ମାର୍କେଟ କମ୍ପ୍ଲେକ୍ସ ଘର ଭୁଶୁଡ଼ି ଦୋକାନ ମାଲିକ ଲୋକନାଥ ପାତ୍ରଙ୍କ ମୃତ୍ୟୁ
କୋରାପୁଟ,୧୩/୯: କୋରାପୁଟ ବସ୍ଷ୍ଟାଣ୍ଡ ନିକଟ ତଥା ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସର ୨ଟି ଦୋକାନ ଘର ଭୁଶୁଡ଼ି ଶନିବାର ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦୋକାନ ମାଲିକ ଲୋକନାଥ ପାତ୍ର(୬୨)। ଅନ୍ୟ ୩ଜଣ ଘଟଣାରୁ ବର୍ତ୍ତିଯାଇଛନ୍ତି। ଦୋକାନ ମାଲିକ ଲୋକନାଥ ପାତ୍ର କେତେଜଣ ଶ୍ରମିକଙ୍କୁ ନେଇ ଦଶହରା ପୂର୍ବରୁ ଦୋକାନ ସଫା କରୁଥିଲେ। ଏହି ସମୟରେ ଶ୍ରମିକମାନେ ଡ୍ରିଲିଂ କାର୍ଯ୍ୟ କରୁଥିବା ବେଳେ ଗୋଟିଏ କୋଠାର ଦୁଇଟି ଦୋକାନ ଛାତ […]
ସଂପୂର୍ଣ୍ଣ ପଢନ୍ତୁ