ନଭେମ୍ବର ସୁଦ୍ଧା ଭାରତ-ଆମେରିକା ବାଣିଜ୍ୟିକ ଚୁକ୍ତି ହୋଇପାରେ
ନୂଆଦିଲ୍ଲୀ, ୨/୯: ଭାରତ ଉପରେ ୫୦ ପ୍ରତିଶତ ଟାରିଫ ବସାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ପ୍ରଶାସନର ଅଧିକାରୀମାନେ ବାରମ୍ବାର ଭାରତ ବିରୋଧରେ ବୟାନ ଦେଉଛନ୍ତି । ଏଥିପାଇଁ ଭାରତ ଓ ଆମେରିକା ସଂପର୍କ ଖରାପ ହୋଇଛି । ଏସବୁ ମଧ୍ୟରେ ଏକ ଆଶାଜନକ କଥା କହିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ । ସେ କହିଛନ୍ତି ଯେ ଆସନ୍ତା ନଭେମ୍ବର ସୁଦ୍ଧା ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷରିତ ହୋଇପାରେ । ଗ୍ଲୋବାଲ ଇନଭେଷ୍ଟର୍ସ […]
ସଂପୂର୍ଣ୍ଣ ପଢନ୍ତୁ