ବିଜେଡି ନେତା ମନ୍ମଥ ରାଉତରାୟଙ୍କ ନାଁରେ ମାମଲା

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୨୮/୧୧: ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପାଇଁ ବଢିଛି ଅଡୁଆ । ମନ୍ମଥଙ୍କ ବିରୋଧରେ ସାଇବର ଥାନାରେ ଏକ ମାମଲା ରୁଜୁ ହୋଇଛି । ବିଜେପି ଲିଗାଲ ସେଲ୍‌ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛି ବିଜେପି ଲିଗାଲ ସେଲ୍‌ । ମାମଲାରେ ମନ୍ମଥଙ୍କ ବିରୋଧରେ ୫ଟି ଦଫା ଲାଗିଛି । ସେପଟେ ଘଟଣା ସମ୍ପର୍କରେ ମନ୍ମଥ କିଛି ମୁହଁ ଖୋଲି ନାହାଁନ୍ତି ।

Leave a Reply

Your email address will not be published. Required fields are marked *