ଟୋରେସ ପୋଞ୍ଜି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ED କାର୍ଯ୍ୟାନୁଷ୍ଠାନ, ମୁମ୍ବାଇ ଓ ଜୟପୁରର ୧୦ରୁ ଅଧିକ ସ୍ଥାନରେ ଚଢଉ

ମୁମ୍ବାଇ ୨୩।୧ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଟୋରେସ ନିବେଶ ନାମକ ଏକ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନ କରିଛି। ଏହି ମାମଲାରେ ଅନେକ ନିବେଶକ କଥିତ ରୂପେ ଠକେଇର ଶିକାର ହୋଇଛନ୍ତି। ଏଥି ପାଇଁ ମୁମ୍ବାଇ ଓ ଜୟପୁରର ୧୦ରୁ ୧୨ଟି ସ୍ଥାନରେ ଚଢଉ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଇଡି ମୁମ୍ବାଇ ପୋଲିସର ଆର୍ଥିକ ଅପରାଧ ଶାଖାର ଏକ ଏଫଆଇଆର ଆଧାରରେ ତଦନ୍ତ ଆରମ୍ଭ କରିଥିଲେ ଓ ମନିଲଣ୍ଡ୍ରିଂ ସମ୍ପର୍କିତ ଏକ ପିଏମଏଲଏରେ ଏକ ଅପରାଧିକ ଅଭିଯୋଗ […]

ସଂପୂର୍ଣ୍ଣ ପଢନ୍ତୁ

ପୁରୁଷମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ଅଣଦେଖା କରିବା ଉଚିତ୍ ନୁହେଁ: ହାଇକୋର୍ଟ

ବେଙ୍ଗାଲୁରୁ: ଏକ ଛାଡପତ୍ର ମାମଲାର ଶୁଣାଣି କରିବା ସମୟରେ, କର୍ଣ୍ଣାଟକ ହାଇକୋର୍ଟର ଜଣେ ମହିଳା ବିଚାରପତି ଲିଙ୍ଗ ସମାନତା ଏବଂ ପୁରୁଷମାନଙ୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ମହିଳା ବିଚାରପତି କହିଛନ୍ତି ଯେ ସମାଜରେ ପୁରୁଷମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ଏବଂ ସମାନତା ପ୍ରକୃତ ଅର୍ଥରେ ହେବା ଉଚିତ, ଲିଙ୍ଗ ଆଧାରରେ ନୁହେଁ। ଏହି ମନ୍ତବ୍ୟ ଦେଇ, କୋର୍ଟ ପତ୍ନୀଙ୍କ ଆବେଦନକୁ ଖାରଜ କରିଦେଲେ ଏବଂ ତାଙ୍କୁ କଡ଼ା ଭର୍ତ୍ସନା […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରମ୍ପଙ୍କ ଜନ୍ମ ଅଧିକାର ନାଗରିକତା ଆଇନକୁ ନେଇ ଆତଙ୍କିତ ଆମେରିକୀୟ: ସମୟ ପୂର୍ବରୁ ପ୍ରସବ ପାଇଁ ହସ୍ପିଟାଲରେ ଭିଡ଼

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ଜନ୍ମ ଅଧିକାର ନାଗରିକତ୍ୱରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଜନ୍ମ ଅଧିକାର ନାଗରିକତ୍ୱରେ ପରିବର୍ତ୍ତନ ଆଣିବାକୁ ସେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି। ଏହା ଅନ୍ତର୍ଗତ, ଆମେରିକାରେ ଜନ୍ମିତ ପ୍ରତ୍ୟେକ ଶିଶୁ ଆଉ ଜନ୍ମ ଅଧିକାର ନାଗରିକତ୍ୱ ପାଇବେ ନାହିଁ। ଏହି କାରଣରୁ, ଲୋକମାନେ ବର୍ତ୍ତମାନ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଡରୁଛନ୍ତି ଏବଂ ସମୟ ପୂର୍ବରୁ ପ୍ରସବ ପାଇଁ ଡାକ୍ତରଖାନା ଭିଡ଼ ଜମାଇଛନ୍ତି। ଡାକ୍ତରଖାନା […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ ସୀମାରେ ବଙ୍କର ତିଆରି କଲା ବାଂଲାଦେଶର ବର୍ଡର ଗାର୍ଡ୍ସ

ମାଲଦା: ବାଂଲାଦେଶର ଦୁଃସାହସ ଦିନକୁ ଦିନ ବଢିଚାଲିଛି। ପୂର୍ବରୁ ସୀମାରେ ଭାରତର ବାଡ଼ ନିର୍ମାଣ କାମରେ ପ୍ରତିବନ୍ଧକ ସୃଷ୍ଟି କରିବା ପରେ ବାଂଲାଦେଶର ସୀମା ସୁରକ୍ଷା ବାହିନୀ (ବର୍ଡର ଗାର୍ଡ୍ସ) ଏବେ ସୀମାରେ ବଙ୍କର ନିର୍ମାଣ କାମ ଆରମ୍ଭ କରିଛି । ଏହା ସହିତ ସୀମାବର୍ତ୍ତି ଇଲାକାର କୃଷକମାନଙ୍କୁ ଗୁଳିମାରିବାକୁ ଧମକ ଦେଇଛି ବର୍ଡର ଗାର୍ଡସ । ସୂଚନା ଅନୁସାରେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ସୁଖଦେବପୁର ଗାଁ ନିକଟରେ ସୀମାର ଜିରୋ ପଏଣ୍ଟରେ ବାଂଲାଦେଶ ଏକ ବଙ୍କର […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଚାର ପାଇଁ କେଜ୍ରିୱାଲ ପଞ୍ଜାବରୁ ଲୋକଙ୍କୁ ଡାକୁଛନ୍ତି: ମନୋଜ ତିୱାରୀ

ନୂଆଦିଲ୍ଲୀ: ଦେଶର ‘ମଧ୍ୟବିତ୍ତ ବର୍ଗ’ ସମ୍ପର୍କରେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ଦେଇଥିବା ବୟାନ ଉପରେ ବିଜେପି ସାଂସଦ ମନୋଜ ତିୱାରୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୂର୍ବ ପ୍ରତିଶ୍ରୁତିରୁ ଲୋକଙ୍କ ଧ୍ୟାନ ହଟାଇବା। ତାଙ୍କର ପୂର୍ବ ପ୍ରତିଶ୍ରୁତି କେବେ ପୂରଣ ହୋଇ ନାହିଁ। ମନୋଜ ତିୱାରୀ କହିଛନ୍ତି, “ଏକ ବର୍ଷ ପୂର୍ବରୁ ସେ ଦିଲ୍ଲୀର ମହିଳାଙ୍କୁ ପ୍ରତିମାସ ୧୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କର […]

ସଂପୂର୍ଣ୍ଣ ପଢନ୍ତୁ

କୁମ୍ଭମେଳାରେ ଡବଲ ଡେକର ବସ୍‌ରେ ରେସ୍ତୋରାଁ; ୪୫ ପ୍ରକାରର ମିଳୁଛି ଭୋଜନ

ନୂଆଦିଲ୍ଲୀ ୨୨।୦୧: ମହାକୁମ୍ଭକୁ ନେଇ ଚାରିଆଡେ ଚର୍ଚ୍ଚା । କେତେବେଳେ ସାଧୁସନ୍ଥଙ୍କୁ ନେଇ ତ ଆଉ କେତେବେଳେ ବ୍ୟବସାୟକୁ ନେଇ । କୁମ୍ଭରେ ଜୋରଦାର ହେଉଛି ରୋଜଗାର । କିନ୍ତୁ ବର୍ତ୍ତମାନ ଏକ ନିଆରା ରେଷ୍ଟୁରାଣ୍ଟ ଖୋଲିଛି କୁମ୍ଭମେଳାରେ । ଡବଲ ଡେକର ବସ୍‌ରେ ହୋଇଛି ରେସ୍ତୋରାଁର ଉଦ୍‌ଘାଟନ । ନାଁ ରହିଛି ‘ପମ୍ପକିନ୍‌’ । ସେକ୍ଟର-୨ ମିଡିଆ ସେଣ୍ଟର ନିକଟରେ ଖୋଲିଛି ଏହି ରେସ୍ତୋରାଁ । ଏଠାରେ ଗ୍ରାହକମାନେ ସୁଲଭ ମୂଲ୍ୟରେ ଶାକାହାରୀ ଭୋଜନର ଆନନ୍ଦ […]

ସଂପୂର୍ଣ୍ଣ ପଢନ୍ତୁ

ମଣିପୁର ଜେଡିୟୁ ଅଧ୍ୟକ୍ଷଙ୍କୁ ପଦରୁ ହଟାଇଲେ ନୀତୀଶ କୁମାର, ଏନଡିଏରୁ ପ୍ରତ୍ୟାହାର କରିଥିଲେ ସମର୍ଥନ

ନୂଆଦିଲ୍ଲୀ: ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ମଣିପୁର ପ୍ରଦେଶ ଅଧ୍ୟକ୍ଷ ବୀରେନ ସିଂହଙ୍କୁ ପଦରୁ ହଟାଇଛି । ମଣିପୁରର ଏନଡିଏ ସରକାରରୁ ଜେଡିୟୁ ସମର୍ଥନ ଫେରାଇ ନେଇଥିବା ନେଇ ବୀରନେ ସିଂହ ଚିଠି ଲେଖିଥିଲେ । ଏହାପରେ ପାର୍ଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ସମର୍ଥନ ଫେରାଇ ନେବା ପତ୍ରରେ ଜେଡିୟୁ ଅଧ୍ୟକ୍ଷ ଲେଖିଥିଲେ ଯେ ମଣିପୁରରେ ପାର୍ଟିର ୫ ବିଧାୟକ ପୂର୍ବରୁ ବିଜେପିରେ ସାମିଲ ହୋଇସାରିଛନ୍ତି । […]

ସଂପୂର୍ଣ୍ଣ ପଢନ୍ତୁ

କ୍ୟାବିନେଟ୍ ମନ୍ତ୍ରୀଙ୍କ ସହିତ ମିଶି ସଙ୍ଗମରେ ବୁଡ଼ ପକାଇଲେ ଯୋଗୀ

ଲକ୍ଷ୍ନୌ: ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ଅବସରର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏକ କ୍ୟାବିନେଟ ବୈଠକ କରିଥିଲେ। ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଉତ୍ତର ପ୍ରଦେଶର ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଅନୁମୋଦନ କରିଥିଲେ ଏବଂ ନିଷ୍ପତ୍ତି ନେଇଥିଲେ। ବୈଠକ ପରେ ଯୋଗୀ ଏବଂ ତାଙ୍କର ସମଗ୍ର କ୍ୟାବିନେଟ୍ ମନ୍ତ୍ରୀଙ୍କ ସହିତ ମିଶି ସଙ୍ଗମରେ ବୁଡ଼ ପକାଇଥିଲେ, […]

ସଂପୂର୍ଣ୍ଣ ପଢନ୍ତୁ

ଯୋଗୀ ଆଦିତ୍ୟନାଥଙ୍କୁ ସୁଧା ମୂର୍ତ୍ତିଙ୍କ ଭୁରିଭୁରି ପ୍ରଶଂସା 

ଲକ୍ଷ୍ନୌ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ଦେଶ ତଥା ଦେଶ ବାହାରେ ଚର୍ଚ୍ଚାରେ ରହିଛି। ଏହି ମହାକୁମ୍ଭରେ ସାମିଲ ହୋଇ ବୁଡ଼ ପକାଇବା ପାଇଁ ଦେଶ ଓ ବିଦେଶର କୋଣ-ଅନୁକୋଣରୁ ସାଧୁ ଓ ସନ୍ଥଙ୍କ ସମେତ ସାଧାରଣ ଲୋକେ ଆସି ପହଞ୍ଚୁଛନ୍ତି। ନିକଟରେ ରାଜ୍ୟ ସଭା ସାଂସଦ ତଥା ସମାଜସେବୀ ସୁଧା ମୂର୍ତ୍ତି ବି ପହଞ୍ଚିଛନ୍ତି। ସୁଧା ମୂର୍ତ୍ତି ତିନି ଦିନ ଯାଏ କୁମ୍ଭମେଳାରେ ରହିବେ। ସୁଧା ପିବତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି। ଏହି ଅବସରରେ […]

ସଂପୂର୍ଣ୍ଣ ପଢନ୍ତୁ

ଆକ୍ରମଣକାରୀକୁ ରୁମ୍‌ରେ ଲକ କରିଦେଇଥିଲେ ଆହତ ସୈଫ ଅଲୀ ଖାନ, କିନ୍ତୁ କେମିତି ଖସିଗଲା?

ମୁମ୍ବାଇ : ବାଂଲାଦେଶ ନାଗରିକ ଶରିଫୁଲ ଇସଲାମ ଶେହଜାଦ ନିକଟରେ ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କ ଘରେ କାନ୍ଥ ଡେଇଁ ପ୍ରବେଶ କରିଥିଲା। ସେଠାରେ ସେ ଚୋରି କରିବାକୁ ଚାହୁଁଥିବା ବେଳେ ସୈଫଙ୍କ ସହ ତା’ର ମୁହାଁମୁହିଁ ହୋଇଥିଲା। ଶେହଜାଦ ଛୁରୀରେ ଆକ୍ରମଣ କରିବାରୁ ସୈଫଙ୍କ ଦେହରେ ୬ଟି ଆଘାତ ଲାଗିଥିଲା। ଘଟଣାରେ ପରେ ଶେହଜାଦ ବାଂଲାଦେଶ ଖସିଯିବାକୁ ଚେଷ୍ଟା କରୁଥିଲେ ହେଁ ପୁଲିସ ତା’କୁ ଥାଣେରୁ ଗିରଫ କରିପାରିଛି। ପୁଲିସ୍‌ର କହିବା କଥା ଯେ […]

ସଂପୂର୍ଣ୍ଣ ପଢନ୍ତୁ