Nitis

୧୦୦ ୟୁନିଟ୍‌ ମାଗଣା ବିଜୁଳି ଦେବାକୁ ସରକାର କଲେ ଯୋଜନା

ପାଟନା : ନିର୍ବାଚନ ପୂର୍ବରୁ ନୀତିଶ ସରକାରଙ୍କ ବଡ ଭେଟି। ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ କିଛି ମାସ ବାକି ରହିଛି । ମାତ୍ର ଏବେ ମଧ୍ୟ ସରଗରମ ରହିଛି ରାଜ୍ୟ ରାଜନୀତି । ଏବେ ଠାରୁ ଅନେକ ରାଜନୈତିକ ଦଳ ଲୋକଙ୍କ ନିକଟକୁ ଯିବା ସହ ସେମାନଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି । ଏସବୁ ମଧ୍ୟରେ ବିହାର ସରକାର ନିର୍ବାଚନ ପୂର୍ବରୁ ବିହାରବାସୀଙ୍କୁ ଏକ ବଡ ଖୁସି ଖବର ଦେଇଛନ୍ତି । ସରକାର ରାଜ୍ୟରେ ପ୍ରାୟ […]

ସଂପୂର୍ଣ୍ଣ ପଢନ୍ତୁ
A Firefighter Stands Next To The

ଆସିଲା ତଦନ୍ତ ରିପୋର୍ଟ; ବିମାନ ଦୁଇଟି ଇଞ୍ଜିନ୍‍ ହଠାତ୍‍ କାମ କରିଲାନି

ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦ ବିମାନ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ । ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ବିଳମ୍ବିତ ରାତିରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ବିମାନ ଦୁର୍ଘଟଣାର ପ୍ରମୁଖ କାରଣ ଦର୍ଶାଯାଇଛି ଯେ ଅପ୍ରତ୍ୟାଶିତ ଭାବରେ ବିମାନର ଦୁଇଟି ଇଞ୍ଜିନ ହଠାତ୍‍ କାମ କରିଲାନି । ଏକ ସେକେଣ୍ଡରେ ଇଞ୍ଜିନକୁ ଇନ୍ଧନ ଯୋଗାଣ ବନ୍ଦ ହୋଇଗଲା । ଟେକଅଫର ୯୦ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯାଇଥିଲା ବିମାନ । […]

ସଂପୂର୍ଣ୍ଣ ପଢନ୍ତୁ
Ffsit4jntld0z19awcxw

ତୁର୍କୀ କରୁଛି ବଡ ଯୋଜନା, ଇସ୍ରାଏଲର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସମ୍ପ୍ରତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ନୋବେଲ୍ ପୁରସ୍କାର ପାଇଁ ପଠାଇଛନ୍ତି, କିନ୍ତୁ ଏହି ସମୟ ମଧ୍ୟରେ ଟ୍ରମ୍ପ ସମସ୍ୟାରେ ପଡ଼ିଥିବା ପରି ମନେ ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଚାହୁଁନାହିଁ ଯେ ଆମେରିକା ତାର ଲଢ଼ୁଆ ଜେଟ୍ ଏଫ-୩୫ ତୁର୍କୀକୁ ବିକ୍ରୟ କରୁ। ଏହା ଉପରେ ଇସ୍ରାଏଲ ନିଜର ଅସନ୍ତୋଷ ପ୍ରକାଶ କରିଛି। ପ୍ରକୃତରେ, ତୁର୍କୀ […]

ସଂପୂର୍ଣ୍ଣ ପଢନ୍ତୁ
Atta

ୟୁକ୍ରେନ ଉପରେ ରୁଷର ବଡ଼ ଆକ୍ରମଣ

କିବ୍ : ୟୁକ୍ରେନ ଉପରେ ରୁଷ ପକ୍ଷରୁ ଏକ ବଡ଼ ଆକ୍ରମଣ କରାଯାଇଛି । ଏଥିରେ ୟୁକ୍ରେନର ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ୟୁକ୍ରେନୀୟ ବାୟୁସେନା କହିଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଶୁକ୍ରବାର ରାତିରେ ରୁଷ ୟୁକ୍ରେନ ଉପରେ ୫୯୭ଟି ଡ୍ରୋନ୍ ଏବଂ ୨୬ଟି କ୍ଷେପଣାସ୍ତ୍ର ମାଧ୍ୟମରେ ପ୍ରଚଣ୍ଡ ଆକ୍ରମଣ କରିଥିଲା। ଏହା ଗତ କିଛି ମାସ ମଧ୍ୟରେ ରୁଷ ଦ୍ୱାରା କରାଯାଇଥିବା ସବୁଠାରୁ ବଡ଼ ଆକ୍ରମଣ। ଜେଲେନସ୍କିଙ୍କ କହିବା ଅନୁଯାୟୀ, […]

ସଂପୂର୍ଣ୍ଣ ପଢନ୍ତୁ
2 189 1752305342399

ଜୈଶ-ଲସ୍କରର ଯୋଜନାର ଖୁଲାସା, ନେପାଳ ଦେଇ ଆତଙ୍କୀ ଅନୁପ୍ରବେଶ କରିବାକୁ ପାକିସ୍ତାନର ପ୍ଲାନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ପୁଣି ଥରେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଏନେଇ ଚେତାବନୀ ଦେଇଛନ୍ତି ନେପାଳର ଜଣେ ଶୀର୍ଷ ଅଧିକାରୀ। ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବା ଭଳି ଆତଙ୍କବାଦୀ ଗୋଷ୍ଠୀ ଭାରତ ଉପରେ ଆକ୍ରମଣ କରିବା ପାଇଁ ନେପାଳର ରାସ୍ତାକୁ ବ୍ୟବହାର କରିପାରନ୍ତି। ନେପାଳ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ସୁନୀଲ ବାହାଦୁର ଥାପା କାଠମାଣ୍ଡୁରେ ଦକ୍ଷିଣ ଏସିଆରେ ଆତଙ୍କବାଦ: ଆଞ୍ଚଳିକ ଶାନ୍ତି ଏବଂ ସୁରକ୍ଷା ପାଇଁ ଏକ ଆହ୍ୱାନ […]

ସଂପୂର୍ଣ୍ଣ ପଢନ୍ତୁ
2 176 1752302286684

ସାମ୍ନାକୁ ଆସିଲା ରାଧିକା ଯାଦବଙ୍କ ହ୍ୱାଟସଆପ୍ ଚାଟ୍, ଟେନିସ୍ ପ୍ରଶିକ୍ଷକଙ୍କୁ କହିଥିଲେ ସମସ୍ୟା

ନୂଆଦିଲ୍ଲୀ ୧୨।୦୭; ଗୁରୁଗ୍ରାମର ରାଧିକା ଯାଦବ ହତ୍ୟା ମାମଲା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା ପାଲଟିଛି। ଜଣେ ବାପା ଏତେ ଦକ୍ଷ ଝିଅକୁ କିପରି ହତ୍ୟା କରିପାରେ… ଏହା ସମସ୍ତଙ୍କ ମନରେ ପ୍ରଶ୍ନ। ଅଭିଯୁକ୍ତ ପିତା ଦୀପକ ଯାଦବ ପୋଲିସ ବର୍ତ୍ତମାନ ଦିନିକିଆ ରିମାଣ୍ଡରେ ନେଇଛି। ତାଙ୍କୁ ପଚରାଉଚରା କରାଯାଉଛି। ସେ ତାଙ୍କର ଅପରାଧ ସ୍ୱୀକାର କରିଛନ୍ତି। ଏହି ସମୟରେ, ରାଧିକାଙ୍କ ହ୍ୱାଟସଆପ୍ ଚାଟ୍ ଭାଇରାଲ ହୋଇଛି। ଏଥିରେ, ରାଧିକା ତାଙ୍କ ଟେନିସ୍ ପ୍ରଶିକ୍ଷକଙ୍କୁ ସେହି ସମସ୍ୟା ବିଷୟରେ […]

ସଂପୂର୍ଣ୍ଣ ପଢନ୍ତୁ
Kapil 750x430

କପିଲଙ୍କ ଘରେ ପୁଲିସ, କାଫେ ଉପରକୁ ଗୁଳିମାଡ଼ ପରେ ଘର ବାହାରେ ସୁରକ୍ଷା ବୃଦ୍ଧି

ମୁମ୍ବଇ: ଲୋକପ୍ରିୟ ହାସ୍ୟାଭିନେତା କପିଲ ଶର୍ମାଙ୍କ କାନାଡ଼ାସ୍ଥିତ କାଫେ ଉପରକୁ ଗୁଳିମାାଡ଼ ଘଟଣା ପରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନ ବାହାରେ ପୁଲିସ ଗତିବିଧି ଦେଖିବାକୁ ମିଳିଛି। କପିଲଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି ମୁମ୍ବଇ ପୁଲିସ। ଶୁକ୍ରବାର ସକାଳେ ମୁମ୍ବଇ ପୁଲିସର ଏକ ଟିମ୍‌ ହଠାତ୍ ଓଶିୱାରାସ୍ଥିତ କପିଲ ଶର୍ମାଙ୍କ ଘରେ ପହଞ୍ଚିଥିଲା। ତେବେ ପୁଲିସ କିଛି ସମୟ ରହିବା ପରେ କୌଣସି ବୟାନ ନ ଦେଇ ସେଠାରୁ ଚାଲିଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା […]

ସଂପୂର୍ଣ୍ଣ ପଢନ୍ତୁ
Asaaa

ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି ହସ୍ପିଟାଲ; ଆସିଲା କଡା ନିୟମ

ଏବେ କୌଣସି ଘରୋଇ ହସ୍ପିଟାଲ ହେଉ କି ନର୍ସିଂ ହୋମ୍‍ ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେ ନାହିଁ । ମୃତ୍ୟୁ ହେବାର ୨ଘଣ୍ଟା ମଧ୍ୟରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ବାଧ୍ୟତାମୂଳକ । ଚିକିତ୍ସା ପାଇଁ ଦେୟ ବାକି ଥିଲେ ବି ମୃତଦେହକୁ ଛାଡିବାକୁ ବାଧ୍ୟ ହେବେ ସବୁ ହସ୍ପିଟାଲର କର୍ତ୍ତୃପକ୍ଷ । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ଆଜି ଆସାମ କ୍ୟାବିନେଟରେ ଏନେଇ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Modi 750x430

ରାଜନୀତିରୁ ଅବସରକୁ ନେଇ ମୋଦୀଙ୍କୁ ଟାର୍ଗେଟ କଲା କଂଗ୍ରେସ

ରାଜନୀତିରୁ ଅବସର ବୟସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଆରଏସଏସ(ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ) ମୁଖ୍ୟ ମୋହନ ଭାଗବତଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଏଭଳି କଟାକ୍ଷ କରିଛି। ୭୫ ବର୍ଷ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବା ଉଚିତ ବୋଲି ମୋହନ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆସନ୍ତା ସେପ୍ଟେମ୍ବର ମାସରେ ୭୫ ବର୍ଷ ପୂରଣ ହେଉଥିବାରୁ ସେ ଅବସର ନେବା ଉଚିତ ବୋଲି କଂଗ୍ରେସ କହିଛି। କଂଗ୍ରେସ ନେତା ଜୟରାମ ରମେଶ ସାମାଜିକ ଗଣମାଧ୍ୟମ […]

ସଂପୂର୍ଣ୍ଣ ପଢନ୍ତୁ
Sidh

ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ଅନୁମତି ମିଳିଲାନି, ସିଦ୍ଧରମୈୟା ଅପଦସ୍ଥ

ନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତରେ ଯାଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅପଦସ୍ଥ ହୋଇଛନ୍ତି । ସେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ସମୟ ମାଗିଥିଲେ । କିନ୍ତୁ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଇନଥିଲା । ଏହି ଘଟଣା ପରେ କର୍ଣ୍ଣାଟକରେ ପୁଣି ଥରେ ନେତୃତ୍ବ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋରଦାର ହୋଇଛି। ସେପଟେ ଏହି ଘଟଣାକୁ ନେଇ ବିଜେପି କଂଗ୍ରେସକୁ ସମାଲୋଚନା କରି କହିଛି ଯେ ନିଜ ଦଳର […]

ସଂପୂର୍ଣ୍ଣ ପଢନ୍ତୁ