ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ
ନୂଆଦିଲ୍ଲୀ, ୮/୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ ନେତ୍ରୀ ନବଜୋତ କୌର ସିଦ୍ଧୁଙ୍କୁ ଦଳର ରାଜ୍ୟ ୟୁନିଟ୍ ତୁରନ୍ତ ନିଲମ୍ବନ କରିଛି।ତାଙ୍କର ଏହି ମନ୍ତବ୍ୟ ରବିବାର ଆସିଥିଲା, ଯେଉଁଥିରେ ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ କଂଗ୍ରେସ ତାଙ୍କ ସ୍ୱାମୀ ନବଜୋତ ସିଂହ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କଲେ ହିଁ ସେ ସକ୍ରିୟ ରାଜନୀତିକୁ […]
ସଂପୂର୍ଣ୍ଣ ପଢନ୍ତୁ