Bridge 1

ଧୋଇଗଲା ସୁଡଙ୍ଗ ନଡ଼ସାହି ପୋଲ, ଲୋକେ ଜଳବନ୍ଦୀ

ବାଂଶପାଳ : ଧୋଇଗଲା ପୋଲ । ଅନ୍ୟ ଉପାୟ ନପାଇ ବାଇକ୍ କୁ ହାତରେ ଉଠାଇ ନାଳ ପାର୍ କଲେ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସୀମାନ୍ତ ବାଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ସୁଡଙ୍ଗ ନଡ଼ସାହି ରାସ୍ତାରେ । ଝିରିପାଣି ନାଳ ଉପର ପୋଲ ବନ୍ୟା ପାଣିରେ ଭାସିଯାଇଥିବାରୁ ଅନ୍ୟ ଉପାୟ ନପାଇ ଏକ ବାଇକ୍ ହାତରେ ଉଠାଇ ୫ ଜଣ ବୋହି ନେଉଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ୩ […]

ସଂପୂର୍ଣ୍ଣ ପଢନ୍ତୁ

ନନ୍ଦନକାନନରେ ଧଳା ବାଘ ଛୁଆର ମୃତ୍ୟୁ, ଜନ୍ମ ପରେ ଅଢ଼େଇ ମାସ ହେବ ଅସୁସ୍ଥ ଥିଲା

ବାରଙ୍ଗ :  ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଧଳା ବାଘ ଛୁଆର ମୃତ୍ୟୁ ଘଟିଛି ।  ବାଘ ଛୁଆର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮ କୁ ହ୍ରାସ ପାଇଛି ।  ଧଳା ବାଘୁଣୀ ମୌସୁମୀ ଏବଂ ସାଧାରଣ ରଙ୍ଗର ବାଘ ରାଜେଶ ସହ ମିଳନରୁ ଗତ ଜୁନ ୭ ତାରିଖରେ ଦୁଇଟି ଶାବକ ଜନ୍ମ ନେଇଥିଲେ ।  ୧୧ ଜୁନରେ ଏହି ଅଣ୍ଡିରା ଶାବକତି ଶାବକଟି କ୍ଷୀର ପାନ କରିପାରି ନଥିଲା ଏବଂ ଏହାକୁ ଚିଡ଼ିଆଖାନାର ପ୍ରାଣୀ ଶିଶୁ […]

ସଂପୂର୍ଣ୍ଣ ପଢନ୍ତୁ
Kiit 8

ଦ୍ୱାଦଶ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‌ଯାପିତ, ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ

ଭୁବନେଶ୍ୱର : କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ ଛାୟା ଜାତିସଂଘ (ମୁନ୍‌)ର ଦ୍ୱାଦଶ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି  ।  ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି କହିଲେ, ଆଜିର ବିଶ୍ୱରେ ସ୍ଥିରତା ସଙ୍କଟ ଦେଖା ଦେଇଥିବା ବଳେ ନବସର୍ଜନା ଓ ସାମୂହିକ ପ୍ରୟାସ ଫଳରେ ସଙ୍କଟର ସମାଧାନ ହୋଇପାରିବ ।  ଏବେ ଆମେ ପରସ୍ପର ମଧ୍ୟରେ ସହଯୋଗ ସହ ବାସ କରୁଛୁ ।  ତେବେ ଜଳବାୟୁ ପରିବର୍ତନ, ଦାରିଦ୍ର‌୍ୟ, […]

ସଂପୂର୍ଣ୍ଣ ପଢନ୍ତୁ
Shop

ଦୋକାନରେ ପଶିଗଲା ମିନିଟ୍ରକ, ଅଳ୍ପକେ ବର୍ତ୍ତିଲେ ଦୋକାନୀ

 ଆଠଗଡ଼ : ଦ୍ରୁତଗତିରେ ଆସି ଦୋକାନରେ ପଶିଗଲା ମିନିଟ୍ରକ । ଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ମିନିଟ୍ରକ ଚାଳକ। ଆଠଗଡ଼ର ତିଗିରିଆ ଥାନା ବିନ୍ଧାଣୀମା ହାଟ ଛକରେ ଦୋକାନ ଭିତରେ ପଶିଗଲା ପିକ ଅପ ଭ୍ୟାନ। ଦ୍ରୁତ ଗତିରେ ଆସୁଥିବା ଏକ ପିକ୍ ଅପ୍ ଭ୍ଯାନ ଚାଳକ ଭାରସ୍ୟାମ ହରାଇବାରୁ ରାସ୍ତା କଡ଼ରେ ଥିବା ଏକ ଷ୍ଟେସନାରୀ ଦୋକାନରେ ପଶି ଯାଇଥିଲା । ଭ୍ଯାନଟି ଏକ ବାଇକକୁ ଘୋଷାଡ଼ି ନେବାରୁ ବାଇକଟି ଭାଙ୍ଗିରୁଜି ଯାଇଛି ।  ଦୋକାନ ଘର […]

ସଂପୂର୍ଣ୍ଣ ପଢନ୍ତୁ
Court

ନାବାଳିକା ଝିଅକୁ ଯୌନ ନିର୍ଯାତନା, ଅଭିଯୁକ୍ତ ପିତାକୁ ୭ ବର୍ଷ ଜେଲ୍ ଦଣ୍ଡ

ବାଲେଶ୍ୱର: ସମ୍ପର୍କର ପବିତ୍ରତାକୁ କଳଙ୍କିତ କରି ନିଜ ୧୦ ବର୍ଷର ନାବାଳିକା ଝିଅକୁ ଯୌନ ନିର୍ଯାତନା ଦେଇଥିବା ଜଣେ ପାଷାଣ୍ଡ ପିତାକୁ ଆଜି ବାଲେଶ୍ୱର ଜିଲ୍ଲା ପୋକ୍ସୋ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଅଦାଲତ ଅଭିଯୁକ୍ତ ପିତା ବାଦଲ ସିଂକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରୁ ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ବାସୁଖୁଣ୍ଟା ଅଞ୍ଚଳରେ […]

ସଂପୂର୍ଣ୍ଣ ପଢନ୍ତୁ
Fd307b3d C5ce 4d4d 82ab 44c2fe86154c

ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ୬୧ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଞ୍ଚିଥାନ୍ତି ଆମ ଅଗ୍ନିଯୋଦ୍ଧାମାନେ । ସେମାନେ ହେଉଛନ୍ତି ପ୍ରଥମ ରେସ୍୍ପଣ୍ଡର। ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା ବୋଲି ଆଜି ଭୁବନେଶ୍ବର ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ୬୧ ତମ ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ସମୁଦାୟ ୯୧୧ ଜଣ ଅଗ୍ନିଯୋଦ୍ଧା ପାସିଙ୍ଗ […]

ସଂପୂର୍ଣ୍ଣ ପଢନ୍ତୁ
C0239f62 C783 442c A562 4bc19f4cf51c

ଜନଜାତି ପାଇଁ ଉଦ୍ଦିଷ୍ଟ ଯୋଜନାର କାର୍ଯ୍ୟକାରିତା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ: ରାଜ୍ୟପାଳ

ଭୁବନେଶ୍ୱର : ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡିକର କାର୍ଯ୍ୟକାରିତା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ନିର୍ଦ୍ଦେଶ ଦେଇଛନ୍ତି I ଚଳିତ ଅଗଷ୍ଟ ୨୩ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲ ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ପଞ୍ଚାୟତିରାଜ ଓ […]

ସଂପୂର୍ଣ୍ଣ ପଢନ୍ତୁ
Ohrc Office

ଡିଗ୍ରୀ ଦେବାରେ ବିଫଳ ଘରୋଇ କଲେଜ, ୨୯ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ଓଏଚଆରସିର ନିର୍ଦ୍ଦେଶ

ଭୁବନେଶ୍ୱର: ଏକ ଘରୋଇ କଲେଜ ୨୯ ଜଣ ଇଞ୍ଜିନିୟରିଂ ସ୍ନାତକଙ୍କୁ ଗ୍ରେଡ୍ ସିଟ୍ ଏବଂ ଡିଗ୍ରୀ ପ୍ରମାଣପତ୍ର ଦେବାରେ ବିଫଳ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି) ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଭୁଲ୍ ଦ୍ଵାରା ଛାତ୍ରଛାତ୍ରୀ ମାନେ ମାନସିକ ଯନ୍ତ୍ରଣା ଓ କ୍ୟାରିୟରରେ କ୍ଷତି ସହିଥିବାରୁ ଦୁଇଟି ପ୍ରମୁଖ ଖବରକାଗଜରେ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ପୂର୍ବରୁ କଲେଜର […]

ସଂପୂର୍ଣ୍ଣ ପଢନ୍ତୁ

ହୀରାକୁଦର ୪ ଗେଟ୍ ଖୋଲିଲା

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଥିବା ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଶନିବାର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ନିଷ୍କାସନର ପ୍ରଥମ ପର୍ଯ୍ୟାୟରେ ଡ୍ୟାମର ବାମ ପାର୍ଶ୍ୱରେ ତିନୋଟି ଏବଂ ଡାହାଣ ପାର୍ଶ୍ୱରେ ଗୋଟିଏ ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ଅବିରତ ବର୍ଷା ପରେ ଜଳଭଣ୍ଡାରରେ ଜଳପ୍ରବାହ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଯାହା ଫଳରେ କର୍ତ୍ତୃପକ୍ଷ ଗେଟ୍ ଖୋଲିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ଜିଲ୍ଲା ପ୍ରଶାସନ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 08 23 171441

ସୀତା ନଦୀ ପୋଲ ଉପରେ ୩ ଫୁଟ ଉଚ୍ଚର ବର୍ଷା ଜଳ; ଅନେକ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର:ଗତକାଲିଠାରୁ ପ୍ରବଳ ବର୍ଷା ଫଳରେ ଫୁଲୁଛି ନଦୀ ନାଳ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଫଳରେ ପାଟଣା ବ୍ଲକ ନୂଆପଡ଼ା ସୀତା ନଦୀର ପୋଲ ଉପରେ ୩ ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଛି । ଯାହାଦ୍ବାରା ପାଟଣା ବ୍ଲକ ଚୀନା ମାଳି ପୋଷି ପଞ୍ଚାୟତ ନୂଆପଡ଼ାରୁ ଢେଙ୍କିକୋଟ, କପାସପଡ଼ା ଘଟଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିସହ ଘଟଗାଁ, ଢେଙ୍କିକୋଟ ପାଶର୍‌ବରୁ ପର୍ଯ୍ୟଟନ ଭୀମ […]

ସଂପୂର୍ଣ୍ଣ ପଢନ୍ତୁ