ଏରସମାରେ ଜେଏସଡବ୍ଲ୍ୟୁର ପାୱାର ବୋଟ୍ ଲଞ୍ଚ: ସ୍କୁଲ ପିଲାଙ୍କ ପାଇଁ ହଂସୁଆ ନଦୀରେ ଯାତାୟାତ ଏବେ ଅଧିକ ସୁରକ୍ଷିତ
ପାରାଦୀପ : ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପକ୍ଷରୁ ଏରସମାରେ ସ୍କୁଲ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ପାଇଁ ସୋମବାର ପାୱାରବୋଟ୍ ଲଞ୍ଚ କରାଯାଇଛି । ଛାତ୍ର ସୁରକ୍ଷା ଏବଂ ସାମୁଦାୟିକ ଗତିଶୀଳତା ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏରସମା ବ୍ଲକ ଅନ୍ତର୍ଗତ ଦହିବର ଘାଟରେ ଏକ ୨୪-ସିଟ୍ ବିଶିଷ୍ଟ ପାୱାରବୋଟକୁ ଉଦ୍ଘାଟନ କରାଯାଇଛି। ଏହି ପଦକ୍ଷେପ ଜପା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୋବେଇ ଜଙ୍ଗଲ ରାଜସ୍ୱ ଗ୍ରାମର ଝାଟିପାରି ଏବଂ ଦହିପାରି ଗ୍ରାମର […]
ସଂପୂର୍ଣ୍ଣ ପଢନ୍ତୁ