ଦୁଇ ଡଙ୍ଗାରେ ଗୋଡ଼ଦେବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହେବ: ପାକ୍ ବିଶେଷଜ୍ଞଙ୍କ ଚେତାବନୀ
ଇସ୍ଲାମାବାଦ: ଇରାନ ଏବଂ ରୁଷିଆ ସହିତ ଭାରତ ନିଜର ସମ୍ପର୍କ ବଜାୟ ରଖିଥିବାବେଳେ ଏହି ଦେଶଗୁଡିକ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଆମେରିକା ସହ ସମ୍ପର୍କ ବଜାୟ ରଖିଛନ୍ତି। କିନ୍ତୁ ଭବିଷ୍ୟତରେ ଏହି ସନ୍ତୁଳନ କଷ୍ଟସାଧ୍ୟ ହେବ। ପାକିସ୍ତାନର ବୈଦେଶିକ ବ୍ୟାପାର ବିଶେଷଜ୍ଞ ଶାଜିଆ ଅନୱାର ଖେମା କହିଛନ୍ତି। ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନରେ ଲେଖାଯାଇଥିବା ଲେଖାରେ ଶାଜିଆ ଭାରତର ବୈଦେଶିକ ନୀତି ବିଷୟରେ କହିଛନ୍ତି। ଶାଜିଆ କହିଛନ୍ତି ଯେ, ରୁଷିଆ ଏବଂ ଇରାନ ଭଳି ଦେଶରୁ ତୈଳ କିଣି […]
ସଂପୂର୍ଣ୍ଣ ପଢନ୍ତୁ