ସୈଫଙ୍କୁ ଛୁରାମାଡ ଘଟଣା: ଅଭିଯୁକ୍ତ ବାପା କହିଲେ-CCTV ଦେଖାଯାଉଥିବା ବ୍ୟକ୍ତି ମୋ ପୁଅ ନୁହଁ
ମୁମ୍ଵାଇ : ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ଏକ ବଡ଼ ମୋଡ଼ ଆସିଛି। ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଏହା ଉପରେ ଆଲୋଚନା ହେଉଥିବାବେଳେ, ଅଭିଯୁକ୍ତ ଶହଜାଦର ବାପା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ଶହଜାଦର ବାପା ରୁହୈଲ ଅମିନ ଫକିର କହିଛନ୍ତି ଯେ ସୈଫଙ୍କ ଘରେ ସିସିଟିଭିରେ ଦେଖାଯାଉଥିବା ସନ୍ଦିଗ୍ଧ ବ୍ୟକ୍ତି ତାଙ୍କ ପୁଅ ନୁହେଁ। ଗତ ଗୁରୁବାର ରାତିରେ ସୈଫଙ୍କ ଉପରେ ଆକ୍ରମଣ ପରେ, ପୋଲିସ ଅନେକ […]
ସଂପୂର୍ଣ୍ଣ ପଢନ୍ତୁ