ନୀତୀଶ କୁମାର ଓ ବିଜେପି: କେନ୍ଦ୍ରରେ କୋଳାକୋଳି, ମଣିପୁରରେ କଳି!

ନୂଆଦିଲ୍ଲୀ :ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପଲଟୁ ରାମ ଭାବେ ବେଶ ପରିଚିତ। କେତେବେଳେ ସେ କେନ୍ଦ୍ର ସପକ୍ଷରେ ତ କେତେବେଳେ କେନ୍ଦ୍ର ବିପକ୍ଷରେ। ଏବେ ସେ କେନ୍ଦ୍ରରେ କ୍ଷମତାସୀନ ଏନଡିଏର ଅଂଶ ବିଶେଷ। ତାଙ୍କ ଦଳ ଜେଡିୟୁର କିଛି ସଦସ୍ୟ କେନ୍ଦ୍ରରେ ମନ୍ତ୍ରୀ ବି ହୋଇଛନ୍ତି। ଜେଡିୟୁ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନ ଉପରେ କେନ୍ଦ୍ରର କ୍ଷମତାସୀନ ନରେନ୍ଦ୍ର ମୋଦି ସରକାରର ଭାଗ୍ୟ ମଧ୍ୟ ନିର୍ଭର କରୁଛି। କାରଣ ବିଜେପି ୨୦୨୪ ସାଧାରଣ […]

ସଂପୂର୍ଣ୍ଣ ପଢନ୍ତୁ

ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁଲେ, ଆଉ ଗୋଟିଏ ଟ୍ରେନ ନେଇ ଗଲା ୧୧ ଜୀବନ

ମୁମ୍ବାଇ : ହସ ଖୁସିରେ ଟ୍ରେନରେ ଯାତ୍ରା କରୁଥିଲେ। ନିଜର ଗନ୍ତବ୍ୟ ସ୍ଥଳରୁ ସମସ୍ତେ ଅପେକ୍ଷା କରି ରହିଥିଲେ। ହେଲେ ଅଧା ବାଟରେ ଘଟିଲା ଅଘଟଣ। ଟ୍ରେନରେ ନିଆଁ ଲାଗି ଯାଇଥିବା ଭାବି କିଛି ଲୋକ ଚେନ୍‌ ଭିଡ଼ି ଏହାକୁ ଅଟକାଇ ଦେଲେ। ବାସ୍‌ ଗୁଜବରେ ବିଶ୍ୱାସ କରି କିଛି ଲୋକ ଟ୍ରେନରୁ ତଳକୁ ଡେଇଁ ପଡ଼ିଲେ। ଏତିକି ବେଳେ ବିପରୀତ ଦିଗରୁ ଆସୁଥିଲା ଆଉ ଏକ ଟ୍ରେନ। ନିଆଁ ଗୁଜବ କଥା ଶୁଣି ଟ୍ରାକକୁ ଡେଇଁ […]

ସଂପୂର୍ଣ୍ଣ ପଢନ୍ତୁ

ବରଫ ପାଲଟିଲା ଆମେରିକା: ପ୍ରବଳ ତୁଷାରପାତ ଯୋଗୁ ୨୧୦୦ ବିମାନ ଉଡ଼ାଣ ବାତିଲ

ୱାଶିଂଟନ: ନିକଟରେ ଆମେରିକାର କେତେକ ଅଞ୍ଚଳରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ଅନ୍ୟପକ୍ଷରେ, ଦକ୍ଷିଣ ଆମେରିକାରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରବଳ ତୁଷାରପାତ ଯୋଗୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦକ୍ଷିଣ ଆମେରିକାରେ ପ୍ରବଳ ତୁଷାରପାତ ଯୋଗୁ ଏପର୍ଯ୍ୟନ୍ତ ୨୧୦୦ ରୁ ଅଧିକ ବିମାନ ବାତିଲ କରାଯାଇଛି। ଟେକ୍ସାସ୍, ଲୁଇସିୟାନା, ମିସିସିପି, ଅଲବାମା, ଜର୍ଜିଆ, ମିଲୱାକ୍, ଦକ୍ଷିଣ କାରୋଲିନା ଏବଂ ଫ୍ଲୋରିଡା ରାଜ୍ୟରେ ପ୍ରବଳ ତୁଷାରପାତ ଜାରି ରହିଛି। ଏହି ରାଜ୍ୟଗୁଡିକର ରାସ୍ତାଘାଟ ବରଫ […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରମ୍ପ ରାଷ୍ଟ୍ରପତି ହେବାର ଦୁଇ ଦିନ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ବ୍ୟାରେଲ ପିଛା ପ୍ରାୟ ୨ ଡଲାର ହ୍ରାସ

ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ କ୍ଷମତା ଗ୍ରହଣ କରିବା ପରଠାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ୨ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଯାହା ପରେ ମୂଲ୍ୟ ବ୍ୟାରେଲ ପିଛା ୭୯ଡଲାରକୁ ଖସି ଆସିଛି। ବିଶେଷଜ୍ଞମାନଙ୍କ ଅନୁସାରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପରେ ରିଫାଇନର୍ସର ମୂଲ୍ୟ ହ୍ରାସ ପାଇବ। ଏହାର ଅର୍ଥ ସ୍ପଷ୍ଟ ଯେ, ବର୍ତ୍ତମାନ ଆମେରିକୀୟ ତ୍ରେଳର ଯୋଗାଣ ବୃଦ୍ଧି ପାଇବ। ଏହା ବ୍ୟତୀତ ଗଲ୍ଫ ଦେଶର ତୈଳ ଉତ୍ପାଦନକାରୀଙ୍କ ସଂଗଠନ ଓପିଟିସି […]

ସଂପୂର୍ଣ୍ଣ ପଢନ୍ତୁ

କେଜ୍ରିୱାଲ ନା ଫର୍ଜିୱାଲ? ଏମିତି କହି ଆପକୁ କଡା ଟାର୍ଗେଟ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ଦଳମାନଙ୍କ ମଧ୍ୟରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଫେବୃଆରୀ ୫ ତାରିଖରେ ଭୋଟ ଗ୍ରହଣ କରାଯିବ। ନିର୍ବାଚନ ଫଳାଫଳ ଫେବୃଆରୀ ୮ ତାରିଖରେ ଘୋଷଣା କରାଯିବ। ଏହି ସମୟରେ, ବିଜେପି, ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ପରସ୍ପରକୁ କଡ଼ା ଟାର୍ଗେଟ କରୁଛନ୍ତି। ଏପରି ପରିସ୍ଥିତିରେ ଏବେ କଂଗ୍ରେସ ନେତା ଅଜୟ ମାକେନ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଥିଲେ ଯେ କେଜରିୱାଲ ଜଣେ ନକଲି ବ୍ୟକ୍ତି ଏବଂ ସେ […]

ସଂପୂର୍ଣ୍ଣ ପଢନ୍ତୁ

୬ ଦିନ ପରେ ହସ୍ପିଟାଲରୁ ଘରକୁ ଫେରିଲେ ସୈଫ୍ ଅଲ୍ଲୀ ଖାନ୍, ବଢିଲା ସୁରକ୍ଷା ବ୍ୟବସ୍ଥା

ମୁମ୍ବଇ : ମେଡିକାଲରୁ ଘରକୁ ଫେରିଲେ ସୈଫ ଅଲ୍ଲୀ ଖାନ୍ । ସନ୍ଧ୍ୟା ୫ଟାରେ ନିଜ ପରିବାରଲୋକଙ୍କ ସହିତ ହସ୍ପିଟାଲରୁ ଘରକୁ ଫେରିଛନ୍ତି ସୈଫ ଅଲ୍ଲୀ ଖାନ୍ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଆଉ କିଛି ଦିନ ଆରାମ କରିବାକୁ ପଡିବ  ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ କହିବାନୁସାରେ ସୈଫଙ୍କ ଶରୀରରେ ୩ଟି ସ୍ଥାନରେ ଆହତ ହୋଇଥିଲା । ପିଠିରୁ ଅପରେସନ କରି ଛୁରି କଢାଯାଇଥିଲା । ଧିରେ ଧିରେ ସେ […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀ-ଏନସିଆରରେ ଚାକିରିଆଙ୍କ ସମସ୍ୟା ଦୂର, ଉଡିକି ଯିବେ ଅଫିସ୍

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ରହୁଥିବା ଲୋକମାନେ ନିଜ ଅଫିସ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ମୁଖ୍ୟ କାରଣ ଟ୍ରାଫିକ୍ ସମସ୍ୟା । କିନ୍ତୁ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ । ବଜାରକୁ ଏମିତି ଏୟାର ଟ୍ୟାକ୍ସି ଆସିବାକୁ ଯାଉଛି ଯେଉଁଥିରେ ମାତ୍ର କିଛି ସମୟରେ ଆପଣ ଅଫିସରେ ପହଞ୍ଚି ପାରିବେ । ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ମାର୍ଟରେ ବ୍ଲୁଜ୍ ଏରୋ କମ୍ପାନୀ ନିଜର ଏହି ଏୟାର ଟ୍ୟାକ୍ସି ପ୍ରଦର୍ଶିତ […]

ସଂପୂର୍ଣ୍ଣ ପଢନ୍ତୁ

ତୁର୍କିଏ ହୋଟେଲରେ ଭୀଷଣ ନିଆଁ, ୬୬ ମୃତ

ଅଙ୍କାରା : ଉତ୍ତର-ପଶ୍ଚିମ ତୁର୍କିଏର ଏକ ସ୍କି ରିସୋର୍ଟରେ ଥିବା ଏକ ହୋଟେଲରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଆଭ୍ୟନ୍ତରୀଣ ମନ୍ତ୍ରୀ ଅଲି ୟେର୍ଲିକାୟା କହିଛନ୍ତି ଯେ, ବୋଲୁ ପ୍ରଦେଶର କର୍ତ୍ତଲକାୟା ରିସୋର୍ଟରେ ଥିବା ଏକ ହୋଟେଲ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ଟେଲିଭିଜନରେ ଦେଖାଯାଉଥିବା ନିଆଁର ଦୃଶ୍ୟରେ ହୋଟେଲର ଛାତ ଓ ଉପର […]

ସଂପୂର୍ଣ୍ଣ ପଢନ୍ତୁ

ଡବ୍ଲ୍ୟୁଏଚଓ କୋଭିଡ୍-୧୯ ମହାମାରୀର ସଠିକ୍ ମୁକାବିଲା କରିପାରିଲା ନାହିଁ : ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱର ପ୍ରମୁଖ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ରୁ ସେ ନିଜ ଦେଶକୁ ଅଲଗା କରିଛନ୍ତି । ଶପଥ ଗ୍ରହଣ କରିବାର ପ୍ରାୟ ୮ ଘଣ୍ଟା ପରେ ଜାରି ହୋଇଥିବା ଏକ କାର୍ଯ୍ୟକାରୀ ନିର୍ଦ୍ଦେଶନାମାରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ପ୍ରତ୍ୟାହାର ପାଇଁ ଅନେକ କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଡବ୍ଲ୍ୟୁଏଚଓ କୋଭିଡ୍-୧୯ ମହାମାରୀର ସଠିକ୍ ମୁକାବିଲା କରିପାରିଲା ନାହିଁ। ଆବଶ୍ୟକ […]

ସଂପୂର୍ଣ୍ଣ ପଢନ୍ତୁ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଆମେରିକା ବାହାର

ୱାଶିଂଟନ୍ : ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ଅନେକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି। ତାଙ୍କ କାର୍ଯ୍ୟକାଳର ପ୍ରଥମ ଦିନରେ ଟ୍ରମ୍ପଙ୍କ ଦ୍ବାରା ଦସ୍ତଖତ ହୋଇଥିବା ନିର୍ଦ୍ଦେଶରେ ପ୍ୟାରିସ୍ ଜଳବାୟୁ ଚୁକ୍ତିରୁ ପ୍ରତ୍ୟାହାର, ଟିକ୍‌ଟକ୍ ଉପରେ ପ୍ରତିବନ୍ଧକ ଛାଡ, କ୍ୟାପିଟାଲ୍ ହିଲ୍ ମାମଲାରେ କ୍ଷମା ପ୍ରାର୍ଥନା ଏବଂ ଫେଡେରାଲ୍ କର୍ମଚାରୀଙ୍କୁ ପୂର୍ଣ୍ଣକାଳୀନ କାମକୁ ଫେରିବା ଆବଶ୍ୟକତା ଆଦି ରହିଛି। ଶପଥ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ଟ୍ରମ୍ପ […]

ସଂପୂର୍ଣ୍ଣ ପଢନ୍ତୁ