ଚୌଦ୍ବାର ଜେଲ୍ରୁ ୨ ହାର୍ଡକୋର କଏଦୀ ଚମ୍ପଟ୍
କଟକ,୩/୧: କଟକ ଜିଲାର ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଦୁଇ କଏଦୀ ଜେଲ୍ର ସେଲ୍ କାଟି ପଳାୟନ କରିଥିବା ସୂଚନା ମିଳିଛି। ଏହି ଘଟଣା ଜେଲ୍ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଫେରାର ହୋଇଥିବା ଏହି ଦୁଇ କଏଦୀ ପାଣିକୋଇଲି ଅଞ୍ଚଳରେ ଏକ ଅଳଙ୍କାର ଦୋକାନ ଲୁଟ୍ ଘଟଣାରେ ଜଡ଼ିତ ଥିଲେ। ଲୁଟେରାମାନେ ଅଳଙ୍କାର ଦୋକାନ […]
ସଂପୂର୍ଣ୍ଣ ପଢନ୍ତୁ