ବୁଦ୍ଧିଜୀବୀ ସାରସ୍ୱତ ସେବା ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା
ମାହାଙ୍ଗା : ମାହାଙ୍ଗା ବୁଦ୍ଧିଜୀବୀ ସାରସ୍ୱତ ସେବା ସଂଗଠନ ଆନୁକୂଲ୍ୟରେ ଶହୀଦ ଭବନ ମଣିଯୋରୀ ଠାରେ ଦୁଇ ଦିବଂଗତ ପୁରୁଷ ଶତାୟୁ ଧର୍ମପ୍ରାଣ ମଧୁସୂଦନ ଦାସ ଏବଂ ବିଶିଷ୍ଟ ଶିକ୍ଷାବିତ ଚିତ୍ତରଞ୍ଜନ ରାଉତଙ୍କ ସ୍ମୁତିରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ମହିମାଧର୍ମର ଗବେଷକ ଡକ୍ଟର ଏକାଦଶୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଶିକ୍ଷାବିତ ଡକ୍ଟର ଭାବଗ୍ରାହୀ ରାଉତ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଜନାର୍ଦନ ରାଉତ, ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ନାୟକ, ଶିକ୍ଷାବିତ ଅକ୍ଷୟ […]
ସଂପୂର୍ଣ୍ଣ ପଢନ୍ତୁ