ଜେଏମଏଫସି କୋର୍ଟ ସ୍ଥାୟୀ ଗୃହ ନିର୍ମାଣ କ୍ଷେତ୍ର ପରିଦର୍ଶନ ପାଇଁ ମାହାଙ୍ଗାରେ ଜିଲ୍ଲାଜଜ
ମାହାଙ୍ଗା : ମାହାଙ୍ଗା ବ୍ଲକ ସଦର ମହକୁମା କୁଆଁପାଳ ଠାରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଦୀର୍ଘଦିନୁ ଅସ୍ଥାୟୀ ଭାବେ ଜେ ଏମ ଏଫ ସି କୋର୍ଟ କାର୍ଯ୍ୟକରୁଥିବା ବେଳେ କୋର୍ଟର ସ୍ଥାୟୀ ଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇପାରୁନାହିଁ l ଏହି କୋର୍ଟ ଗୃହ ନିର୍ମାଣ ପାଇଁ ୩ ଏକର ରୁ ଉର୍ଦ୍ଧ୍ଵ ଜମିର ଆବଶ୍ୟକତା ଥିବା ବେଳେ,ବ୍ଲକର ଏକାଧିକ ଅଂଚଳରେ ଜମି ଖୋଜା ଆରମ୍ଭ ହୋଇ ଶେଷରେ କୁହୁଣ୍ଡା ମୌଜାର କୋଠପଦା ଠାରେ […]
ସଂପୂର୍ଣ୍ଣ ପଢନ୍ତୁ