Air

ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି

ଜୟପୁର: ଜୟପୁରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାପରେ ଜରୁରୀ ଅବତରଣ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆ ବିମାନକୁ ଶନିଦଶା ଲାଗିଛି କି? ବୋଲି ଲୋକେ ପ୍ରଶ୍ନ କରିଛନ୍ତି। କାରଣ ୨୦୨୫ ଜୁନ ୧୨ ତାରିଖରେ ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଉଡ଼ିବାର କିଛି ସମୟରେ ପରେ ଭୟାବହ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୨ଜଣଙ୍କ ଯାତ୍ରୀଙ୍କ ମଧ୍ୟରୁ ୨୪୧ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ […]

ସଂପୂର୍ଣ୍ଣ ପଢନ୍ତୁ
T 2025 07 25 16 42 09

ଜମ୍ମୁ-କଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଜଣେ ଯବାନ ସହିଦ୍, ୨ ଆହତ

ନୂଆଦିଲ୍ଲୀ: ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ନେଲା ଯବାନଙ୍କ ଜୀବନ। ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ଥିବା ନିୟନ୍ତ୍ରଣ ରେଖା ନିକଟରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟି ଭାରତୀୟ ସେନାର ଜଣେ ଯବାନ ସହିଦ୍ ହୋଇଛନ୍ତି। ଜାଟ୍ ରେଜିମେଣ୍ଟର ଜଣେ ସୈନିକ (ଅଗ୍ନିବୀର)ଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଜେସିଓ ଏବଂ ଜଣେ ସୈନିକ ଆହତ ହୋଇଛନ୍ତି। ଆହତ ସୈନିକମାନଙ୍କୁ ଚିକିତ୍ସା ପାଇଁ ବିମାନ ଯୋଗେ ଉଧମପୁରର ସେନା ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, […]

ସଂପୂର୍ଣ୍ଣ ପଢନ୍ତୁ
Cds

ଶାସ୍ତ୍ର ଓ ଶସ୍ତ୍ର ଉଭୟ ଜରୁରୀ : ସିଡିଏସ୍

ନୂଆଦିଲ୍ଲୀ : ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ( ସିଡିଏସ ) ଜେନେରାଲ ଅନିଲ ଚୌହାନ କହିଛନ୍ତି ଯେ ‘ଅପରେସନ୍ ସିନ୍ଦୂର’ ଏବେ ବି ଚାଲିଛି ଏବଂ ସେନାକୁ ସବୁବେଳେ ସର୍ବାଧିକ ସତର୍କ ସ୍ଥିତିରେ ରହିବାକୁ ପଡିବ। ସେ କହିଛନ୍ତି ଯେ ଯୁଦ୍ଧ ପାଇଁ ଶସ୍ତ୍ର ଏବଂ ଶାସ୍ତ୍ର (ଜ୍ଞାନ) ଉଭୟ ଆବଶ୍ୟକ। ସେ କହିଛନ୍ତି ଯେ ଆଜିର ଯୁଦ୍ଧ ପାରମ୍ପରିକ ଏବଂ ଆଧୁନିକ ପଦ୍ଧତିର ମିଶ୍ରଣ, ଯେଉଁଥିରେ କାଇନେଟିକ୍  (ଅସ୍ତ୍ର-ଆଧାରିତ) ଏବଂ ନନ୍-କାଇନେଟିକ୍ (ସୂଚନା-ଆଧାରିତ) ରଣନୀତି […]

ସଂପୂର୍ଣ୍ଣ ପଢନ୍ତୁ
All Party Meet 1068x601

ସର୍ବଦଳୀୟ ବୈଠକରେ ସହମତି: ସୋମବାରଠାରୁ ସୁରୁଖୁରୁରେ ଚାଲିବ ସଂସଦ

ବିହାରରେ ଭୋଟର ତାଲିକା ସଂଶୋଧନ ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର)କୁ ବିରୋଧ କରି ସଂସଦରେ ଦୁଇଦିନ ଧରି ହଟ୍ଟଗୋଳ ଲାଗି ରହିବା ପରେ ଶୁକ୍ରବାର ସୁଧାର ଆସିଛି। ସର୍ବଦଳୀୟ ବୈଠକରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ଆସନ୍ତା ସୋମବାରଠାରୁ ସଂସଦ କାର୍ଯ୍ୟ ନିୟମିତ ଚାଲୁରହିବ ବୋଲି ବୈଠକରେ ସହମତି ହୋଇଛି। ତେବେ ବୈଠକ ପରେ ଅପରାହ୍ନ ୨ଟାରେ ପୁନର୍ବାର କାର୍ଯ୍ୟ ଆରମ୍ଭ ହୋଇଥିଲେ ବିରୋଧୀମାନେ ପୁଣି […]

ସଂପୂର୍ଣ୍ଣ ପଢନ୍ତୁ
Ahemada

ବ୍ରିଟିଶ ନାଗରିକଙ୍କ ପରିବାରକୁ ଭୁଲ ମୃତଦେହ ହସ୍ତାନ୍ତର କରିବା ଘଟଣାକୁ ଖଣ୍ଡନ କଲେ ସରକାର

ନୂଆଦିଲ୍ଲୀ: ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ବ୍ରିଟିଶ ନାଗରିକଙ୍କ ପରିବାରକୁ ଭୁଲ ମୃତଦେହ ହସ୍ତାନ୍ତର କରାଯାଇଥିବା ନେଇ ବ୍ରିଟିଶ ଗଣମାଧ୍ୟମ ଦାବି କରିଥିଲା। ବ୍ରିଟିଶ ଗଣମାଧ୍ୟମର ଏହି ଦାବିକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରତ୍ୟାଖ୍ୟାନ କରି କହିଛି, ‘ଯେ ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତଦେହଗୁଡ଼ିକର ଡିଏନଏ ଯାଞ୍ଚ ପରେ ସେଗୁୂଡ଼ିକୁ କଡ଼ା ନିୟମରେ ରଖାଯାଇଥିଲା। ଉକ୍ତ ମୃତଦେହଗୁଡ଼ିକୁ ସେମାନଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିବା ସମୟରେ ମର୍ଯ୍ୟାଦାର ଯତ୍ନ ନିଆଯିବା ସହିତ […]

ସଂପୂର୍ଣ୍ଣ ପଢନ୍ତୁ
2

ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତିନାମା

ଲଣ୍ଡନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁକ୍ତରାଜ୍ୟ ( ବ୍ରିଟେନ) ଗସ୍ତ ସମୟରେ ଗୁରୁବାର ଭାରତ ଏବଂ ଯୁକ୍ତରାଜ୍ୟ ମଧ୍ୟରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ସ୍ୱାକ୍ଷରିତ ହୋଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗ୍ରାମୀଣ ବାସଭବନ ଲଣ୍ଡନ ନିକଟସ୍ଥ ଚେକର୍ସରେ ମୋଦୀ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଭେଟିଥିଲେ। ଏହି ଅବସରରେ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଏହି ଚୁକ୍ତିନାମାକୁ ଭାରତ ଏବଂ ୟୁକେ ମଧ୍ୟରେ ଆର୍ଥିକ ଅଭିବୃଦ୍ଧି ଏବଂ ନୂତନ ନିଯୁକ୍ତି ସୁଯୋଗର […]

ସଂପୂର୍ଣ୍ଣ ପଢନ୍ତୁ
Darshan 1730274820 150x150

କନ୍ନଡ ଅଭିନେତାଙ୍କ ଜାମିନକୁ ନେଇ ହାଇକୋର୍ଟଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରେଣୁକାସ୍ୱାମୀ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ରେଣୁକାସ୍ୱାମୀଙ୍କୁ ଅପହରଣ କରି ନିର୍ଯାତନା ଦେବାପରେ ହତ୍ୟା କରିବା ଅଭିଯୋଗରେ ଦର୍ଶନଙ୍କୁ ଗତ ବର୍ଷ ଜୁନ୍ ମାସରେ ଗିରଫ କରାଯାଇଥିଲା। ଜୁଲାଇ ୨୪ରେ ଦର୍ଶନଙ୍କ ହତ୍ୟା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଆଜି ଶୁଣାଣି ସମୟରେ ବିଚାରପତି ଜେବି ପାରଦିୱାଲା ଏବଂ ବିଚାରପତି ଆର ମହାଦେବନଙ୍କ ଖଣ୍ଡପୀଠ କହିଥିଲେ ଯେ […]

ସଂପୂର୍ଣ୍ଣ ପଢନ୍ତୁ
9321ff2e 1ee4 4495 Bf2b 62de10ac2653 2025 07 24 16 27 54

ଏବେ ହେମନ୍ତଙ୍କ ପାଳି: ଆରଜେଡିକୁ ଏତିକି ଆସନ ମାଗିଲା ଜେଏମଏମ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ନେଇ ଯଦିଓ କୌଣସି ଘୋଷଣା ହୋଇନାହିଁ, ତେବେ ରାଜନୈତିକ ଦଳଗୁଡିକ ସେମାନଙ୍କର ପ୍ରସ୍ତୁତି ଜୋରସୋରରେ କରୁଛନ୍ତି | ବିଶେଷ କରି ବିରୋଧୀ ଦଳଗୁଡ଼ିକର ମହାଗଠବନ୍ଧନରେ ଆଲୋଚନା ତୀବ୍ର ହୋଇଛି। ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନରେ ଆସନ ବଣ୍ଟନ ଆଲୋଚନା ଜୋର ଧରିଛି। ଏବେ ହେମନ୍ତ ସୋରେନଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ମଧ୍ୟ ଆସନ ପାଇଁ ବୁଝାମଣାରେ ସାମିଲ ହୋଇଛି ଏବଂ ୧୨ଟି ଆସନ ଦାବି କରିଛି। ହେମନ୍ତ ସୋରେନଙ୍କ ଜେଏମଏମ […]

ସଂପୂର୍ଣ୍ଣ ପଢନ୍ତୁ
Zzzzzz

ପ୍ରାଚୀନ ଶିବ ମନ୍ଦିରକୁ ନେଇ କାମ୍ବୋଡିଆ ଓ ଥାଇଲାଣ୍ଡ ମଧ୍ୟରେ ଭୀଷଣ ଯୁଦ୍ଧ

ବ୍ୟାଙ୍କକ୍ : ୟୁକ୍ରେନ-ରୁଷ, ମଧ୍ୟପୂର୍ବରେ ସଂଘର୍ଷ ଜାରି ରହିଥିବାବେଳେ ବିଶ୍ବର ଆଉ ଏକ ଅଂଚଳରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ତାହା ହେଉଛି ଦକ୍ଷିଣ-ପୂର୍ବ ଏସିଆ । ବିଗତ କିଛି ଦିନ ହେଲା କାମ୍ବୋଡିଆ ଓ ଥାଇଲାଣ୍ଡ ମଧ୍ୟରେ ଚାଲିଆସିଥିବା ଉତ୍ତେଜନା ଶେଷରେ ଏକ ସଂଘର୍ଷର ରୂପ ନେଇଛି । କାମ୍ବୋଡିଆ ପକ୍ଷରୁ ଥାଇଲାଣ୍ଡ ଉପରେ ରକେଟ ମାଡ଼ କରାଯିବା ପରେ ତାହାର ଜବାବରେ ଥାଇ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଛି । ଏହି ଏୟାର […]

ସଂପୂର୍ଣ୍ଣ ପଢନ୍ତୁ
2 195 1753358480068

ରାଜ୍ୟସଭାରୁ ଅବସର ନେଉଥିବା ୬ ସଦସ୍ୟଙ୍କୁ ବିଦାୟୀ ସମ୍ୱର୍ଦ୍ଧନା , ଜଣେ ସାଂସଦଙ୍କ ଫେରିବା ନିଶ୍ଚିତ

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନ ବେଳେ ପୂର୍ବତନ ଉପରାଷ୍ଟ୍ରପତି ଜଗଦିପ୍‌ ଧନଖଡଙ୍କ ଇସ୍ତଫାରେ ରାଜ୍ୟସଭା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗୁରୁବାର ଉପର ସଦନରେ ସେହି ୬ ସଦସ୍ୟଙ୍କୁ ବିଦାୟୀ ଦିଆଯାଇଛି, ଯାହାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ଉପାଧ୍ୟକ୍ଷ ହରିବଂଶ ଏହି ପୂରା କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଛନ୍ତି। ସେ ଆବଶ୍ୟକ କାଗଜପତ୍ର ଟେବୁଲ ଉପରେ ରଖି ୬ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବା କହିଥିଲେ। ଯେଉଁଥିରେ ଜଣେ ଏଆଇଏଡିଏମକେର ପି ୱିଲସନ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଗୃହକୁ […]

ସଂପୂର୍ଣ୍ଣ ପଢନ୍ତୁ