୨୭୭ଗ୍ରାମ୍ ବ୍ରାଉନସୁଗାର ସହ କାର ଜବତ; ମହିଳାଙ୍କ ସମେତ ୫ଗିରଫ
ଜଗତସିଂହପୁର: ଓଡ଼ିଶା ପୁଲିସର ଧଳା ଜହର ମିସନ ଅଭିଯାନ ବଳରେ ଆଜି ୨୭୭.୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଜଗତସିଂହପୁର ପୁଲିସ ଦ୍ବାରା ଜବତ ହୋଇଥିବା ଏହି ବ୍ରାଉନସୁଗାରର ମୂଲ୍ୟ ୪୧ ଲକ୍ଷ ୫୫ ହଜାର ଟଙ୍କା ହେବ। ଏହି ମାମଲାରେ ସଂପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ପୁଲିସ କହିଛି ଯେ, ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଜଗତସିଂହପୁର ଏସ୍ଡିପିଓଙ୍କ ନେତୃତ୍ବରେ ବ୍ରାଉନସୁଗାର ବେପାରୀଙ୍କ ଉପରେ ଏକ ପୁଲିସ ଟିମ୍ ଦ୍ବାରା ଚଢ଼ଉ କରାଯାଇଥିଲା। […]
ସଂପୂର୍ଣ୍ଣ ପଢନ୍ତୁ