ଧର୍ମପ୍ରାଣ ନିର୍ମଳା ସାହୁଙ୍କ ବିୟୋଗରେ ଶୋକ

ରାଜ୍ୟ
Spread the love

ମାହାଙ୍ଗା  : ମାହାଙ୍ଗା ସାହିତ୍ୟ-ସଂସ୍କୃତି ପରିଷଦର ସଭାପତି,ସୁସାହିତ୍ୟିକ,ପ୍ରଫେସ ର ଡକ୍ଟର ଭୁବନାନନ୍ଦ ସାହୁଙ୍କ ସହଧର୍ମିଣୀ ନିର୍ମଳା ଦେବୀଙ୍କ ପରଲୋକ ପ୍ରାପ୍ତି ସୂଚନା ମିଳିବା ପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି l ମାହାଙ୍ଗା ପଞ୍ଚାୟତ ସିପୁରା ଗ୍ରାମର ନିର୍ମଳା ଦେବୀ ଜଣେ ପରୋପକାରୀ, ମିଷ୍ଟଭାଷୀ, କଳାନୁରାଗୀ ମହିଳାଥିଲେ l ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିବା ସହିତ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ l
ସଂସ୍କୃତିପ୍ରେମୀ ହୃଷିକେଶ ଲାଲ, ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, ଡକ୍ଟର ବସନ୍ତ କିଶୋର ସାହୁ,ପ୍ରଫେସର ମନୋଜ ମିଶ୍ର, ନାଟ୍ୟକାର ଭାବଗ୍ରାହୀ ଦାଶ, ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ, ଡକ୍ଟର ଏକାଦଶୀ ପ୍ରଧାନ, ଡକ୍ଟର ନିଖିଳେଶ ମହାନ୍ତି, କବି ବିଶ୍ୱେଶ୍ୱର ମହାନ୍ତି, ଡକ୍ଟର ଯୁଧିଷ୍ଠିର ଖଟୁଆ, ନାଟ୍ୟକାର ଅଭୟ ଦାସ,ସାହିତ୍ୟିକ ବ୍ରଜସୁନ୍ଦର ନାୟକ,ସାହିତ୍ୟିକ ଅଖିଳେଶ ମହାନ୍ତି, ସାମ୍ବାଦିକ ଅକ୍ଷୟ ଦାଶ, ସାମ୍ବାଦିକ ଅଜୟ ମହାନ୍ତି, ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ, ସାମ୍ବାଦିକ ଧନେଶ୍ୱର ସେଠୀ, ସାମ୍ବାଦିକ ବିବେକାନନ୍ଦ ଦାସ, ସାମ୍ବାଦିକ ରବିନାରାୟଣ ଦାସ, ପୂର୍ବତନ ସମିତିସଭ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମାଜସେବୀ ରଜନୀକାନ୍ତ ପରିଡା, ସାହିତ୍ୟିକ ବିଷ୍ଣୁ ଚରଣ ମିଶ୍ର, କବି ଦେବେନ୍ଦ୍ର ସାହୁ,ସମାଜସେବୀ ରମେଶ ସ୍ୱାଇଁ, କବି ମହେନ୍ଦ୍ର ଘଡେଇ, ଡକ୍ଟର ତରୁଲତା ଦେବୀ, ଗାଳ୍ପିକା ସୁପ୍ରଭା ସାମଲ, କବି ପ୍ରଶାନ୍ତ କର, ପୂର୍ବତନ ସରପଞ୍ଚ ଅଜୟ ନାୟକ, ସାହିତ୍ୟିକା ବିଦୁଲତା ପ୍ରଧାନ, କବି ଗୌତମ ଜେନା, କବି ରାଜକିଶୋର ମିଶ୍ର, ଡକ୍ଟର ଜନାର୍ଦ୍ଦନ ରାଉତ,କବି ଶ୍ରୀଧର ଶେଖର ମହାପାତ୍ର, କବି ଲବଙ୍ଗଳତା ରାଉତ, କବି ପ୍ରଫୁଲ୍ଲ ସାହୁ,ଶିକ୍ଷାବିତ ସୁରେନ୍ଦ୍ର ନାଥ ବାରିକ, ଶିକ୍ଷାବିତ ସୁରେନ୍ଦ୍ର ନାଥ ଲେଙ୍କା,ଡକ୍ଟର ଅଶୋକ ରାଉତ, ସମାଜସେବୀ କ୍ରିଷ୍ଣାକାନ୍ତ ଷଢଙ୍ଗୀ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି l

Leave a Reply

Your email address will not be published. Required fields are marked *