ଗୋଟିଏ ଦିନରେ ପାଖାପାଖି ୧.୫ କୋଟି ଚାରା ରୋପଣ କରି ଓଡିଶା ସାଉଁଟିଲା ସାରା ବିଶ୍ୱରୁ ପ୍ରଶଂସା

ଭୁବନେଶ୍ୱର,୧୮ା୯:: ଏକ ଅନନ୍ୟ ଇତିହାସ ଏବଂ ଏକ ଅସାଧାରଣ ଉଦାହରଣ ସୃଷ୍ଟି କରିଛି ଆଜି ଓଡିଶା । ମା ଓ ମାତୃଭୂମି, ପ୍ରକୃତି ଓ ପରିବେଶକୁ ଓଡିଆମାନେ କେତେମାତ୍ରାରେ ଭଲ ପାଆନ୍ତି ତାହା ଆଜି ପ୍ରମାଣିତ କରି ଦେଖେଇ ଦେଇଛନ୍ତି । ଓଡ଼ିଆମାନେ ଐକଵଦ୍ଧ ହେଲେ କୋଣାର୍କ ଗଢ଼ିପାରନ୍ତି, ଓଡ଼ିଆମାନେ ଐକଵଦ୍ଧ ହେଲେ କଳ୍ପନା ଠାରୁ ଅଧିକ କିଛି କରିପାରନ୍ତି – ମାତ୍ର ୧୨ ଘଣ୍ଟା ଭିତରେ ପାଖାପାଖି ୧.୫ କୋଟି ଚାରା ରୋପଣ କରି ପ୍ରମାଣିତ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ସରକାର ଛାତ୍ରୀଛାତ୍ରଙ୍କ ପାଇଁ ମାଗଣା ବସ୍ ଯାତ୍ରା’କୁ ମଞ୍ଜୁରୀ ଦେଇଛନ୍ତି

ଭୁବନେଶ୍ୱର,୧୭/୯: ସ୍କୂଲ ଛାତ୍ରୀଛାତ୍ରଙ୍କ ପାଇଁ ନିରବଚ୍ଛିନ୍ନ ଯାତାୟାତ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ବସ୍ ସେବା (ଏମବିଏସ) ଯୋଜନା ଅଧୀନରେ ‘ଛାତ୍ରୀଛାତ୍ରଙ୍କ ପାଇଁ ମାଗଣା ବସ୍ ଯାତ୍ରା’କୁ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୨୧, ୨୦୨୫ରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ସମସ୍ତ ସ୍କୂଲ ଛାତ୍ରଛାତ୍ରୀ ବୈଧ ଛାତ୍ର ପରିଚୟପତ୍ର କିମ୍ବା ସ୍କୂଲ ୟୁନିଫର୍ମ ଦେଖାଇ ମାଗଣା ବସ୍ ଯାତ୍ରା ସୁବିଧା ପାଇପାରିବେ। ସରକାରୀ ସୂତ୍ର ଅନୁଯାୟୀ, ଓଡ଼ିଶା […]

ସଂପୂର୍ଣ୍ଣ ପଢନ୍ତୁ

ପୁରୀରେ ହେବ ବିଶ୍ୱସ୍ତରୀୟ ମେରାଇନ୍‌ ଆକ୍ୱାରିୟମ୍‌

ଭୁବନେଶ୍ୱର,୧୭/୯: ପୁରୀର ବିଶ୍ୱବିଖ୍ୟାତ ଶ୍ରୀ ଜଗନ୍ନାଥ ମନ୍ଦିର ଓ ସମୁଦ୍ର କୂଳର ଆକର୍ଷଣକୁ ଆହୁରି ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ପୁରୀ ସମୁଦ୍ର କୂଳ ନିକଟରେ ଏକ ଆନ୍ତର୍ଜାତୀୟ ମାନର ମେରାଇନ୍‌ ଆକ୍ୱାରିୟମ୍‌ ଓ ଅଣ୍ଡରୱାଟର ଜୁ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ମେରାଇନ୍‌ ଟୁରିଜମ୍‌କୁ ପ୍ରୋତ୍ସାହନ ଦେବା ସହ ଶିକ୍ଷା, ସଂରକ୍ଷଣ ଓ ବହୁମୁଖୀ ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗ ଏହି ପ୍ରକଳ୍ପ […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରାଫିକ୍ କନଷ୍ଟେବଲ୍ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣାରେ କମିଶନରେଟ ପୋଲିସ (ସିପି) ବଡ଼ ଖୁଲାସା

ଭୁବନେଶ୍ୱର,୧୭/୯: ଟ୍ରାଫିକ୍ କନଷ୍ଟେବଲ୍ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣାରେ କମିଶନରେଟ ପୋଲିସ (ସିପି) ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି। ୧୦ ଲକ୍ଷ ଟଙ୍କା ଝଗଡ଼ା କାରଣରୁ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିଛି। ତଦନ୍ତରୁ ଜଣାପଡ଼ିଛି, ଶୁଭମିତ୍ରା ଅଭିଯୁକ୍ତ ସ୍ୱାମୀ ଦୀପକ ରାଉତଙ୍କୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲେ। ବିବାହ ଉତ୍ସବ ପାଇଁ ଟଙ୍କା ମାଗିବା ନେଇ ଝଗଡ଼ା ହେବା ପରେ ଦୀପକ ତାଙ୍କୁ ହତ୍ୟା କରିଥିଲେ। ତେବେ କେନ୍ଦୁଝର ଜିଲା ଘଟଗାଁ ନିକଟସ୍ଥ କୁସୁନପୁର […]

ସଂପୂର୍ଣ୍ଣ ପଢନ୍ତୁ

ଏକ୍ ପେଡ୍ ମା’ କେ ନାମ୍ ୨.୦ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଗଛ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର,୧୭/୯: ୧୭ ସେପ୍ଟେମ୍ବର ୨୦୨୫ ରାଜ୍ୟବ୍ୟାପୀ ୭୫ ଲକ୍ଷ ଚାରାରୋପଣ ଅଭିଯାନ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ରାଜ୍ୟବ୍ୟାପୀ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ କରାଯାଉଛି। ଏହି ବିଶେଷ ଅଭିଯାନରେ ଯୋଡ଼ିହୋଇ ଆମ ପରିବେଶର ସୁରକ୍ଷା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ବର ଏକାମ୍ର କଲେଜ ପରିସରରେ […]

ସଂପୂର୍ଣ୍ଣ ପଢନ୍ତୁ

ବିଶ୍ୱ ଓଜନ ଦିବସ ପାଳିତ

ଭୁବନେଶ୍ୱର ,୧୭/୯: ବିଶ୍ୱ ଓଜନ ଦିବସ ପାଳିତ ହୋଇଛି । ଓଡିଶା ବିଜ୍ଞାନ ଏକାଡେମୀ ଆନୁକୂଲ୍ୟରେ ଅନ୍ଧାରୁଆ ସ୍ଥିତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନରେ ଏହା ପାଳିତ ହୋଇଛି । ଏହି ଅବସରରେ ନାଲକୋର ଅବସରପ୍ରାପ୍ତ ସାଧାରଣ ପ୍ରବନ୍ଧକ ତଥା ରସାୟନ ବିଜ୍ଞାନୀ ଡଃ ଚିତ୍ତରଞ୍ଜନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶ୍ୱରେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଓଜନ ସ୍ତର ଉପରେ ପଡୁଥିବା ଏହାର କୁପ୍ରଭାବ ସମ୍ପର୍କରେ ବୈଜ୍ଞାନିକ ତତ୍ତ୍ୱ ମାଧ୍ୟମରେ ବିଭିନ୍ନ ତଥ୍ୟ ପ୍ରଦାନ […]

ସଂପୂର୍ଣ୍ଣ ପଢନ୍ତୁ

ଯୋଗାଣ ବିଭାଗ ପକ୍ଷରୁ ୩୪ଟି ଘରୋଇ ରନ୍ଧନ ଗ୍ୟାସ ଜବତ

ଭୁବନେଶ୍ୱର,୧୭।୯: ଖୋରଧା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଘରୋଇ ରନ୍ଧନ ଗ୍ୟାସ କଳାବଜାରୀଙ୍କ ଉପରେ ଚଢ଼ାଉ କରାଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ରଙ୍କ ନେତୃତ୍ୱରେ ଯୋଗାଣ ଅଧିକାରୀ ମାନେ ବିଭିନ୍ନ ଅଞ୍ଚଳରେ ଘରୋଇ ରନ୍ଧନ ଗ୍ୟାସର କଳାବଜାରୀଙ୍କ ଉପରେ ଚଢ଼ାଉ କରି ୩୪ଟି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ କରିଛନ୍ତି l ବିଭିନ୍ନ ସମୟରେ ଏହା ଉପରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଯୋଗାଣ ବିଭାଗ ପକ୍ଷରୁ ଏହି […]

ସଂପୂର୍ଣ୍ଣ ପଢନ୍ତୁ

ଅନଲାଇନ ଟ୍ରେନ ରିଜର୍ଭେସନ ପାଇଁ ନିୟମ କଡ଼ାକଡ଼ି

ନୂଆଦିଲ୍ଲୀ,୧୭/୯: ଅକ୍ଟୋବର ୧ ତାରିଖରୁ, ଅନଲାଇନ ଟ୍ରେନ ରିଜର୍ଭେସନ ପାଇଁ ନିୟମ କଡ଼ାକଡ଼ି କରାଯିବ। କେବଳ ଆଧାର-ଲିଙ୍କ ଆକାଉଣ୍ଟ ଥିବା ଲୋକମାନେ ସକାଳ ୮ଟାରେ ବୁକିଂ ଖୋଲିବାର ୧୫ ମିନିଟ ମଧ୍ୟରେ ରିଜର୍ଭେସନ କରିପାରିବେ। ଏହା ବ୍ୟତୀତ, ଅଧିକୃତ IRCTC ଏଜେଣ୍ଟମାନଙ୍କୁ ପ୍ରଥମ ୧୦ ମିନିଟ ପାଇଁ ବୁକିଂ କରିବାକୁ ଅନୁମତି ଦିଆଯିବ ନାହିଁ, ଅର୍ଥାତ୍‌ ସେମାନେ କେବଳ ୧୦ ମିନିଟ ପରେ ବୁକିଂ କରିପାରିବେ। ଏପରି ପରିସ୍ଥିତିରେ, ସାଧାରଣ ଲୋକମାନେ ନିଶ୍ଚିତ ଟିକେଟ ପାଇବାର ସମ୍ଭାବନା […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱତନ୍ତ୍ର ଅଭିଯାନର ୧୫ଦିନ: ୧. ୪୦ କୋଟି ମୂଲ୍ୟର ବେଆଇନ ସାମଗ୍ରୀ ଜବତ; ୧୧୭ ଗିରଫ

ଭୁବନେଶ୍ୱର, ୧୬/୯: ଅବକାରୀ ବିଭାଗର Enforcement Special Drive ଅଧୀନରେ ୧୫ ଦିନରେ ମଧ୍ୟ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି I ଯେଉଁଥିରେ ୧. ୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ସାମଗ୍ରୀ ଜବତ କରାଯାଇଛି। ରାଜ୍ୟବ୍ୟାପୀ ଚାଲିଥିବା ଅଭିଯାନରେ ୨୧୬ ଟି ମାମଲା ରୁଜୁ ସହ ବେଆଇନ ମଦ ଏବଂ ନାରକୋଟିକ୍ ବ୍ୟବସାୟ ସହିତ ଜଡିତ ୧୧୭ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ୧୧, ୪୫୧ ଲିଟର ID ଲିକର୍, ୩୬୭ ଲିଟର duty-paid […]

ସଂପୂର୍ଣ୍ଣ ପଢନ୍ତୁ

“ଆସ ବୁଲିଯିବା ଅଙ୍ଗନବାଡି” ଅଭିଯାନ ଜନଆନ୍ଦୋଳନରେ ପରିଣିତ

ଭୁବନେଶ୍ୱର,୧୬/୯: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ୭୪ ହଜାର ୨୨୪ ଅଙ୍ଗନବାଡି ଅଭିଯାନ ମୋଡ୍ ରେ ସକ୍ଷମ ଅଙ୍ଗନବାଡିରେ ରୂପାନ୍ତରିତ ହେବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଭାଷୀ ମାଧ୍ୟମରେ ୯୧୩ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ ଅବସରରେ ମତବ୍ୟକ୍ତ କରିଛନ୍ତି । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ସହଭାଗିତାରେ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ […]

ସଂପୂର୍ଣ୍ଣ ପଢନ୍ତୁ