Cm Majhi In Ayodha 750x430

ଅଯୋଧ୍ୟାରେ ହେବ ଓଡିଶା ଭବନ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଅଯୋଧ୍ୟାରେ ହେବ ଓଡିଶା ଭବନ । ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଓଡ଼ିଶା ଭବନ ନିର୍ମାଣ ହେବ । ରାମଲାଲାଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ରହିବା ଏବଂ ସେମାନଙ୍କ ପାଇଁ ଓଡ଼ିଶାର ଏକ ଉପସ୍ଥିତି ଦେବା ଲାଗି ଏହି ବ୍ୟବସ୍ଥା କରିବେ ଓଡ଼ିଶା ସରକାର । ,ଥିପାଇଁ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବା ନେଇ ଘୋଷଣା କରିଚନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ଉତ୍ତରପ୍ରଦେଶ ଗସ୍ତରେ ଯାଇଥିବା ବେଳେ ଗତକାଲି ପ୍ରୟାଗରାଜ ଯାଇ ବୁଡ […]

ସଂପୂର୍ଣ୍ଣ ପଢନ୍ତୁ
Gh4aqpmwkwvkixbf4ivi

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫଟୋ ହଟିବା ପରେ ବର୍ଷିଲା ଆପ୍‌

ନୂଆଦିଲ୍ଲୀ : ଦିଲ୍ଲୀର ବିରୋଧୀ ଦଳ ଆମ ଆଦମୀ ପାର୍ଟି (ଆପ) ଦାବି କରିଛି ଯେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କାର୍ଯ୍ୟାଳୟରୁ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକର ଏବଂ ସହିଦ ଭଗତ ସିଂହଙ୍କ ଫଟୋ ହଟାଇ ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶି କହିଛନ୍ତି ଯେ ଏହା ବିଜେପିର ଦଳିତ ବିରୋଧୀ ରାଜନୀତିକୁ ପର୍ଦ୍ଦାଫାସ କରୁଛି। ବିରୋଧୀ ଦଳ ନେତା ଅତିଶି କହିଛନ୍ତି, “ଦିଲ୍ଲୀ ସରକାରରେ ଅରବିନ୍ଦ କେଜ୍ରିୱାଲଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ, ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଆମ୍ବେଦକର […]

ସଂପୂର୍ଣ୍ଣ ପଢନ୍ତୁ
Pmk

ପିଏମ କିଷାନରେ ଓଡିଶାରୁ ୩୪ ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ବର: ଆଜି ପିଏମ୍ କିଷାନ ଟଙ୍କା ଚାଷୀଙ୍କ ଖାତାକୁ ଚଢିଛି । ୯.୮ କୋଟିରୁ ଚାଷୀଙ୍କୁ ଏହି ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତିରେ ସାମିଲ କରାଯାଇଥିବା ବେଳେ ଏଥିରେ ଓଡିଶାରୁ ୩୪ ଲକ୍ଷରୁ ଅଧିକ ଚାଷୀ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ । ସେ ଦେଇଥିବା ତଥ୍ୟ ଅନୁସାରେ, ପିଏମ୍‌ କିଷାନରେ ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀ ସାମିଲ ହୋଇଛନ୍ତି । ୧୮ତମ […]

ସଂପୂର୍ଣ୍ଣ ପଢନ୍ତୁ
Trum

ଟ୍ରମ୍ପଙ୍କ ଟାର୍ଗେଟରେ ୟୁଏସଏଆଇଡି କର୍ମଚାରୀ; ଛଟେଇରେ ବଳି ପଡ଼ିବେ ପ୍ରାୟ ୨ ହଜାର ଚାକିରିଆ

ନୂଆଦିଲ୍ଲୀ: ୟୁଏସଏଆଇଡି କର୍ମଚାରୀଙ୍କୁ ଟ୍ରମ୍ପ ଛାଟ । ଚାକିରିରୁ ବାହାରିଲେ ଦୁଇ ହଜାର ସରକାରୀ ଚାକିରିଆ । ଦେଶରୁ ବେଆଇନ ପ୍ରବାସୀଙ୍କୁ ବାହାର କରିବା ପରେ ଏବେ ୟୁଏସ୍ ଏଜେନ୍ସି ଫର୍ ଇଣ୍ଟରନ୍ୟାଶନାଲ ଡେଭଲ୍ପମେଣ୍ଟର କର୍ମଚାରୀଙ୍କୁ ଛଟେଇ ପାଇଁ ନିଷ୍ପତ୍ତି ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହାସହିତ ହଜାରେରୁ ଅଧିକ କର୍ମଚାରୀଙ୍କୁ ଛୁଟିରେ ପଠାଇବାକୁ ଅଧିସୂଚନା ଜାରି କରିଛନ୍ତି । ସୂଚନା ଅନୁଯାୟୀ, ଆମେରିକା ପ୍ରଶାସନ ଉପରୁ ଆର୍ଥିକ ବୋଝ କମାଇବାକୁ ଏଭଳି ଆକ୍ସନ ନେଇଛନ୍ତି ଡୋନାଲ୍ଡ […]

ସଂପୂର୍ଣ୍ଣ ପଢନ୍ତୁ
Ch

ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀ ଆକ୍ରମଣ ଭୟ ! ବିଦେଶୀ କ୍ରିକେଟ ପ୍ରେମୀଙ୍କୁ ଅପହରଣ ଯୋଜନା

ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଛି । ସୁରକ୍ଷା ଏବଂ ଆତଙ୍କୀ ଆକ୍ରମଣ ଭୟରେ ପାକିସ୍ତାନରେ କିଛି ବର୍ଷ ହେଲାଣି କୌଣସି ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ହୋଇନାହିଁ । ଏପରି ସ୍ଥଳରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ ପାକିସ୍ତାନକୁ ମିଳିଥିବା ବେଳେ ପୁଣିଥରେ ଆତଙ୍କୀ ଆକ୍ରମଣ ଭୟ ଦେଖାଦେଇଛି । ବିଦେଶୀ କ୍ରିକେଟ ପ୍ରେମୀଙ୍କୁ ଅପହରଣ ଯୋଜନା କରାଯାଇଥିବା ନେଇ ସୂଚନା ମିଳିଛି । ଏନେଇ ଖୋଦ ହାଇଆଲର୍ଟ ଜାରି କରିଛନ୍ତି ପାକିସ୍ତାନ […]

ସଂପୂର୍ଣ୍ଣ ପଢନ୍ତୁ
Ta0d1g4nlkojikjopisx

ମହାକୁମ୍ଭର ସଫେଇ କର୍ମଚାରୀଙ୍କୁ ସମ୍ବୋଧିତ କରିବେ ଯୋଗୀ ଆଦିତ୍ୟନାଥ

ପ୍ରୟାଗରାଜ୍‌: ମହାକୁମ୍ଭରେ ପବିତ୍ର ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ରିପୋର୍ଟ ଅନୁସାରେ ୧୩ ଜାନୁଆରିରୁ ଏପର୍ଯ୍ୟନ୍ତ ୬୨ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଛନ୍ତି। ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁମାନଙ୍କର ବହୁସଂଖ୍ୟାରେ ଭିଡ ଥାଇ ମଧ୍ୟ ସଙ୍ଗମ ସ୍ଥଳ ସଫାସୁତୁରା ଏବଂ ଅନ୍ୟ ବ୍ୟବସ୍ଥା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖୁବ୍‌ ଭଲରେ ପରିଚାଳନା ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମହାକୁମ୍ଭରେ ସଫାସୁତୁରା କରୁଥିବା କର୍ମଚାରୀଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ । ଏବେ […]

ସଂପୂର୍ଣ୍ଣ ପଢନ୍ତୁ
Pat

ପାଟଣାରେ ଭୟଙ୍କର ଦୁର୍ଘଟଣା ; ଟ୍ରକ ଓ ଅଟୋ ମୁହାଁମୁହିଁ, ୭ ମୃତ

ମୁମ୍ଵାଇ : ପାଟଣାରେ ଭୟଙ୍କର ଦୁର୍ଘଟଣା । ଟ୍ରକ ଓ ଅଟୋ ମଧ୍ୟରେ ମୁଁହାମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ସେଥିରୁ ଅନେକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଅତି ସଙ୍କଟାପର୍ଣ୍ଣ ରହିଛି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ ଶ୍ରମିକ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ବିହାର ପାଟଣାର ମସୌରିରୁ ଏକ […]

ସଂପୂର୍ଣ୍ଣ ପଢନ୍ତୁ
Pas

ଆମେରିକାକୁ ନାଲି ଆଖି ଦେଖାଇଲା ପାକିସ୍ତାନ: ଆଫଗାନ ଶରଣାର୍ଥୀଙ୍କୁ ଫେରାଇବାକୁ ଧମକ

ଇସଲାମାବାଦ: ଆମେରିକାରେ ପୁନର୍ବାସ ପାଇଁ ଅପେକ୍ଷା କରିଥିବା ହଜାର ହଜାର ଆଫଗାନ ନାଗରିକଙ୍କ ମାମଲା ଖାରଜ ହେଲେ କିମ୍ବା ସମୟ ମଧ୍ୟରେ ପ୍ରକ୍ରିୟାକରଣ ନ ହେଲେ ସେମାନଙ୍କୁ ଫେରାଇ ଦେବାକୁ ପାକିସ୍ତାନ ଧମକ ଦେଇଛି। ଭଏସ୍ ଅଫ୍ ଆମେରିକା ଅନୁଯାୟୀ ତୁର୍କୀର ସ୍ଥାନୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର୍ କହିଛନ୍ତି, ଯଦି କୌଣସି ଶରଣାର୍ଥୀଙ୍କୁ ଅନ୍ୟ କୌଣସି ଦେଶ ଉଚିତ୍ ପ୍ରକ୍ରିୟା ପରେ ଗ୍ରହଣ କରିବାକୁ ପଡ଼େ। କିନ୍ତୁ ସେହି […]

ସଂପୂର୍ଣ୍ଣ ପଢନ୍ତୁ
Hso

ବାଲାଜୀ ସରକାର କର୍କଟ ଡାକ୍ତରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦୁଇ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଯାଇଥିବାବେଳେ ଛତରପୁରସ୍ଥିତ ବାଗେଶ୍ଵର ଧାମରେ ବାଲାଜୀ ସରକାର କର୍କଟ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଜନସଭାରେ ଉଦବୋଧନ ଦେଇଥିଲେ। ସେ କହିଥିଲେ, ବହୁତ କମ ଦିନରେ ସେ ୨ୟ ଥର ପାଇଁ ବୀରଙ୍କ ମାଟିରେ ପାଦ ରଖିବାର ସୌଭାଗ୍ୟ ମିଳିଲା। ଏଥର ବାଲାଜୀଙ୍କ ଡାକରା ଆସିଥିଲା। ଆସ୍ଥାର ଏହି କେନ୍ଦ୍ର ଏବେ ଆରୋଗ୍ୟର କେନ୍ଦ୍ର ହେବାକୁ ଯାଉଛି। ସେ […]

ସଂପୂର୍ଣ୍ଣ ପଢନ୍ତୁ
ତକ୍

ସଙ୍ଗମ ସ୍ଥଳରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ

ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପରିବାରଙ୍କ ସଙ୍ଗେ ପ୍ରୟାଗରାଜ ଯାଇଥିବା ବେଳେ, ପବିତ୍ର ମହାକୁମ୍ଭ ଅବସରରେ ସଙ୍ଗମ ଜଳରେ ମହାସ୍ନାନ କରିଛନ୍ତି । ମହାସ୍ନାନର ଶେଷ ସପ୍ତାହ । ଆଉ ଦୁଇ ତିନି ଦିନ ପରେ ଖାଁ ଖାଁ ହେବାକୁ ଯାଉଛି ସଙ୍ଗମ ସ୍ଥଳ । ୧୪୪ ବର୍ଷ ପରର ଏ ପବିତ୍ର ମୂହୂର୍ତ୍ତ ହାତରୁ ଖସିଯାଉଥିବାରୁ, ଏବେ ଆସ୍ତାର ବୁଡ ପାଇଁ, ଦେଶ […]

ସଂପୂର୍ଣ୍ଣ ପଢନ୍ତୁ