ସାରଳାହାଟରେ, ମା ସାରଳା ତେଲଗୁ ଦଳିତମହାସଂଘ ତରଫରୁ ଜଗନ୍ନାଥ ମେଳା
ଝଙ୍କଡ଼ : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସାରଳାହାଟ ସ୍ଥିତ ମାଉସୀମା ମନ୍ଦିରରେ, ମା ସାରଳା ତେଲଗୁ ଦଳିତ ମହାସଂଘ ତରଫରୁ, ମହାପ୍ରଭୁ ପତିତପାବନ, (ଶ୍ରୀ ଜଗନ୍ନାଥ ) ଆଡପମଣ୍ଡପ ରେ ବିଜେକରିଥିବା ଅବସରରେ, ମହାସଂଘ ର ସାଙ୍ଗଠନିକ ବୈଠକ ସଭାପତି ଗୌରାଙ୍ଗ ଚରଣ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେବାସହିତ, ସନ୍ଧ୍ୟାସମୟରେ, ଜଗନ୍ନାଥମେଳା ର ଆୟୋଜନ କରାଯାଇଥିଲା l ମହାପ୍ରଭୁଙ୍କ ପୂଜାପଣ୍ଡା ଜ୍ଞ୍l ନ ରଞ୍ଜନ ପଣ୍ଡା, ରଶ୍ମୀ ରଞ୍ଜନ ପଣ୍ଡା ପୂଜାର୍ଚ୍ଚନା କରିଥିବା […]
ସଂପୂର୍ଣ୍ଣ ପଢନ୍ତୁ