Obtniuulvatgk5ksu64r

ଆମେ ତୁମକୁ ବହୁତ ‘ମିସ୍‌’ କରୁଥିଲୁ: ମୋଦୀଙ୍କୁ କହିଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର “ପ୍ରିୟ ବନ୍ଧୁ” ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ସାକ୍ଷାତ ସଂପନ୍ନ ‌ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ହ୍ୱାଇଟ୍ ହାଉସରେ ପ୍ରବେଶ କରିବା ସମୟରେ ଏକ ଉଷ୍ମ ଆଲିଙ୍ଗନ ପରେ ହାତ ମିଳାଇ ପାଛୋଟି ନେଇଥି‌ଲେ ଟ୍ରମ୍ପ୍‌। ପ୍ରଧାନମନ୍ତ୍ରୀ ଆମେରିକାରେ ଅବତରଣ କରିବା ପରେ ରହିଥିବା ବ୍ଲେୟାର ହାଉସରେ ମୋଦୀଙ୍କ ପାଇଁ ଆମେରିକା ପତାକା କାଢ଼ି ତ୍ରିରଙ୍ଗା ଲଗାଇବା କଥା ସଭିଙ୍କୁ ଚକିତ କରିଛି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲିଙ୍ଗନ […]

ସଂପୂର୍ଣ୍ଣ ପଢନ୍ତୁ
Vspzntyugnfmumtjb8rp

୧୯ କିମ୍ବା ୨୦ ତାରିଖରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ

ନୂଆଦିଲ୍ଲୀ: ଏଥର ଦିଲ୍ଳୀରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି (ବିଜେପି)। ଆସନ୍ତା ‌୧୯ କିମ୍ବା ୨୦ ତାରିଖରେ ଦିଲ୍ଳୀରେ ବିଜେପି ସରକାର ଗଠନ କରିବ ବୋଲି ଶୁଣିବାକୁ ମିଳୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ୧୯ କିମ୍ବା ୨୦ ତାରିଖରେ ଅନୁ‌ଷ୍ଠିତ ହେବାର ସମ୍ଭାବନା ରହିଛି। ସେହିପରି ବିଧାୟକ ଦଳର ବୈଠକ ଆସନ୍ତା ୧୭ କିମ୍ବା ୧୮ ତାରିଖରେ ହୋଇପାରେ। ଶୁକ୍ରବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ପହଞ୍ଚିବା […]

ସଂପୂର୍ଣ୍ଣ ପଢନ୍ତୁ
Gkxjnz8ijrdhlnup174z

ହର୍ଷବର୍ଦ୍ଧନ ବସନ୍ତରାଓ ସପକାଲ ହେଲେ ମହାରାଷ୍ଟ୍ର କଂଗ୍ରେସର ନୂତନ ସଭାପତି

ନୂଆଦିଲ୍ଲୀ: କଂଗ୍ରେସ ମହାରାଷ୍ଟ୍ରରେ ଏକ ବଡ଼ ପରିବର୍ତ୍ତନ କରିଛି। ଗୁରୁବାର ଦିନ ଦଳ ନାନା ପାଟୋଲେଙ୍କ ସ୍ଥାନରେ ହର୍ଷବର୍ଦ୍ଧନ ବସନ୍ତରାଓ ସପକାଲଙ୍କୁ ନୂତନ ସଭାପତି ଭାବରେ ନିଯୁକ୍ତ କରିଛି। ବିଧାନସଭା ନିର୍ବାଚନରେ ​​ଶୋଚନୀୟ ପରାଜୟ ପରେ ନାନା ପାଟୋଲେ ସଭାପତି ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ। ଗତ ବର୍ଷ ଶେଷ ଭାଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ, ନାନା ପାଟୋଲେଙ୍କ ନେତୃତ୍ୱରେ କଂଗ୍ରେସକୁ ଏକ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଦଳ କେବଳ ୧୬ଟି ବିଧାନସଭା […]

ସଂପୂର୍ଣ୍ଣ ପଢନ୍ତୁ
Lalu 300x166

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିହାରରେ ଭାଜପା ସରକାର ଗଠନ କରିପାରିବ ନାହିଁ: ଲାଲୁ

ପାଟନା,୧୩।୨: ରାଷ୍ଟ୍ରୀୟ ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିହାରରେ ଭାଜପା ସରକାର ଗଠନ କରିପାରିବ ନାହିଁ ବୋଲି ଲାଲୁ କହିଛନ୍ତି। ଦିଲ୍ଲୀରେ ଅରବିନ୍ଦ କେଜ୍‌ରିୱାଲଙ୍କ ସରକାରଙ୍କର ପରାଜୟ ସାମ୍ବାଦିକମାନେ ବିହାରରେ ଏହାର ପ୍ରଭାବ ବିଷୟରେ ପ୍ରଶ୍ନ କରିବାରୁ ସେ କହିଛନ୍ତି, ବିହାରର ଲୋକମାନେ ଭାରତୀୟ ଜନତା ପାର୍ଟିକୁ ଚିହ୍ନି ସାରିଛନ୍ତି। ଯେପର୍ଯ୍ୟନ୍ତ ମୁଁ ବିହାରରେ ଅଛି, ସେପର୍ଯ୍ୟନ୍ତ ଭାଜପା ଏଠାରେ ସରକାର ଗଠନ […]

ସଂପୂର୍ଣ୍ଣ ପଢନ୍ତୁ
Download (2)

ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିବେ ମୋଦି, ୨ ନେତାଙ୍କ ମଧ୍ୟରେ ଆଲୋଚନା ହେବ ଏହି ୧୭ ପ୍ରସଙ୍ଗ

ୱାଶିଂଟନ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ଆଜି ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହେବ। ଏହି ବୈଠକ ଭାରତୀୟ ସମୟ ଅନୁସାରେ ରାତି ୨:୩୦ରେ ହ୍‌ବାଇଟ ହାଉସରେ ଅନୁଷ୍ଠିତ ହେବ। ଏହା ବ୍ୟତୀତ ପ୍ରତିନିଧିମଣ୍ଡଳ ସ୍ତରରେ ଆଲୋଚନା ହେବ ଏବଂ ଉଭୟ ନେତା ପ୍ରେସ ବିବୃତ୍ତି ମଧ୍ୟ ଦେବେ। ସେହି ସମୟରେ ଟ୍ରମ୍ପ ହ୍‌ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନରେ ଏକ […]

ସଂପୂର୍ଣ୍ଣ ପଢନ୍ତୁ
Untitled 1 114

ମୋଦି ଆମେରିକା ଗସ୍ତରେ ଥିବାବେଳେ ଭାରତୀୟଙ୍କୁ ବଡ଼ ଝଟକା ଦେଲେ ଟ୍ରମ୍ପ, ନେଲେ ବଡ଼ ନିଷ୍ପତ୍ତି

ୱାଶିଂଟନ, ୧୩।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପାଇଁ ଦୁଇ ଦିନିଆ ଗସ୍ତରେ ୱାଶିଂଟନରେ ପହଞ୍ଚିଛନ୍ତି। ଏସବୁ ମଧ୍ୟରେ ଆମେରିକାରେ ରହୁଥିବା ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଅବୈଧ ଭାରତୀୟମାନଙ୍କୁ ନେଇ ଦ୍ୱିତୀୟ ବିମାନ ୧୬ କିମ୍ବା ୧୭ ଫେବୃଆରୀରେ ଭାରତ ଆସିପାରେ। ଆମେରିକାରେ କ୍ଷମତାକୁ ଫେରିବା ପରେ, ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ନିଷ୍ପତ୍ତି […]

ସଂପୂର୍ଣ୍ଣ ପଢନ୍ତୁ
X

ମମି-ପାପା କ୍ଷମା କରିଦେବ; ଜେଇଇରେ ଫେଲ୍ ହେବା ପରେ ଏଭଳି ଲେଖି ଜୀବନ ହାରିଲେ ଯୁବତୀ

ଗୋରଖପୁର: ଆଜିକାଲି ପିଲାମାନେ ବିଫଳତାକୁ ସହ୍ୟ କରିପାରୁ ନାହାନ୍ତି। ଏହା ଆମେ ନୁହେଁ ପ୍ରତିଦିନ ଘଟୁଥିବା ଘଟଣା କହୁଛି। ପରୀକ୍ଷା ବା ପ୍ରେମରେ ବିଫଳ ହେଲେ ପିଲାମାନେ ଆତ୍ମହତ୍ୟାକୁ ବାଛି ନେଉଛନ୍ତି। କୋଟାରେ ପ୍ରତିଦିନ ପିଲାମାନେ ଆତ୍ମହତ୍ୟା କରୁଥିବାର ଖବର ସାମ୍ନାକୁ ଆସୁଛି। ଲଢ଼ିବା ପରିବର୍ତ୍ତେ, ପିଲାମାନେ ନିଜ ଜୀବନ ତ୍ୟାଗ କରିବା ସହଜ ମଣୁଛନ୍ତି। ଉତ୍ତର ପ୍ରଦେଶର ଗୋରଖପୁରରୁ ମଧ୍ୟ ସମାନ ଏକ ଘଟଣା ସାମ୍ନାକୁ ଆସିଛି। ୧୮ବର୍ଷୀୟ ଅଦିତି ମିଶ୍ରା ଜେଇଇ ପରୀକ୍ଷାରେ ବିଫଳ […]

ସଂପୂର୍ଣ୍ଣ ପଢନ୍ତୁ
A6bh3rklzuw69vxszlnv

କୁମ୍ଭମେଳାକୁ ଆସିଥିବା ବିଜନେସମ୍ୟାନ ବାବାଙ୍କ କୋଟିକୋଟି ଟଙ୍କାକୁ ଇଡି ଜବତ କରି ନେଇଛି

ନୂଆଦିଲ୍ଲୀ: ଜାନୁଆରି ୧୪ରୁ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭକୁ ନେଇ ଅନେକ ସାଧୁସନ୍ଥଙ୍କ ଭିଡିଓ ସୋସିଆଲ ମିଡିଆରେ ହେବାରେ ଲାଗିଛି। ପ୍ରତ୍ୟେକ ବାବାଙ୍କ ଜୀବନ କାହାଣୀ ଭିନ୍ନଭିନ୍ନ ରହିଛି। ଏହି କାରଣରୁ ମହାକୁମ୍ଭକୁ ଆସିଥିବା ବାବାମାନଙ୍କ ଜୀବନ କାିହାଣୀ ଜାଣିବା ପାଇଁ ପ୍ରତ୍ୟେକଲୋକ ଇଚ୍ଛା ପ୍ରକାଶ କରିଛନ୍ତିୀ। ଏହି କ୍ରମରେ ଜଣେ ବିଜନେସମ୍ୟାନ ବାବା ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏହି ବାିବା ଦାବି କରି କହିଛନ୍ତି, ‘ସେ କୋଟିକୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଭଗବାନଙ୍କ ନିକଟରେ ନିଜକୁ […]

ସଂପୂର୍ଣ୍ଣ ପଢନ୍ତୁ
Z6bv9fdr1v7e25xxxwse

ବିହାରରେ ୨୪୩ ଆସନରେ ଲଢ଼ିବ ପଶୁପତି ପାରସଙ୍କ ଦଳ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଶୁପତି କୁମାର ପାରସ ଏକ ବଡ଼ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ​​ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (RLJP) ସମସ୍ତ ୨୪୩ ଆସନରେ ପ୍ରାର୍ଥୀ ଦେବ। ଦଳ ତୃଣମୂଳ ସ୍ତରର ସଂଗଠନ ଏବଂ ଦଳିତ ସଶକ୍ତିକରଣ ଉପରେ ଧ୍ୟାନ ଦେଇ ୨୦୨୫ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ମଧ୍ୟ ତୀବ୍ର କରିଛି। ପଶୁପତି କୁମାର ପାରସ କହିଛନ୍ତି, “ଆମେ ବିହାରର […]

ସଂପୂର୍ଣ୍ଣ ପଢନ୍ତୁ
Dalai Lama

ଦଲାଇଲାମାଙ୍କ ସୁରକ୍ଷା ବୃଦ୍ଧି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କୁ ଜେଡ ବର୍ଗର ସୁରକ୍ଷା ପ୍ରଦାନ କରିଛି। ଦଲାଇ ଲାମାଙ୍କ ସୁରକ୍ଷା ସମ୍ପର୍କରେ ଗୁଇନ୍ଦା ବିଭାଗ ଗୃହ ମନ୍ତ୍ରଣାଳୟକୁ ଏକ ରିପୋର୍ଟ ପ୍ରଦାନ କରିଥିଲା, ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଅଧୀନରେ, ଦଲାଇ ଲାମାଙ୍କୁ ଏବେ ମୋଟ ୩୩ ଜଣ ସୁରକ୍ଷାକର୍ମୀ ସୁରକ୍ଷା ଦେବେ | ଯେଉଁଥିରେ ୧୨ ଜଣ କମାଣ୍ଡୋ ଏବଂ ୬ ଜଣ ପିଏସଓ ସାମିଲ ଅଛନ୍ତି, ଯେଉଁମାନେ ତାଙ୍କୁ ୨୪ ଘଣ୍ଟା […]

ସଂପୂର୍ଣ୍ଣ ପଢନ୍ତୁ