Trump Putin 750x430

ୟୁକ୍ରେନ ଯୁଦ୍ଧ ଶେଷ ପାଇଁ ଟ୍ରମ୍ପ-ପୁଟିନଙ୍କ ବୈଠକ: ସମର୍ଥନ କଲା ଭାରତ

ନୂଆଦିଲ୍ଲୀ: ଭାରତ ଶନିବାର ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକକୁ ସ୍ୱାଗତ କରିଛି। ଏହି ବୈଠକ ଅଗଷ୍ଟ ୧୫ରେ ଆଲାସ୍କାରେ ହେବ। ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହାକୁ ସମର୍ଥନ କରି କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚାର ଅନୁସାରେ “ଏହା ଯୁଦ୍ଧର ଯୁଗ ନୁହେଁ”। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, “ଆମେରିକା ଓ ରୁଷିଆ ମଧ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ
Wiki

କେନିଆରେ ଉଇକିମାନିଆ ୨୦୨୫, ଓଡ଼ିଆ ଓ ସାନ୍ତାଳୀ ଉଇକିଆଳିଙ୍କ ଯୋଗଦାନ

ନୂଆଦିଲ୍ଲୀ: ଉଇକିପିଡ଼ିଆର ସମୁଦାୟ ତଥା ଉଇକିପିଡ଼ିଆର ବାର୍ଷିକ ଉତ୍ସବ ଭାବରେ ପାଳନ କରାଯାଉଥିବା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକିମାନିଆ, ଏଥର କେନିଆର ନାଇରୋବି ସହରରେ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶାରୁ ଉଭୟ ଓଡ଼ିଆ ଓ ସାନ୍ତାଳି ଉଇକିଆଳିମାନେ (ଉଇକିପିଡ଼ିଆରେ ସ୍ୱେଚ୍ଛାସେବୀ ଭାବରେ ଲେଖୁଥିବା ବ୍ୟକ୍ତି) ଯୋଗ ଦେଇଥିଲେ । ପ୍ରତିବର୍ଷ ଅଗଷ୍ଟ ମାସରେ ପାଳନ କରାଯାଉଥିବା ଏହି କାର୍ଯ୍ୟକ୍ରମ ୨୦ ବର୍ଷରେ ପଦାର୍ପଣ କରିବା ସହିତ ଏହି ବର୍ଷ ୬ ରୁ ୯ ଅଗଷ୍ଟ ଯାଏଁ ଚାରିଦିନ […]

ସଂପୂର୍ଣ୍ଣ ପଢନ୍ତୁ
Passport

୨ ଲକ୍ଷ ଭାରତୀୟ ନାଗରିକତ୍ବ ଛାଡ଼ିଛନ୍ତି

ନୂଆଦିଲ୍ଲୀ: ୨୦୨୪ରେ ୨ ଲକ୍ଷରୁ ଅଧିକ ବ୍ୟକ୍ତି ଭାରତୀୟ ନାଗରିକତ୍ବ ଛାଡିଥିବା ଜଣାପଡିଛି। ଶୁକ୍ରବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ବିଦେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ସୂଚନା ଦେଇଛନ୍ତି। ଏମାନେ ବିଦେଶୀ ନାଗରିକତ୍ବ ଗ୍ରହଣ କରିଥିବାରୁ ଭାରତୀୟ ନାଗରିକତ୍ବ ଛାଡିଥିବା କୁହାଯାଇଛି। ସୂଚନା ମୁତାବକ ୨୦୨୦ରେ ୮୫,୨୫୬ ଜଣ ଭାରତୀୟ ନାଗରିକତ୍ବ ଛାଡିଥିବାବେଳେ ୨୦୨୧ରେ ଏମାନଙ୍କ ସଂଖ୍ୟା ୧,୬୩,୩୭୦, ୨୦୨୨ରେ ୨,୨୫,୬୨୦, ୨୦୨୩ରେ ୨,୧୬,୨୧୯ ଓ ୨୦୨୪ରେ ୨,୦୬,୩୭୮ ରହିଥିଲା। ବ୍ୟକ୍ତିଗତ କାରଣରୁ […]

ସଂପୂର୍ଣ୍ଣ ପଢନ୍ତୁ
Space

ଭାରତ ପାଇଁ ଏୟାରସ୍ପେସ୍ ବନ୍ଦ କରିବା ନିଷ୍ପତ୍ତି ପଡିଲା ଭାରି, ପାକିସ୍ତାନ ଦୁଇ ମାସରେ ୧୨୭ କୋଟି କ୍ଷତି ସହିଲା

ଭାରତ ସହିତ ଉତ୍ତେଜନା ବୃଦ୍ଧି କଲା ପାକିସ୍ତାନ । ଏହା ପରେ ପାକିସ୍ତାନ ତାର ଏୟାରସ୍ପେସ୍ ବନ୍ଦ କରିବାର ନିଷ୍ପତ୍ତି ନେବା ଦ୍ୱାରା ନିଜ ପାଇଁ ବହୁତ କ୍ଷତି ହୋଇଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରକାଶ କରିଛି ଯେ ଭାରତୀୟ ବିମାନ ପାଇଁ ତାର ଏୟାରସ୍ପେସ୍ ବନ୍ଦ କରିବା ଯୋଗୁଁ ଦୁଇ ମାସରେ ପ୍ରାୟ ୧୨୭ କୋଟି ଭାରତୀୟ ଟଙ୍କା ଅର୍ଥାତ୍ (୪.୧୦ ବିଲିୟନ ପାକିସ୍ତାନୀ ଟଙ୍କା) କ୍ଷତି ହୋଇଛି । ଶୁକ୍ରବାର ଦିନ ପାକିସ୍ତାନର […]

ସଂପୂର୍ଣ୍ଣ ପଢନ୍ତୁ
Bande Bharat

ପ୍ରଧାନମନ୍ତ୍ରୀ ମୋଦୀ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ କଲେ ଉଦ୍ଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ବଡ଼ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ୩ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସର ଉଦ୍ଘାଟନ କରିଛନ୍ତି । ବେଙ୍ଗାଲୁରୁ ବେଲଗାବୀ ବନ୍ଦେ ଭାରତ ଏକ୍ସପ୍ରେସ, ଶ୍ରୀମାତା ବୈଷ୍ଣୋଦେବୀ କଟରା-ଅମୃତସର ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ନାଗପୁର –ପୁଣେ ବନ୍ଦେ ଭାରତ ଏକ୍ସପ୍ରେସ ରହିଛି । […]

ସଂପୂର୍ଣ୍ଣ ପଢନ୍ତୁ
Indigo

ଯାତ୍ରୀଙ୍କୁ ଅପରିଷ୍କାର ସିଟ୍ ଦେବା ପଡ଼ିଲା ମହଙ୍ଗା, ଇଣ୍ଡିଗୋ ଏୟାରଲାଇନକୁ୧.୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଯାତ୍ରୀଙ୍କୁ ଅପରିଷ୍କାର ସିଟ୍ ଦେବା ଇଣ୍ଡିଗୋକୁ ପଡ଼ିଲା ମହଙ୍ଗା । ଏଥିପାଇଁ ଏୟାରଲାଇନ୍ସକୁ ୧.୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ଏକ ଉପଭୋକ୍ତା ଫୋରମ୍ । ଜଣେ ମହିଳା ଜଣକ ଭୋଗୁଥିବା ଅସୁବିଧା, ଯନ୍ତ୍ରଣା ଏବଂ ମାନସିକ ଯନ୍ତ୍ରଣାର କ୍ଷତିପୂରଣ ପାଇଁ ଫୋରମ୍ ଏହି ନିର୍ଦ୍ଦେଶ ଦେଇଛନ୍ତି । ମଇଳା ଏବଂ ଦାଗଯୁକ୍ତ ସିଟ୍ ପାଇଁ ଇଣ୍ଡିଗୋକୁ ଏଭଳି କ୍ଷତିପୂରଣ ଦେବାକୁ ପଡିଛି । ନୂଆଦିଲ୍ଲୀ ଜିଲ୍ଲା ଉପଭୋକ୍ତା କମିଶନ ପିଙ୍କି […]

ସଂପୂର୍ଣ୍ଣ ପଢନ୍ତୁ
Terrorist

ଆତଙ୍କବାଦୀଙ୍କ ସହ ଗୁଳିବିନିମୟ: ୨ ଯବାନ ସହିଦ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ। ଆଉ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା। ଜମ୍ମୁ ଓ କଶ୍ମୀରର କୁଲଗାମ ଅଖାଲରେ ଲସ୍କର ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନ ୯ମ ଦିନରେ ପହଞ୍ଚିଛି। ୩ ଆତଙ୍କୀ ଏବେବି ଜଙ୍ଗଲରେ ଲୁଚି ରହିଥିବା ସୂଚନା ରହିଛି। ୯ ଦିନ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ଜଣେ ଆତଙ୍କବାଦୀର ମୃତଦେହ ଉଦ୍ଧାର କରାଯାଇଛି, ଦୁଇ ଜଣ ଯବାନ ସହିଦ ହୋଇଛନ୍ତି ଏବଂ […]

ସଂପୂର୍ଣ୍ଣ ପଢନ୍ତୁ
Fire

ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ : ଜଣେ ମୃତ, ୧୧ ଆହତ

ଦିଲ୍ଲୀ : ଦିଲ୍ଲୀ କସମସ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ଗାଡି ପହଞ୍ଚି ୧୧ଜଣଙ୍କୁ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ, ଦିଲ୍ଲୀର ଆନନ୍ଦ ବିହାରର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଏପରି ଅଘଟଣ ଦିନ ପ୍ରାୟ ୧୨ଟା ସମୟରେ ଦେଖିବାକୁ ମିଳିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୭ ଜଣ ଆହତ ହୋଇଥିବା ଜଣାପଡିଛି । […]

ସଂପୂର୍ଣ୍ଣ ପଢନ୍ତୁ
Delhi

ଦିଲ୍ଲୀରେ ପ୍ରବଳ ବର୍ଷା; କାନ୍ଥ ଭୁଶୁଡି ଚାଲିଗଲା ୭ ଜୀବନ

ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁଁ ଉବୁଟୁବୁ ଦିଲ୍ଲୀ । ଚାରିଆଡେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । କାଳନ୍ଦୀ କୁଞ୍ଜ, ମଥୁରା ରୋଡ୍‍, ରିଙ୍ଗ ରୋଡ୍‍, ଜିଟି କର୍ଣ୍ଣାଲ୍‍ ରୋଡ୍‍, ରୋହିଣୀ, ମଧୁବନ ଚୌକ୍‍, ଆନନ୍ଦ ବିହାର ଭଳି ଆହୁରି ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଟ୍ରାଫିକ୍‍ ଜାମ୍‍ ରହିଛି । ପ୍ରବଳ ବର୍ଷା ପାଇଁ ଜଳମଗ୍ନ […]

ସଂପୂର୍ଣ୍ଣ ପଢନ୍ତୁ
War 1

ରୁଷ- ୟୁକ୍ରେନ ଯୁଦ୍ଧର ଅନ୍ତ ଖୁବଶୀଘ୍ର ଘଟିପାରେ, ଦୁଇ ସୁପର ପାୱାର ଏକାଠି ହେବେ

ଖୁବଶୀଘ୍ର ରୁଷ- ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ । ଏକାଠି ହେବେ ଦୁଇ ସୁପର ପାୱାର । ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ୟୁକ୍ରେନ୍ ଶାନ୍ତି ନେଇ ଉଭୟ ନେତାଙ୍କ ମଧ୍ୟରେ ହେବ ଆଲୋଚନା । ଏହା ଉପରେ ରହିଛି ସାରା ବିଶ୍ବର ନଜର । ଅସ୍ତ୍ରବିରତି ସମ୍ପର୍କରେ ବିଭିନ୍ନ ପକ୍ଷ ସହମତି ହେଉଛନ୍ତି ବୋଲି କହିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ