ଅଲମ୍ପିକରେ ଦୁର୍ନୀତିର ଦୌଡ ହେଲେ କେଜ୍ରିୱାଲ ସ୍ୱର୍ଣ୍ଣପଦକ ଜିତିବେ: ଫଡନାଭିସ

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆମ୍ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ କଡା ଟାର୍ଗେଟ କରିଛନ୍ତି | ସେ ଦିଲ୍ଲୀବାସୀଙ୍କୁ ବିକାଶର ମିଥ୍ୟା ପ୍ରତିଶ୍ରୁତି ଦେଇ ଏହାକୁ ପୂରଣ କରିନଥିବାର ଅଭିଯୋଗ କରିଛନ୍ତି। ରୋହିଣୀରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଫଡନାଭିସ୍ କହିଛନ୍ତି ଯେ ଯଦି ଅଲିମ୍ପିକ୍ସରେ ଦୁର୍ନୀତିକୁ ନେଇ ଦୌଡ ପ୍ରତିଯୋଗିତା ହୁଏ ତେବେ କେଜ୍ରିୱାଲ ସ୍ୱର୍ଣ୍ଣ ପଦକ ଜିତିବେ। ଦିଲ୍ଲୀର ଦ୍ରୁତ ବିକାଶ ନିଶ୍ଚିତ ହୋଇପାରିବ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ

ଶୁକ୍ରବାର ପ୍ରକାଶ ପାଇବ ଅର୍ଥନୈତିକ ସର୍ଭେ

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ଶୁକ୍ରବାରଠାରୁ ଆରମ୍ଭ ହେଉଛି ସଂସଦର ଗୁରୁତ୍ବପୂର୍ଣ୍ଣ ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ । ଅର୍ଥନୈତିକ ସର୍ଭେ ୨୦୨୪-୨୫ ହେଉଛି ଏହି ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ପ୍ରଦର୍ଶନର ଆକଳନ ରିପୋର୍ଟ । ଏହି ସର୍ବେକ୍ଷଣରେ ଉତ୍ପାଦନ ଏବଂ ସେବା ଭଳି ଶିଳ୍ପଗୁଡ଼ିକର ଧାରା ପ୍ରକାଶ ପାଇଥାଏ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ମହାକୁମ୍ଭରେ ଡିୟୁଟି କରୁଥିବା ବେଳେ ବିଗିଡ଼ିଲା ଇନ୍ସପେକ୍ଟର ସ୍ବାସ୍ଥ୍ୟ; ଘଟଣାସ୍ଥଳରେ ହେଲା ମୃତ୍ୟୁ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଡିୟୁଟି କରୁଥିବା ସମୟରେ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଇନ୍ସପେକ୍ଟରଙ୍କ ନାମ ଅଞ୍ଜନି କୁମାର ରାଏ ବୋଲି ଜଣାପଡ଼ିଛି। ବହରାଇଚ ଜିଲ୍ଲାର ଅତିରିକ୍ତ ଏସପି ଦୁର୍ଗା ପ୍ରସାଦ ତିୱାରୀ ଏହି ଦୁଃଖଦ ଘଟଣାକୁ ନେଇ କହିଛନ୍ତି, ‘ମହାକୁମ୍ଭରେ ଡିୟୁଟି କରୁଥିବା ବେଳେ ଇନ୍ସପେକ୍ଟର ଅଞ୍ଜନୀ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଞ୍ଜନୀଙ୍କ ପରିବାରଲୋକଙ୍କୁ ଇନ୍ସପେକ୍ଟରଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଭଗବନ୍ତ ମାନଙ୍କ ଦିଲ୍ଲୀ ବାସଭବନରେ ନିର୍ବାଚନ କମିଶନ ଚଢାଉ

ନୂଆଦିଲ୍ଲୀ,୩୦।୧: ରାଜଧାନୀ ଦିଲ୍ଲୀରେ ନିର୍ବାଚନୀ ତାପମାତ୍ରା ବୃଦ୍ଧି ପାଇଛି। ସମସ୍ତ ଦଳର ନେତାମାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ଶୀର୍ଷରେ ପହଞ୍ଚିଛି। ଏହାରି ମଧ୍ୟରେ ଶାସକ ଆମ ଆଦମୀ ପାର୍ଟି (ଆପ)ର ଦାବି ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆପ ଦାବି କରିଛି ଯେ ନିର୍ବାଚନ କମିଶନଙ୍କ ଟିମ୍ ଦିଲ୍ଲୀରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସରକାରୀ ବାସଭବନରେ ଚଢାଉ କରିଛି। ସୂଚନା ଅନୁଯାୟୀ, ଆପ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ନେଇ ଏହି ବଡ ଦାବି […]

ସଂପୂର୍ଣ୍ଣ ପଢନ୍ତୁ

ଧ୍ବଜାବତରଣ ସମାରୋହ: ଦେଶାତ୍ମବୋଧକ ସଙ୍ଗୀତରେ ଝୁମିଲେ ଦର୍ଶକ

ନୂଆଦିଲ୍ଲୀ: ବିଜୟ ଚୌକ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଧ୍ବଜାବତରଣ ସମାରୋହ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହକୁ ଭାରତୀୟ ସ୍ଥଳସେନା, ବାୟୁସନା ଓ ନୌ‌ସେନା ପକ୍ଷରୁ ପରମ୍ପରା, ସଙ୍ଗୀତ ଏବଂ ଦେଶପ୍ରେମର ଏକ ଶକ୍ତିଶାଳୀ ମିଶ୍ରଣ ଭାବେ ପ୍ରଦର୍ଶନ କରାଯାଇଛି। ଏହି ସଙ୍ଗୀତ କାର୍ଯ୍ୟକ୍ରମ ଭାରତର ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନକୁ ହୃଦୟସ୍ପର୍ଶୀ କରିଦେଇଛି। ରାଇସିନା ହିଲ୍ସର ମହାନ୍ ସ୍ଥଳରେ, ଏହି କାର୍ଯ୍ୟକ୍ରମ ସଶସ୍ତ୍ର ବାହିନୀକୁ ଶ୍ରଦ୍ଧାଞ୍ଜଳି ତଥା ଦେଶର ଏକତା ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ବାଂଲାଦେଶ ସେନା ମୁଖ୍ୟଙ୍କ ବିରୋଧରେ ଷଡଯନ୍ତ୍ର: କ୍ଷମତାରୁ ହଟାଇବାକୁ ଚାହୁଁଛନ୍ତି ୟୁନୁସ୍‌

ଢାକା: ଗତ ବର୍ଷ ଅଗଷ୍ଟ ୫ରେ ଶେଖ ହସିନାଙ୍କ ସରକାରଙ୍କୁ ହଟାଇବା ପରେ ବାଂଲାଦେଶ ଏକ ଅନିଶ୍ଚିତ ଦୋଛକି ରେ ଠିଆ ହୋଇଛି। ହସିନାଙ୍କ ନେତୃତ୍ୱରେ ୧୬ବର୍ଷର ଦ୍ରୁତ ବିକାଶ ପାଇଁ ଜଣାଶୁଣା ବାଂଲାଦେଶ ଏକ ଅସ୍ଥିର ରାଜନୈତିକ ଦୃଶ୍ୟପଟ୍ଟ ସହ ସଂଗ୍ରାମ କରୁଛି। ଦେଶରେ ଶକ୍ତି ସଂଗ୍ରାମ ସହିତ ଇସଲାମିକ ମୌଳବାଦୀ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ମଧ୍ୟରେ ମହମ୍ମଦ ୟୁନୁସ୍‌ଙ୍କ ଶାସନ ସମୟରେ ପାକିସ୍ତାନର ଆଇଏସଆଇ ମଧ୍ୟ ସକ୍ରିୟ ହୋଇପାରିଛି। ଶେଖ […]

ସଂପୂର୍ଣ୍ଣ ପଢନ୍ତୁ

ଗାଜାରେ କଣ୍ଡୋମ ପାଇଁ ୫ କୋଟି ଡଲାର ଖର୍ଚ୍ଚ କରିଥିଲା ଆମେରିକା

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସପ୍ତାହରେ ଆମେରିକାର ଦ୍ବାରା ପ୍ରଦାନ କରାଯାଉଥିବା ସମସ୍ତ ବିଦେଶୀ ସହାୟତା ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ। ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ବିରୋଧୀମାନେ ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ, ଏହି ନିଷ୍ପତ୍ତି ସାରା ବିଶ୍ୱର କଲ୍ୟାଣ କାର୍ଯ୍ୟକ୍ରମ ଉପରେ ପ୍ରଭାବ ପକାଇବ। ତେବେ ହ୍ବାଇଟ ହାଉସର ପ୍ରେସ୍ ସଚିବ କାରୋଲିନ ଲେଭିଟ ଜାନୁଆରୀ ୨୮ ରେ ମଙ୍ଗଳବାର ଦିନ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତିକୁ […]

ସଂପୂର୍ଣ୍ଣ ପଢନ୍ତୁ

ହିଂସାପଥ ଛାଡ଼ି ଆତ୍ମସମର୍ପଣ କଲେ ୨୯ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ୨୯ ଜଣ ମାଓବାଦୀ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସିପିଙ୍କ ସମ୍ମୁଖରେ ଏହି ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨୦ ଜଣ ପୁରୁଷ ଏବଂ ୭ ଜଣ ମହିଳା ମାଓବାଦୀ ଅଟନ୍ତି। ସଂଗଠନ ଦୁର୍ବଳ ହେବା ସହ ପୁଲିସର ଘନ ଘନ ଚଢାଉରେ ମୃତ୍ୟୁ ସୁନିଶ୍ଚିତ ଭାବିବା ସହ […]

ସଂପୂର୍ଣ୍ଣ ପଢନ୍ତୁ

‘ବାଇଡେନ ପ୍ରଶାସନ ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା’

ନ୍ୟୁୟର୍କ: ପୂର୍ବତନ ଫକ୍ସ ନ୍ୟୁଜ୍ ଆଙ୍କର ଏବଂ ବରିଷ୍ଠ ସାମ୍ବାଦିକ ଟକର କାର୍ଲସନ ତାଙ୍କ ପୋଡକାଷ୍ଟ “ଦି ଟକର କାର୍ଲସନ ଶୋ” ସମୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ ଅଭିଯୋଗ କରିଥିଲେ ଯେ ଜୋ ବାଇଡେନ ପ୍ରଶାସନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ଏହି ବକ୍ତବ୍ୟ ଅନ୍ତର୍ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଟକର କାର୍ଲସନ ଆମେରିକୀୟ ଲେଖକ ଏବଂ ସାମ୍ବାଦିକ ମ୍ୟାଟ୍ ଟାଏବିଙ୍କ ସହ ଆଲୋଚନା କରୁଥିବା […]

ସଂପୂର୍ଣ୍ଣ ପଢନ୍ତୁ

ସ୍ନାନ ସାରି ଫେରୁଥିବା ବେଳେ ଭିଡ଼ ଭିତରେ ଚାପି ହୋଇ ମୋ ସ୍ତ୍ରୀର ଉଡ଼ିଗଲା ପ୍ରାଣବାୟୁ

ପ୍ରୟାଗରାଜ: ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ସାଧୁ, ସନ୍ଥ ଓ ଲୋକଙ୍କ ପ୍ରବଳ ଗହଳି ଜମୁଛି। ଗତ ମଙ୍ଗଳବାର ରାତିରେ ଏହି ଗହଳି ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ଏଯାଏଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କୁମ୍ଭକ୍ଷେତ୍ର ସେକ୍ଟର-୨ରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ପରିବାର ଲୋକେ ସେ ସମୟର ଲୋମଟାଙ୍କୁରା ଅନୁଭୂତି ବଖାଣି ଭୋଭୋ […]

ସଂପୂର୍ଣ୍ଣ ପଢନ୍ତୁ