ଇଣ୍ଡୋନେସିଆ : ଜାହାଜରେ ଅଗ୍ନିକାଣ୍ଡ, ଭୟରେ ସମୁଦ୍ରକୁ ଡେଇଁଲେ ଯାତ୍ରୀ
ଜାକାର୍ତ୍ତା : ଇଣ୍ଡୋନେସିଆ ନିକଟସ୍ଥ ସମୁଦ୍ରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ଯୋଗୁଁ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ । ଏହି ଅଗ୍ନିକାଣ୍ଡର ଭିଡିଓ ଭାଇରାଲ ହୋଇଛି । ସୂଚନା ଅନୁସାରେ ଉତ୍ତର ସୁଲାୱେସିର ତାଲିସ୍ ଦ୍ୱୀପ ନିକଟରେ କେଏମ ବାର୍ସିଲୋନା ଭିଏ ଜାହାଜରେ ହଠାତ୍ ନିଆଁ ଲାଗିଯାଇଥିଲା ଓ ଦେଖୁ ଦେଖୁ ନିଆଁ ସାରା ଜାହାଜକୁ ବ୍ୟାପିଯାଇଥିଲା । ଏହା ପରେ ଯାତ୍ରୀମାନଙ୍କ ମଧ୍ୟରେ […]
ସଂପୂର୍ଣ୍ଣ ପଢନ୍ତୁ