ବିହାରରେ ନିର୍ମାଣ ହେବ ମାତା ସୀତାଙ୍କ ମନ୍ଦିର, ଭୂମି ପୂଜା କଲେ ଶାହ
ପାଟନା: ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବା ପରେ ମାତା ସୀତାଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣ କରିବେ କେନ୍ଦ୍ର ସରକାର। ଏଥିପାଇଁ ମୂଳଦୁଆ ପଡ଼ିସାରିଛି। ଶୁକ୍ରବାର ବିହାରର ସୀତାମଢ଼ିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାନକୀ ମନ୍ଦିର ପାଇଁ ଭୂମି ପୂଜନ କରିଛନ୍ତି। ସୂଚନା ଅନୁଯାୟୀ, ଭୂମି ପୂଜନ କାର୍ଯ୍ୟକ୍ରମ ଅପରାହ୍ନ ୧ଟାରେ ଆରମ୍ଭ ହୋଇଥିଲା। ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଉପସ୍ଥିତ ଥିଲେ। ଏହି ମନ୍ଦିରର ନିର୍ମାଣ […]
ସଂପୂର୍ଣ୍ଣ ପଢନ୍ତୁ