Images

ଚୀନ ରାସାୟନିକ କାରଖାନାରେ ବିସ୍ଫୋରଣ

ବେଜିଂ: ମଙ୍ଗଳବାର ଦିନ ଚୀନର ପୂର୍ବ ଶାଣ୍ଡୋଙ୍ଗ ପ୍ରଦେଶରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣଟି ଏତେ ପ୍ରଚଣ୍ଡ ଥିଲା ଯେ ତାହାର ଶବ୍ଦ ଓ ନିଆଁ ବହୁଦୂରକୁ ଦେଖାଯାଇଥିଲା । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳିନାହିଁ। ଚୀନର ସରକାରୀ ସମାଚାର ଏଜେନ୍ସି ସିନହୁଆ ରିପୋର୍ଟ କରିଛି ଯେ ବିସ୍ଫୋରଣ ପରେ ଗାଓମି ସହରର ପ୍ଲାଣ୍ଟକୁ ଉଦ୍ଧାର କର୍ମୀଙ୍କ ଦଳ ପଠାଯାଇଥିଲା। ବିସ୍ଫୋରଣ ଖବର ମିଳିବା ପରଠାରୁ ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ […]

ସଂପୂର୍ଣ୍ଣ ପଢନ୍ତୁ
President Padma Award 750x430

୬୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରୁଛନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଦ୍ଵିତୀୟ ନାଗରିକ ଅନୁସନ୍ଧାନ ସମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କରୁଛନ୍ତି। ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଅନ୍ୟତମ ପଦ୍ମ ପୁରସ୍କାର ତିନୋଟି ବର୍ଗରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପ୍ରଦାନ କରାଯାଏ। କଳା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଞ୍ଜିନିଯ଼ରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା ଏବଂ ନାଗରିକ ସେବା ସମେତ ବିଭିନ୍ନ ବିଭାଗ ଓ […]

ସଂପୂର୍ଣ୍ଣ ପଢନ୍ତୁ
1 6 750x430

ଭାରତର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ବିଷୟରେ ବିଶ୍ୱକୁ ବାର୍ତ୍ତା ଦେଉଛନ୍ତି ସଂସଦୀୟ ପ୍ରତିନିଧି ଦଳ

ନୂଆଦିଲ୍ଲୀ : ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇରେ ବିଶ୍ୱ ସମୁଦାୟର ସମର୍ଥନ ହାସଲ କରିବା ଲାଗି ଭାରତ ସରକାରଙ୍କ ଦ୍ୱାରା ଗଠିତ ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟରୁ ଗୋଟିଏ କୁଏତରେ ପହଞ୍ଚିଛି। ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ ଚତୁଃରାଷ୍ଟ୍ରୀୟ କୂଟନୈତିକ ଗସ୍ତରେ ଥିବା ବେଳେ ବାହାରିନ୍ ପରେ ଦ୍ୱିତୀୟ ରାଷ୍ଟ୍ର ଭାବେ କୁଏତରେ ପହଞ୍ଚିଥିଲା। କୁଏତ ସରକାରଙ୍କ ଶୀର୍ଷ ନେତା, ପ୍ରମୁଖ ବ୍ୟକ୍ତିବିଶେଷ ଓ ସଂଗଠନଙ୍କ ସହ ସର୍ବଦଳୀୟ ପ୍ରତିନିଧି […]

ସଂପୂର୍ଣ୍ଣ ପଢନ୍ତୁ
Xxx

ପାକିସ୍ତାନ ସହ ବଡ଼ ଡିଲ୍‌ କଲା ଋଷିଆ, ଭାରତକୁ ଜୋରଦାର ଝଟ୍‌କା

ନୂଆଦିଲ୍ଲୀ,୨୭।୫: ଭାରତର ବନ୍ଧୁ ଦେଶ ଋଷିଆ ପାକିସ୍ତାନ ସହିତ ଏକ ଆଧୁନିକ ଇସ୍ପାତ କାରଖାନା ର୍ନିମାଣ ପାଇଁ ଏକ ଚୁକ୍ତିନାମାକୁ ଚୂଡ଼ାନ୍ତ କରିଛି। ଏହି ଚୁକ୍ତି ୨୦୧୫ରେ ବନ୍ଦ ହୋଇଯାଇଥିବା ସୋଭିଏତ-ର୍ନିମିତ ଇସ୍ପାତ କାରଖାନାକୁ ପୁନର୍ଜୀବିତ କରିବ। ପାକିସ୍ତାନୀ ଅଧିକାରୀ ଏବଂ ରୁଷ ପ୍ରତିନିଧି ଡେନିସ ନାଜାରୋଭ ଏହି ଚୁକ୍ତିକୁ ନିଶ୍ଚିତ କରିଛନ୍ତି। ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ପାକିସ୍ତାନର ବାର୍ଷିକ ଇସ୍ପାତ ଆମଦାନୀକୁ 30% ହ୍ରାସ କରିବା, ଯାହା ଦାରା 11.2 ନିୟୁତ ମେଟ୍ରିକ ଟନ […]

ସଂପୂର୍ଣ୍ଣ ପଢନ୍ତୁ
Download

ବାଂଲାଦେଶ ସୀମାରେ ଯୁଦ୍ଧ ସ୍ଥିତି! ଏୟାରବେସ୍‌ ଆକ୍ଟିଭ୍‌ କଲା ଭାରତ

ନୂଆଦିଲ୍ଲୀ,୨୭।୫: ବାଂଲାଦେଶର ଚାଇନା ସହ ବଢୁଥିବା ସମ୍ପର୍କକୁ ମୁକାବିଲା କରିବା ପାଇଁ ଭାରତ ଅରୁଣାଚଳ ପ୍ରଦେଶରେ ଥିବା ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ବ୍ୟବହୃତ ବିଜୟନଗର ଏୟାରବେସ୍‌କୁ ପୁଣିଥରେ ସକ୍ରିୟ କରିବାକୁ ଯୋଜନା କରୁଛି। ଏହି ଏୟାରବେସ, ଯାହା ଚାଙ୍ଗ ଜିଲ୍ଲାରେ ଅବସ୍ଥିତ। ଏହା ଚାଇନା ସୀମା ନିକଟରେ ଏବଂ ଭାରତ-ବାଂଲାଦେଶ ବର୍ଡର ଠାରୁ ୨୦କିମି ଦୂରରେ ରହିଛି। ଯାହାକୁ ନେଇ ଭାରତ ଏକ ରଣନୀତି ପ୍ରସ୍ତୁତ କରୁଛି। ରିପୋର୍ଟ ଅନୁସାରେ, ଏହି ଏୟାରବେସରେ ଆଧୁନିକ ସୁବିଧା […]

ସଂପୂର୍ଣ୍ଣ ପଢନ୍ତୁ
Income Tax Return Forms

୧୫ ସେପ୍ଟେମ୍ବର ସୁଦ୍ଧା ଦାଖଲ କରିହେବ ଆୟକର ରିଟର୍ଣ୍ଣ

ନୂଆଦିଲ୍ଲୀ : ଦେଶର କୋଟି କୋଟି ଆୟକରଦାତା ମାନଙ୍କ ପାଇଁ ଏକ ବଡ଼ ଖବର। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଆୟକର ରିଟର୍ଣ୍ଣ ଫାଇଲ ତାରିଖକୁ ୧୫ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଥିବା ଘୋଷଣା କରାଯାଇଛି। ସିବିଡିଟି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏବେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆଇଟିଆର (ଆୟକର ରିଟର୍ଣ୍ଣ) ଫାଇଲ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୫ ରୁ ୧୫ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଛି। ଆଇଟିଆର ଫର୍ମ, ସିଷ୍ଟମ […]

ସଂପୂର୍ଣ୍ଣ ପଢନ୍ତୁ
Untitled 1 Copy

ଅପରେସନ ସିନ୍ଦୂରର ନୂଆ ଭିଡିଓ; ୭୨ଟି ଆତଙ୍କବାଦୀ ଶିବିର ନଷ୍ଟ କରାଯାଇଥିବା ଦାବି

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବା ପାଇଁ ଭାରତ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଆକ୍ରମଣ ପରେ ଅପରେସନ ସିନ୍ଦୂରକୁ ନେଇ ନିରନ୍ତର ଖବର ଆସିବାରେ ଲାଗିଛି। ଅପରେସନ ସିନ୍ଦୂରକୁ ନେଇ ପ୍ରଥମେ ସେନା ଭିଡିଓ ଏବଂ ଫଟୋ ଜାରି କରି ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଥିବା ବିଷୟରେ ସୂଚନା ଦେଇଥିଲା। ସମ୍ପ୍ରତି ସୀମା ସୁରକ୍ଷା ବଳ ଅପରେସନ ସିନ୍ଦୂରର ଏକ ନୂତନ ଭିଡିଓ […]

ସଂପୂର୍ଣ୍ଣ ପଢନ୍ତୁ
Jt

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ମିଳିଲାନି ଆଶ୍ୱସ୍ତି , ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ନୂଆଦିଲ୍ଲୀ : ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ  ଗିରଫ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଆଶ୍ୱସ୍ତି ମିଳି ନାହିଁ। ହିସାର କୋର୍ଟ ସୋମବାର ତାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ଏହା ପୂର୍ବରୁ,୨୨ ମେ’ରେ ଜ୍ୟୋତିଙ୍କ ଜାମିନକୁ ନେଇ କୋର୍ଟରେ ଶୁଣାଣି ହୋଇଥିଲା। ସେତେବେଳେ ହିସାରର କୋର୍ଟ ତାଙ୍କର ପୁଲିସ ହେପାଜତ ୪ଦିନ ପାଇଁ ବଢାଇ ଥିଲେ। ୩୩ ବର୍ଷିୟା ୟୁଟ୍ୟୁବରଙ୍କୁ ୫ଦିନିଆ ପୁଲିସ ହେପାଜତର ଅବଧି ଶେଷ ହେବା ପରେ କୋର୍ଟରେ […]

ସଂପୂର୍ଣ୍ଣ ପଢନ୍ତୁ
Dino

୬୫ କୋଟି ଦୁର୍ନୀତିରେ ଫସିଲେ ବଲିଉଡ ଅଭିନେତା, ସମନ ଜାରି କଲା ଇଓଡବ୍ଲ୍ୟୁ

୬୫ କୋଟି ଟଙ୍କାର ଦୁର୍ନୀତିରେ ଫସିଛନ୍ତି ବଲିଉଡ ଅଭିନେତା ଡିନୋ ମାରିଆ। ଏଥିପାଇଁ ମୁମ୍ବଇ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ତାଙ୍କୁ ସମନ ଜାରି କରିଛି। ଏହି ଦୁର୍ନୀତିରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ରର ମିଠି ନଦୀରୁ ପଙ୍କୋଦ୍ଧାର କାର୍ଯ୍ୟ ପାଇଁ ଡ୍ରେଜିଂ ମେସିନ ଏବଂ ଅନ୍ୟାନ୍ୟ ଉପକରଣ ଭଡ଼ା ଆଣିବାରେ ୬୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ବ୍ରିହନ ମୁମ୍ବଇ ମହାନଗର ନିଗମ(ବିଏମସି) ଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟ କରାଯାଉଥିଲା। ରିପୋର୍ଟ ଅନୁସାରେ […]

ସଂପୂର୍ଣ୍ଣ ପଢନ୍ତୁ
Asrew

ବର୍ଷାରେ ବେହାଲ୍‌ ମୁମ୍ବାଇ; ରାସ୍ତାଘାଟ ସବୁଠି ପାଣି

ମୁମ୍ବାଇ : ମୁମ୍ବାଇରେ ବିଳମ୍ବିତ ରାତିରେ ଲାଗି ରହିଥିବା ପ୍ରବଳ ବର୍ଷାର ପ୍ରଭାବ ସୋମବାର ଦେଖାଯାଇଛି । ପ୍ରବଳ ବର୍ଷା କାରଣରୁ ରେଳ ଠାରୁ ଆରମ୍ଭ କରି ରାସ୍ତାଘାଟ ସବୁ କିଛି ପ୍ରଭାବିତ ହୋଇଛି। ଅସ୍ତବ୍ୟସ୍ତ ହୋଇ ଉଠିଛି ଜନଜୀବନ। ରେଳ ସେବା ପ୍ରଭାବିତ ହୋଇଥିବାରୁ ଲୋକେ ନିଜ କାର୍ଯ୍ୟାଳୟରେ ପହଞ୍ଚିବାକୁ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସକାଳ ୯ଟାରୁ ୧୦ଟା ମଧ୍ୟରେ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ସର୍ବାଧିକ ବର୍ଷା ନରିମାନ ପଏଣ୍ଟ ଅଗ୍ନିଶମ କେନ୍ଦ୍ରରେ […]

ସଂପୂର୍ଣ୍ଣ ପଢନ୍ତୁ