ମୀନସଂକ୍ରାନ୍ତି ରୁ ଶୁଭାରମ୍ଭ ହେଲା ସାରଳା ଘଟନୃତ୍ୟର ପରମ୍ପରା
ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ବହୁ ପ୍ରାଚୀନକାଳ ରୁ ପ୍ରଚଳିତ ତନ୍ତ୍ର ଭିତ୍ତିକ ଆଧ୍ୟାତ୍ମିକ ଲୋକନୃତ୍ୟ, ସାରଳା ଘଟନୃତ୍ୟ ର ପରମ୍ପରା ଗତ ମୀନସଂକ୍ରାନ୍ତି ରବିବାର ଠାରୁ ବିଧିବିଧାନ ଅନୁଯାଇ ଶୁଭାରମ୍ଭ ହୋଇଛି l ଅପରାହ୍ନ ରେ କନକେଶ୍ୱର ମହାଦେବ ଙ୍କ ପୀଠସ୍ଥଳି ରେ ଦଶଜଣ ରାଉଳ ସେବାୟତ ଘଟଦଣ୍ଡ କୁ ସଜ୍ଜିତ କରିବା ସହିତ ନିଜକୁ ଘଟପାଟୁଆ ବେଶରେ ସଜାଇ, ଘଣ୍ଟ ପଖାଉଜ ଖୋଳ ଝାଞ୍ଜ ଓ ହରିବୋଲ ହୁଳହୁଳି ଧ୍ଵନି ମଧ୍ୟରେ […]
ସଂପୂର୍ଣ୍ଣ ପଢନ୍ତୁ