ବିଜେପି ହ୍ବିସିଲ୍‌ ଫୁଙ୍କିଲେ ବିଜେଡି ଭାଙ୍ଗିବ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ଵର, ୨୬/୧୧ : ସୁଜାତା କାର୍ତ୍ତିକେୟନ୍ ଙ୍କୁ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ପାର୍ଟି ଥିଲେ ତ ସୁଜାତା ଦାୟିତ୍ଵ ନେବେ। ସେ କେଉଁ ରାଜନେତା ଯେ ସେ ଜନତାଙ୍କର ଆସ୍ଥାଭାଜନ ହୋଇପାରିବେ। ବିଜେଡି ଆଉ ରହିବନି ତା କଥା ଆଲୋଚନା କରିକି ଲାଭ କଣ। ବିଜେପି ହ୍ବିସିଲ୍‌ ଫୁଙ୍କିଲେ ବିଜେଡି ଭାଙ୍ଗିବ , ୧୨ ଫାଳ ହୋଇଯିବ। ବିଜେଡି ୨୪ ବର୍ଷ ଶାସନ କରିବା ପରେ ନିର୍ବାଚନରେ ୩ନଂ କୁ ଖସିଲା। ୫୧ ଥିଲେ ୫୦ ହୋଇଗଲା, ବର୍ଷେ କି ଦୁଇ ବର୍ଷ ଭିତରେ ୪ କି ୫ ଜଣ ଥିବେ କି ନାହିଁ।

Leave a Reply

Your email address will not be published. Required fields are marked *