ସିଡିଏ ସେକ୍ଟର ୬ରେ ଖୋଲିଲା ଲଣ୍ଡ୍ରି ୱାଲା

ରାଜ୍ୟ
Spread the love

କଟକ  : ବସ୍ତ୍ର ଓ ଘରୋଇ ଉପକରଣର ସଫେଇ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ଲଣ୍ଡି ଓ୍ୱାଲା । କଟକ ସହରରେ ୯ ନମ୍ବର ଶାଖା ଭାବେ ସିଡିଏ ସେକ୍ଟର ୬ରେ ଲଣ୍ଡି ଓ୍ୱାଲା ରବିବାର ଦିନ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ ଉତ୍ସବରେ ଅତିଥି ଭାବେ ଓଡ଼ିଆ ସିନେ ନିର୍ଦ୍ଦେଶକ ବାପୁ ଲେଙ୍କା, ଗୀତିକାର ଅରୁଣ ମନ୍ତ୍ରୀ, ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଭାରତୀୟ ଜନତା ପାର୍ଟି ମହିଳା ମୂର୍ଚ୍ଛା ସଭାପତି ସ୍ମୃତି ପଟ୍ଟନାୟକ , ବିଜେଡି ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ ପ୍ରମୁଖ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।

ଏଠାରେ ଶାଢ଼ୀ, ବେଡସିଟ, କମ୍ବଳ, କୋର୍ଟ, ସଫାରୀ ଓ ସୂକ୍ଷ୍ମ କଳାକିର୍ତୀ ବସ୍ତ୍ର ଆଦି ଅତ୍ୟାଧୁନିକ ପ୍ରଣାଳିରେ ସଫା ହେବା ସହ ଆଇରନ, ଷ୍ଟିମ ପ୍ରେସ ସହ ଶାଢ଼ି ପଲିସି ମଧ୍ଯ କରାଯାଇଥାଏ। ଏହି ସବୁ ସାମଗ୍ରୀ ଘରୁ ନେବା ଓ ଆଣିବା ସମ୍ପୂର୍ଣ ଭାବେ ମାଗଣାରେ ଯୋଗାଇ ଦିଆଯାଇଥାଏ ବୋଲି ଲଣ୍ଡ୍ରି ୱାଲାର ପ୍ରୋପାଇଟର ସନ୍ତୋଷ କୁମାର ବିଶ୍ୱାଳ, ଦେବାଶିଷ ବିଶ୍ଵାଳ ପ୍ରମୁଖ କହିଛନ୍ତି ।

Leave a Reply

Your email address will not be published. Required fields are marked *