Pakistan Pm

ପାକ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ ବ୍ୟାନ୍ କଲା ଭାରତ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଯାଉଛି ।  ଏହି ସମୟରେ ଭାରତ ପାକିସ୍ତାନ ଉପରେ ବିଭିନ୍ନ ପ୍ରକାର ଆକ୍ସନ ନେଉଛି ।  ବର୍ତମାନ କେନ୍ଦ୍ର ସରକାର ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାରୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ କରିଦେଇଛନ୍ତି  ।  ଭାରତ ସରକାର ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ, ମରିୟମ ନୱାଜ, ବିଲାୱାଲ ଭୁଟ୍ଟୋଙ୍କ ସମେତ ଅନେକ ପାକିସ୍ତାନୀ ନେତା ଏବଂ […]

ସଂପୂର୍ଣ୍ଣ ପଢନ୍ତୁ
Shehbaz Sharif Pic

ଯୁଦ୍ଧ ଆଶଙ୍କାରେ ଖାଦ୍ୟ, ପାଣି ମହଜୁଦ କରିବାକୁ ଲୋକଙ୍କୁ କହିଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ସମ୍ପୂର୍ଣ୍ଣ ନିଶ୍ଚିତ ହୋଇଯାଇଛି ଯେ ଭାରତ ନିଶ୍ଚିତ ଭାବରେ ତାଙ୍କ ଉପରେ ଆକ୍ରମଣ କରିବ। ତେଣୁ, ଭାରତୀୟ ସେନାର ଆକ୍ରମଣର ସମ୍ମୁଖୀନ ହେବା ପାଇଁ ପାକିସ୍ତାନ ପ୍ରତ୍ୟେକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଖାଇବର ପଖତୁନଖ୍ୱାରେ ବିମାନ ଆକ୍ରମଣ ସାଇରନ୍ ଲଗାଇବା ଏବଂ ସୀମାନ୍ତ ଗ୍ରାମଗୁଡିକ ପାଖରେ ବଙ୍କର ନିର୍ମାଣ ପାଇଁ ପ୍ରୟାସ ତୀବ୍ର କରିବା ପରେ, ପାକିସ୍ତାନ ସରକାର ଏବେ ପିଓକେର ନାଗରିକମାନଙ୍କୁ ଦୀର୍ଘ ସମୟ […]

ସଂପୂର୍ଣ୍ଣ ପଢନ୍ତୁ
Pm Imran Khan1

ଇମ୍ରାନଙ୍କୁ ସାହାଯ୍ୟ ମାଗିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ବର୍ତ୍ତମାନର ପରିସ୍ଥିତି ରାଜନୈତିକ ସମୀକରଣରେ ଏକ ନାଟକୀୟ ପରିବର୍ତ୍ତନ ଆଡ଼କୁ ଇଙ୍ଗିତ କରୁଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହିତ ବଢ଼ୁଥିବା ଉତ୍ତେଜନା ଏବଂ ସମ୍ଭାବ୍ୟ ସାମରିକ ଜବାବ ମଧ୍ୟରେ, ପାକ୍ ସେନା ମୁଖ୍ୟ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଠାରୁ ସାହାଯ୍ୟ ଲୋଡିଛନ୍ତି। ସୂତ୍ର ଅନୁସାରେ, ଅସୀମ ମୁନିରଙ୍କ ବିରୋଧରେ ପ୍ରତିବାଦ ବନ୍ଦ କରିବା ଏବଂ ସିନ୍ଧରେ ପ୍ରଦର୍ଶନ ବନ୍ଦ […]

ସଂପୂର୍ଣ୍ଣ ପଢନ୍ତୁ
Viszq

ବିଜିନ୍‌ଜମ ବନ୍ଦର ଉଦ୍‌ଘାଟନ କରି କହିଲେ ପ୍ରଧାନମନ୍ତ୍ରୀ- ଆଜି ଅନେକଙ୍କ ନିଦ ହଜିଯିବ

କେରଳର ଥିରୁଭାନନ୍ତପୁରମରେ ନିର୍ମିତ ବିଝିନଜମ ଅନ୍ତର୍ଜାତୀୟ ବନ୍ଦରକୁ ଶୁକ୍ରବାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅନ୍ତର୍ଜାତୀୟ ବନ୍ଦରକୁ ସେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ପରୋକ୍ଷ ଭାବେ ସମାଲୋଚନା କରିଛନ୍ତି। ଏହି ବନ୍ଦର ଉଦଘାଟନ ଫଳରେ ଅନେକଙ୍କ ନିଦ ହଜିଯିବ ବୋଲି ମୋଦୀ କହିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଯୋଗଦେଇ ନ ଥିବାବେଳେ କଂଗ୍ରେସ ନେତା ଶଶୀ ଥରୁର ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ […]

ସଂପୂର୍ଣ୍ଣ ପଢନ୍ତୁ
Sadf

ଗଙ୍ଗା ଏକ୍ସପ୍ରେସ ୱେରେ ଗର୍ଜନ ଛାଡ଼ିଲେ ଲଢୁଆ ବିମାନ, ପାକିସ୍ତାନ ଛାନିଆ

ଲକ୍ଷ୍ନୌ: ଭାରତରେ ଗର୍ଜିଲା ବିମାନ, ଲଢୁଆ ବିମାନର ଗର୍ଜନ ଶୁଣି ଥରହର ହେଲାଣି ପାକିସ୍ତାନ । ଆକାଶରେ ଦମ୍ ଦେଖାଇଛନ୍ତି ଭାରତୀୟ ଲଢୁଆ ବିମାନ । ଉତ୍ତରପ୍ରଦେଶ ଶାହଜାହାନପୁରରେ ଶକ୍ତିପ୍ରଦର୍ଶନ କରିଛନ୍ତି ଭାରତୀୟ ବିମାନ । ଗଙ୍ଗା ଏକ୍ସପ୍ରେସ ୱେରେ ରାଫେଲ, ମିରାଜ୍, ସୁଖୋଇ, ଜାଗୁଆର ଭଳି ଲଢୁଆ ବିମାନର ଗର୍ଜନ ଶୁଣି ସେପଟେ ଛାନିଆ ହୋଇଛି ପାକିସ୍ତାନ । ଗଙ୍ଗା ଏକ୍ସପ୍ରେସ ୱେରେ ଯୁଦ୍ଧାଭ୍ୟାସ୍ କରି ଆକ୍ସନ ମୋଡକୁ ଆସିଛି ବାୟୁସେନା । ପହଲଗାମ୍ ପ୍ରତିଶୋଧ […]

ସଂପୂର୍ଣ୍ଣ ପଢନ୍ତୁ
77bdk7za7wutbk49b3ce

ନିବେଶକଙ୍କ ପାଇଁ ଖୁସି ଖବର: ଗ୍ରୀନ୍‌ ଜୋନ୍‌କୁ ଗଲା ଭାରତୀୟ ସେୟାର ବଜାର

ନୂଆଦିଲ୍ଳୀ: ଭାରତୀୟ ସେୟାଜ୍‌ ବଜାର ପାଇଁ ଆଜି ଶୁଭ ସାବ୍ୟସ୍ତ ହୋଇଛି। ନିବେଶକଙ୍କ ପାଇଁ ଖୁସି ଖବର। କାରଣ ଭାରତର ଷ୍ଟକ୍‌ ମାର୍କେଟ ଆଜି ସବୁଜ ଜୋନ୍‌ରୁ ଆରମ୍ଭ ହୋଇଛି। ଆଜି ସକାଳ ୧୦ଟା ସୁଦ୍ଧା ଏସ୍‌ଆଣ୍ଡ୍‌ପି ବିଏସ୍‌ଇ ସେନ୍ସେକ୍ସ ୮୬୭.୪୮ ପଏଣ୍ଟ ବୃଦ୍ଧି ପାଇ ୮୧,୧୦୯.୭୨ରେ ପହଞ୍ଚିଛି। ସେହିପରି ଏନ୍‌ଏସଇଇ ନିଫ୍ଟି୫୦ ୨୪୭.୯୦ ପଏଣ୍ଟ ବୃଦ୍ଧି ପାଇ ୨୪,୫୮୨.୧୦ରେ କାରବାର ଆରମ୍ଭ କରିଥିଲା। ଆଦାନୀ ପୋର୍ଟସ୍ ଏବଂ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ସେନ୍ସେକ୍ସରେ ୪.୭୦% ବୃଦ୍ଧି […]

ସଂପୂର୍ଣ୍ଣ ପଢନ୍ତୁ
Jdf2tpiqg7bwcxdbktii

ଜନଗଣନା ସମୟରେ ମୁସ୍‌ଲମାନମାନଙ୍କୁ ବି ପଚରାଯିବ ଜାତି

ନୂଆଦିଲ୍ଲୀ: ଭାରତରେ ଜାତିଗତ ଜନଗଣନା ହେବା ନେଇ ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ମୋଦୀ ସରକାରଙ୍କ ଏହି ଘୋଷଣା ପରେ, ଏବେ ସବୁଠି ଚର୍ଚ୍ଚା କେମିତି ହେବ ଏହି ଜାତି ଜନଗଣନା? ଜାତି ସହିତ ଲୋକଙ୍କ ଧର୍ମ ବିଷୟରେ ମଧ୍ୟ ପଚରାଯିବ କି? ମିଳିଥିବା ସୂଚନା ମୁତାବକ, ମୁସଲିମ୍ ସମ୍ପ୍ରଦାୟରେ ଅନେକ ଜାତି ରହିଛି । ଆଉ ଏଥର ଜନଗଣନା ସମୟରେ ଏହି ଜାତିକୁ ନେଇ ମଧ୍ୟ ସେମାନଙ୍କୁ ପ୍ରଶ୍ନ କରାଯିବ । ଏହାସହ ଜାତି […]

ସଂପୂର୍ଣ୍ଣ ପଢନ୍ତୁ
Music Of India5 169

ପାକିସ୍ତାନରେ ବ୍ୟାନ୍ ହେଲା ଭାରତୀୟ ସଙ୍ଗୀତ

ନୂଆଦିଲ୍ଲୀ: ପାକିସ୍ତାନରେ ବ୍ୟାନ୍ ହେଲା ଭାରତୀୟ ସଙ୍ଗୀତ । ଭାରତୀୟ ଗୀତ ଉପରେ କଟକଣା ଲଗାଇଲା ପାକିସ୍ତାନ । ଏଫଏମ ରେଡିଓରେ ବାଜିବନି ଭାରତୀୟ ଗୀତ । ଭାରତର ଗୀତ ପାକିସ୍ତାନରେ ବ୍ୟାନ ନେଇ ପାକିସ୍ତାନ ବ୍ରଡକାଷ୍ଟର୍ସ ଆସୋସିଏସନର ନିଷ୍ପତ୍ତି । ଭାରତୀୟ ଗୀତ ବିଶେଷକରି ଲତା ମଙ୍ଗେସକର, ମହମ୍ମଦ ରଫି, କିଶୋର କୁମାରଙ୍କ ଭଳି ମହାନ କିମ୍ବଦନ୍ତୀ କଣ୍ଠଶିଳ୍ପୀଙ୍କ ଗୀତଗୁଡ଼ିକ ପାକିସ୍ତାନୀମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିବାରୁ ଏହାକୁ ପ୍ରତିଦିନ ପାକିସ୍ତାନର ଏଫଏମ ରେଡିଓ ଷ୍ଟେସନଗୁଡ଼ିକ ଦ୍ୱାରା […]

ସଂପୂର୍ଣ୍ଣ ପଢନ୍ତୁ
Khadge

ସଂରକ୍ଷଣ ସୀମା ୬୮%କୁ ବଢାଇବାକୁ ଖଡଗେଙ୍କ ଦାବି

ବେଙ୍ଗାଲୁରୁ: ଜାତି ଜନଗଣନାକୁ ନେଇ ଦେଶର ରାଜନୀତି ପୁଣି ଉଷ୍ମ ହୋଇଛି। କର୍ଣ୍ଣାଟକର ହୁବଲିରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବେ ସଂରକ୍ଷଣ ଉପରେ ସିଧାସଳଖ ବାଜି ମାରିଛନ୍ତି। ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ଯେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ୬୮ ପ୍ରତିଶତକୁ ବୃଦ୍ଧି କରାଯାଉ। ଏହା ସହିତ ଜାତି ଜନଗଣନା ପାଇଁ ତିନି ମାସର ସମୟସୀମା ମଧ୍ୟ ସ୍ଥିର କରାଯାଇଛି। ଖଡଗେଙ୍କ ମତରେ, ଯେତେବେଳେ ତାମିଲନାଡୁରେ ୬୮ ପ୍ରତିଶତ ସଂରକ୍ଷଣ ସମ୍ଭବ, […]

ସଂପୂର୍ଣ୍ଣ ପଢନ୍ତୁ
Shakti Dubeyjpg 1745322181226

UPSC ୨୦୨୪ ଟପର ଶକ୍ତି ଦୁବେଙ୍କ ମାର୍କସିଟ ଭାଇରାଲ୍

ପ୍ରୟାଗରାଜ, ୧।୫: ସଂଘ ଲୋକସେବା ଆୟୋଗ (UPSC) ସିଭିଲ ସର୍ଭିସେସ ପରୀକ୍ଷା ୨୦୨୪ର ଫଳାଫଳ ଗତ ଏପ୍ରିଲ ୨୨, ୨୦୨୫ରେ ପ୍ରକାଶ ପାଇଥିଲା, ଯେଉଁଥିରେ ଉତ୍ତରପ୍ରଦେଶର ପ୍ରୟାଗରାଜର ଶକ୍ତି ଦୁବେ ଅଲ ଇଣ୍ଡିଆ ର‍୍ୟାଙ୍କ (AIR) ୧ ହାସଲ କରି ଟପର ହୋଇଛନ୍ତି। ଏବେ ଶକ୍ତିଙ୍କ ମାର୍କସିଟ ଏବଂ ବିଭିନ୍ନ ବିଷୟରେ ତାଙ୍କର ନମ୍ବର ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା UPSC ପ୍ରାର୍ଥୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନାର ବିଷୟ ହୋଇଛି। UPSC […]

ସଂପୂର୍ଣ୍ଣ ପଢନ୍ତୁ