ଜାତୀୟ ପ୍ରେସ୍ ଦିବସ
ସମାଜର ଦୁଃଖୀ ଦରିଦ୍ର ବର୍ଗଙ୍କ ଦୁଃଖ ଦୁର୍ଦଶାରୁ ଆରମ୍ଭ କରି ସଂଘର୍ଷ ଓ ବିଜୟ ପର୍ଯ୍ୟନ୍ତ ସବୁ ସ୍ଥିତିରେ ଲୋକଙ୍କ ସହିତ ଠିଆ ହେଉଥିବା ବ୍ୟକ୍ତିଟି ହେଉଛି ସାମ୍ବାଦିକ। ବ୍ୟକ୍ତି, ଅନୁଷ୍ଠାନ, ପ୍ରଶାସନକୁ ସହଯୋଗ କରି ଆସୁଥିବା ସାମ୍ବାଦିକ ସହିତ କେହି ଠିଆ ହୁଅନ୍ତି ନାହିଁ। ଆଜି ପ୍ରଶାସନରୁ ଆରମ୍ଭ କରି ଶିଳ୍ପସଂସ୍ଥା ପର୍ଯ୍ୟନ୍ତ ନିଜ ପ୍ରଚାର ପ୍ରସାର ପାଇଁ ସାମ୍ବାଦିକଙ୍କୁ ଖୁବ୍ ଭଲଭାବେ ଉପଯୋଗ କରନ୍ତି। କୌଣସି ସମସ୍ୟାକୁ ଅଙ୍ଗୁଳି ନିର୍ଦେଶ କଲେ ବିରୋଧ କରିବା […]
ସଂପୂର୍ଣ୍ଣ ପଢନ୍ତୁ