ମୋତେ ଆଉଥରେ ମୁଖ୍ୟମନ୍ତ୍ରୀ ନିବାସରୁ ବାହାର କରାଯାଇଛି : ଅତିଶୀ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ମାର୍ଲେନା ଦାବି କରିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର ତାଙ୍କୁ ଆବଣ୍ଟିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଆବଣ୍ଟନକୁ ବାତିଲ କରିଛନ୍ତି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀର ସେ କହିଛନ୍ତି ଯେ “ଆମ ଘର ଛଡ଼ାଇ ନିଆଯାଉଛି। ନିର୍ବାଚନ ଘୋଷଣାର ପୂର୍ବ ରାତିରେ ଏହି ଘଟଣା ଘଟିଛି। ଦ୍ୱିତୀୟ ଥର ପାଇଁ ମୋତେ ସରକାରୀ ବାସଭବନରୁ ବାହାର କରି ଦିଆଯାଇଛି।“ ସେ ଆହୁରି ମଧ୍ୟ କହିଛନ୍ତି, ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆବଣ୍ଟନ ବାତିଲ […]
ସଂପୂର୍ଣ୍ଣ ପଢନ୍ତୁ