ରାମକୃଷ୍ଣପୁର ରେ ସାର୍ବଜନୀନ ଗଣେଶ ମହୋତ୍ସବ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ
ମାହାଙ୍ଗା : ଯେଉଁ ମାଟିରେ ଆମର ଜନ୍ମ, ସେହି ମାଟିର ବାସ୍ନା , ସ୍ମୃତି ଓ ସଂସ୍କୃତିକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିବା ହିଁ’ ଆମର ପ୍ରକୃତ ଦାୟିତ୍ୱ।” ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପୋଷଣ କରିଥିଲେ l ଏହି ଭାବନାକୁ ନେଇ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭେଡା ପଞ୍ଚାୟତ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମରେ ମହାଆଡମ୍ବର ଓ ଭକ୍ତିମୟ ପରିବେଶରେ ଶ୍ରୀ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ଏହି ସାର୍ବଜନୀନ ଗଣେଶ ପୂଜାକୁ କେବଳ ପୂଜାରେ […]
ସଂପୂର୍ଣ୍ଣ ପଢନ୍ତୁ