିକ୍ଷା କରିଥିଲେ । ଏଠାରେ ରାଷ୍ଟ୍ରୀୟ ମୁଖପାତ୍ର ଡ଼ ହମିଡ ହୁସେନ, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ତୁଲେଶ୍ବର ନାଏକ, ମହିଳା ନେତ୍ରୀ ସିଦ୍ଧେଶ୍ବରୀ ଠାକୁର, ପ୍ରୀତି ସାହୁ, ବରିଷ୍ଠ ନେତା ଲାଲାରାମ ମାଝି, କୁଞ୍ଜବିହାରି ପଟେଲ, ନରେଶ ଚନ୍ଦ୍ରକାର, ପ୍ରେମ କୁମାର ମାଝି, କମଲେଶ୍ବରୀ ସାହୁ, ରେବତୀ ସାହୁ, ଟୁକୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *