ମହାକୁମ୍ଭରେ ଆକର୍ଷଣ ସାଜିଛନ୍ତି ୩ଫୁଟ୍ ୮ଇଞ୍ଚ୍ ର ଛୋଟୁ ବାବା, ୩୨ବର୍ଷ ହେବ ନ ଗାଧୋଇ ଚର୍ଚ୍ଚାରେ
ଉତ୍ତରପ୍ରଦେଶ 06/01 : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ଏଥିପାଇଁ ନାଗା ସାଧୁଙ୍କ ଆସିବା ଆରମ୍ଭ ହୋଇଗଲାଣି। ଚଳିତ ମହାକୁମ୍ଭରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଗଙ୍ଗାପୁରୀ ମହାରାଜ ଅର୍ଥାତ୍ ଛୋଟୁ ବାବା। ସେ ସେ ଦିନେ ନୁହେଁ, କି ମାସେ ନୁହେଁ ଦୀର୍ଘ ୩୨ ବର୍ଷ ଧରି ଗାଧୋଇ ନାହାନ୍ତି । କଥାଟା ଅଡ଼ୁଆ ଲାଗୁଥିଲେ ବି ସତ । ସେ ନ ଗାଧୋଇ ଅଛନ୍ତି ଚର୍ଚ୍ଚାରେ। ବଡ଼ କଥା ହେଉଛି…ତାଙ୍କ ଉଚ୍ଚତା ମାତ୍ର […]
ସଂପୂର୍ଣ୍ଣ ପଢନ୍ତୁ