Terror

ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗ: ତିନିଜଣଙ୍କୁ ଧରିଲା ସୁରକ୍ଷାବାହିନୀ

ଶ୍ରୀନଗର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ସୁରକ୍ଷାବାହିନୀ ଜମ୍ମୁ ଓ କାଶ୍ମୀରରେ ଏକ ବଡ଼ ସଫଳତା ହାସଲ କରିଛି। କୁପୱାଡ଼ାର ୱାଜାମା ହଣ୍ଡୱାଡ଼ାରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ତିନି ଜଣ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ତିନି ଜଣ ହେଉଛନ୍ତି ମହମ୍ମଦ ଇକବାଲ ପଣ୍ଡିତ, ସଜ୍ଜାଦ ଅହମ୍ମଦ ଶାହ ଏବଂ ଅସଫାକ ଅହମ୍ମଦ ମଲିକ | ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ଦୁଇଟି ପିସ୍ତଲ କାର୍ଟ୍ରିଜ୍, ଏକେ ୪୭ ରାଇଫଲର ୨୦ କାର୍ଟ୍ରିଜ୍ ଜବତ କରାଯାଇଛି। ଏହା ପୂର୍ବରୁ […]

ସଂପୂର୍ଣ୍ଣ ପଢନ୍ତୁ
Foreign

ଭୟଙ୍କର ପରିଣତି ଭୋଗିବ : ପାକିସ୍ତାନକୁ ଭାରତର ଚେତାବନୀ

ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ ବାରମ୍ବାର ଭାରତ ବିରୋଧରେ ଯୁଦ୍ଧ ଧମକ ଦିଆଯାଉଥିବାରୁ ତାହାର କଡ଼ା ଜବାବ ଦେଇଛି ଭାରତ । ପାକିସ୍ତାନ ପକ୍ଷରୁ ଯେକୌଣସି ଦୁଃସାହସର ପରିଣତି ଅତ୍ୟନ୍ତ ଭୟାବହ ହେବ ବୋଲି ଭାରତ କହିଛି । ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ ପାକିସ୍ତାନୀ ନେତାମାନଙ୍କର ଅବାନ୍ତର ତଥା ଯୁଦ୍ଧ ଓ ଘୃଣା ସୃଷ୍ଟିକାରୀ ବୟାନ ଆମ ନଜରକୁ ଆସିଛି । ନିଜ ଦେଶର ଜନତାଙ୍କ ଧ୍ୟାନ ହଟାଇବାକୁ ଏହା […]

ସଂପୂର୍ଣ୍ଣ ପଢନ୍ତୁ
Aiims

AIIMS ରୁ ମୁହଁ ଫେରାଉଛନ୍ତି ଡାକ୍ତର; ୨ ବର୍ଷରେ ଛାଡ଼ିଲେଣି ୪୨୯ ଡାକ୍ତର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ସରକାରୀ ମେଡିକାଲ୍ AIIMS ଏବେ ସଂକଟରେ । ଡାକ୍ତରମାନେ ଚାକିରି ଛାଡ଼ିବା ଏବେ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏହାକୁ ନେଇ ସଂସଦରେ ପ୍ରକାଶ ପାଇଥିବା ଏକ ତଥ୍ୟ ସାରା ଦେଶକୁ ବିଚଳିତ କରିଦେଇଛି । ତଥ୍ୟ ମୁତାବକ, ୨୦୨୨ରୁ ୨୪ ମଧ୍ୟରେ ଦେଶର ବିଭିନ୍ନ AIIMSରୁ ୪୨୯ ଜଣ ଡାକ୍ତର ଇସ୍ତଫା ଦେଇସାରିଲେଣି । ସବୁଠୁ ପ୍ରତିଷ୍ଠିତ ଦିଲ୍ଲୀ AIIMS ରୁ ସର୍ବାଧିକ ଡାକ୍ତର ଚାକିରି ଛାଡ଼ିଥିବା ଜଣାପଡ଼ିଛି। […]

ସଂପୂର୍ଣ୍ଣ ପଢନ୍ତୁ
Putin

ଆଲାସ୍କାରେ ବୈଠକ ପୂର୍ବରୁ ପୁଟିନଙ୍କୁ ଟ୍ରମ୍ପଙ୍କ ଚେତାବନୀ

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ଫଳାଫଳ ମିଳିନାହିଁ । ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ଅନେକ ଦେଶ ପ୍ରୟାସ କରିଥିଲେ । ହେଲେ, କେହି ସଫଳ ହୋଇନଥିଲେ । ଯୁଦ୍ଧବିରତି ଉପରେ ସହମତି ହୋଇପାରିନଥିଲା । ଏହି ସମୟରେ, ଆସନ୍ତାକାଲି, ଅର୍ଥାତ୍ ୧୫ ଅଗଷ୍ଟରେ, ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ […]

ସଂପୂର୍ଣ୍ଣ ପଢନ୍ତୁ
Rastrapati

‘ଆମ ପାଇଁ, ଆମର ସମ୍ବିଧାନ ଏବଂ ଆମର ଗଣତନ୍ତ୍ର ସର୍ବୋପରି’ : ରାଷ୍ଟ୍ରପତି

ନୂଆଦିଲ୍ଲୀ : ୭୯ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି ଯେ ଏହି ସମାରୋହ ଆମକୁ ଭାରତୀୟ ହେବାର ଗୌରବକୁ ସ୍ମରଣ କରାଏ । ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ‘ଆମ ପାଇଁ, ଆମର ସମ୍ବିଧାନ ଏବଂ ଆମର ଗଣତନ୍ତ୍ର ସର୍ବୋପରି। ଅତୀତକୁ ଦେଖିଲେ, ଆମେ ଦେଶ ବିଭାଜନର ଯନ୍ତ୍ରଣାକୁ ଭୁଲିବା ଉଚିତ୍ ନୁହେଁ। ଆଜି ଆମେ ବିଭାଜନ ବିଭୀଷିକାର ସ୍ମୃତି ଦିବସ […]

ସଂପୂର୍ଣ୍ଣ ପଢନ୍ତୁ
Jammu Kashmir

ଧରାଲି ପରେ ଜମ୍ମୁ କଶ୍ମୀର: କିସ୍ତୱାରରେ ବାଦଲଫଟା ବର୍ଷା, ୩୨ ମୃତ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀର କିସ୍ତୱାରରେ ବାଦଲଫଟା ବର୍ଷା । ପ୍ରବଳ ବର୍ଷା ଯୋଗୁଁ ୩୨ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣା ପରେ ତୁରନ୍ତ ଉଦ୍ଧାରକାରୀ ଟିମ୍ ଯାଇଛି । ବାଦଲଫଟା ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି । ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ବାଦଲ ଫାଟିବା ପରେ ପାଣିର ପ୍ରବଳ ସ୍ରୋତ […]

ସଂପୂର୍ଣ୍ଣ ପଢନ୍ତୁ
Operation Sindoor

ସ୍ବତନ୍ତ୍ରତା ଦିବସରେ ଅପରେସନ ସିନ୍ଦୂରର ନାୟକମାନଙ୍କୁ ମିଳିବ ବୀରତ୍ବର ସମ୍ମାନ

ଦିଲ୍ଲୀ: ସରକାର ଅପରେସନ ସିନ୍ଦୂରର ନାୟକମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ଦେବାକୁ ବିଚାର କରୁଛନ୍ତି ।  ସୀମା ସୁରକ୍ଷା ବଳ ଏହି ଅପରେସନର ୧୬ ଜଣ ସାହସୀ ସୀମା ରକ୍ଷକଙ୍କ ପାଇଁ ସାହସିକତା ପଦକ ଘୋଷଣା  କରିଛନ୍ତି ।  ସନ୍ଧ୍ୟା ସୁଦ୍ଧା ସେହି ଯୋଦ୍ଧାମାନଙ୍କ ନାମ ମଧ୍ୟ ଘୋଷଣା କରିପାରେ ସେନା ।  ଯେଉଁମାନଙ୍କୁ ଏହା ବିଶେଷ ସମ୍ମାନରେ ସମ୍ମାନିତ କରାଯିବ  ।  ଏଥର ସ୍ୱାଧୀନତା ଦିବସ ପାଳନ ସମ୍ପୂର୍ଣ୍ଣ ଭାବରେ ଅପରେସନ ସିନ୍ଦୂର ପାଇଁ ଉତ୍ସର୍ଗୀକୃତ ହେବ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ
Subhansu

ମହାକାଶରୁ ଫେରିବା ପରେ ଭାରତ ଆସିବେ ଶୁଭାଂଶୁ ଶୁକ୍ଳା

ଦିଲ୍ଲୀ: ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରୁ ସଫଳ  ଭାବରେ ଫେରିଛନ୍ତି । ଫେରିବାର ଗୋଟିଏ ଦିନ ପରେ ସେ ଟେକ୍ସାସର ହ୍ୟୁଷ୍ଟନରେ ନିଜ ପୁଅକୁ ଭେଟିଛନ୍ତି । ସେ ହେଉଛନ୍ତି ଭାରତର ଦ୍ବିତୀୟ ସଫଳ ମହାକାଶ ଯାତ୍ରୀ ।  ଯିଏକି ଏହି ସପ୍ତାହାନ୍ତରେ ଭାରତ ଆସିବେ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଆଜି  ସୂଚନା ଦେଇଛନ୍ତି । ତେବେ ଜିତେନ୍ଦ୍ର ସିଂହ କହିଛନ୍ତି ଶୁକ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ପରିବାରକୁ ଭେଟିବା […]

ସଂପୂର୍ଣ୍ଣ ପଢନ୍ତୁ
Flag

ସ୍ୱାଧୀନତା ଦିବସରେ ମାଂସ ଦୋକାନ ବନ୍ଦ ନିର୍ଦ୍ଦେଶ: ରାଜନୈତିକ ବିବାଦ ଜୋର ଧରିଲା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଦେଶର ଅନେକ ପୌରସଂସ୍ଥା ମାଂସ ଦୋକାନ ଓ କଂସେଇ ଦୋକନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଭିନ୍ନ ରାଜନୈତିକ ଦଳର ନେତା ଏହାକୁ ଲୋକଙ୍କ ଖାଦ୍ୟାଭ୍ୟାସ ଓ ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ଅଭିଯୋଗ କରିଛନ୍ତି। ହାଇଦ୍ରାବାଦର ସାଂସଦ ତଥା AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ (GHMC)ର ନିର୍ଦ୍ଦେଶକୁ ନିନ୍ଦା କରିଛନ୍ତି। GHMC ସ୍ୱାଧୀନତା ଦିବସ (୧୫ […]

ସଂପୂର୍ଣ୍ଣ ପଢନ୍ତୁ
Snake

ଖାଦ୍ୟ ପ୍ୟାକେଟରେ ବାହାରିଲା ସାପ, ଥାନାରେ ଅଭିଯୋଗ

ହାଇଦ୍ରାବାଦ: ତେଲେଙ୍ଗାନାର ଜାଡଚାର୍ଲା ମ୍ୟୁନିସିପାଲିଟିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ମହିଳା ସ୍ଥାନୀୟ ବେକେରୀରୁ କିଣିଥିବା କରି ପ୍ୟାକେଟ ଖାଦ୍ୟରେ ଏକ ଛୋଟ ସାପ ଦେଖି ଆତଙ୍କିତ ହୋଇଛନ୍ତି। ଏହି ଘଟଣା ପରେ ବେକେରୀ ବିରୋଧରେ ପୁଲିସରେ ଅଭିଯୋଗ ହୋଇଛି। ଶ୍ରୀଶୈଲା ନାମକ ଏହି ମହିଳା ନିଜ ପିଲାଙ୍କ ପାଇଁ ଏକ ଇୟଙ୍ଗାର ବେକେରୀରୁ ଏକ ଅଣ୍ଡା ତରକାରୀ କିଣିଥିଲେ। ଘରକୁ ଫେରି ପ୍ୟାକେଟ ଖୋଲିବା ବେଳେ ତରକାରୀରେ ଏକ ଛୋଟ ସାପ […]

ସଂପୂର୍ଣ୍ଣ ପଢନ୍ତୁ