Er

ଦଳ କହିଲେ ଗେଟ୍ ଖୋଲିବି ବନ୍ଦ କରିବି : କହ୍ନୈୟା କୁମାର

ପାଟନା : କଂଗ୍ରେସ ନେତା କହ୍ନୈୟା କୁମାର କହିଛନ୍ତି ଯେ ସେ ଦଳର ଶୃଙ୍ଖଳିତ କର୍ମୀ । ଯଦି ଦଳ କହିବ ସେ ଗେଟ ଖୋଲିବେ ଓ ବନ୍ଦ କରିବେ । ଦଳ ଯଦି କହିବ ସେ ନିର୍ବାଚନ ମଧ୍ୟ ଲଢିବେ । ପାଟନାଠାରେ ଏକ ଟିଭି ଚ୍ୟାନେଲ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେବା ଅବସରରେ ତାଙ୍କୁ ନିର୍ବାଚନ ଲଢିବା ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ ଯେ ରାଜନୀତି […]

ସଂପୂର୍ଣ୍ଣ ପଢନ୍ତୁ
Ajit

‘ଅପରେସନ୍‌ ସିନ୍ଦୂର’ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ: ଡୋଭାଲ୍‌

ନୂଆଦିଲ୍ଲୀ: ‘ଅପରେସନ୍‌ ସିନ୍ଦୂର’କୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ପ୍ରଶଂସା କରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭାରତରେ ସମ୍ପତି କ୍ଷତିର ବିଦେଶୀ ଗଣମାଧ୍ୟମ ରିପୋର୍ଟକୁ ଖାରଜ କରିଛନ୍ତି।ପାକିସ୍ତାନର ମିସାଇଲ୍ ମାଡ଼ରେ ଭାରତର ଅନେକ କ୍ଷତି ହୋଇଥିବା ନେଇ ବିଦେଶୀ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଅଜିତ୍ ଡୋଭାଲ । ଡୋଭାଲ୍‌ କହିଛନ୍ତି, ‘‘ମୋତେ ଭାରତୀୟ କ୍ଷତିର ଗୋଟିଏ ଫଟୋ ଦେଖାନ୍ତୁ – […]

ସଂପୂର୍ଣ୍ଣ ପଢନ୍ତୁ
Niti Ayog 664x430

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପରିଷଦ ଗୁଡିକୁ ସୁଦୃଢ଼ କରିବ ନୀତି ଆୟୋଗ ରୋଡମ୍ୟାପ୍

ନୀତି ଆୟୋଗ ଆଜି ନୂଆଦିଲ୍ଲୀରେ ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପରିଷଦକୁ ସୁଦୃଢ଼ ​​କରିବା ପାଇଁ ଏକ ରୋଡମ୍ୟାପ୍ ଆରମ୍ଭ କରିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ, ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଏବଂ ନୀତି ଆୟୋଗ ସଦସ୍ୟ ଡକ୍ଟର ଭି କେ ସାରସ୍ୱତଙ୍କ ସହିତ ଏହାକୁ ଆରମ୍ଭ କରିଛନ୍ତି। ଆୟୋଗ ଅନୁଯାୟୀ, ଏହି ରୋଡମ୍ୟାପ୍ ସାରା ଭାରତରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ପରିଷଦର ଭୂମିକା ଏବଂ କାର୍ଯ୍ୟକାରିତାକୁ ସୁଦୃଢ଼ […]

ସଂପୂର୍ଣ୍ଣ ପଢନ୍ତୁ
Trump 1 750x430

ଭାରତ ଉପରେ ୫୦୦% ଶୁଳ୍କ ଲଗାଇବ ଆମେରିକା ! ଟ୍ରମ୍ପ କହିଲେ-‘ଏହା ସମ୍ପୂର୍ଣ୍ଣ ମୋ ପସନ୍ଦ’

ଭାରତ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲଗାଇପାରେ ଆମେରିକା। ରୁଷ ସହିତ ଭାରତର ବାଣିଜ୍ୟିକ ସମ୍ବନ୍ଧ ଭଲ ଥିବାରୁ ଆମେରିକା ଏହି ପଦକ୍ଷେପ ନେଇପାରେ। ଏ ସମ୍ପର୍କିତ ଏକ ପ୍ରଶ୍ନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲାଗୁ କରିବା ନେଇ ଇସାରା କରିଛନ୍ତି। ଏହା ସମ୍ପୂର୍ଣ୍ଣ ତାଙ୍କ ପସନ୍ଦ(ଇଚ୍ଛା ଉପରେ ନିର୍ଭରଶୀଳ) ବୋଲି ଟ୍ରମ୍ପ କହିଛନ୍ତି। ପୂର୍ବରୁ ଟ୍ରମ୍ପ ଚେତାବନୀ ଦେଇ କହିଥିଲେ ଯେ, ରୁଷ ସହିତ ବାଣିଜ୍ୟିକ ସମ୍ପର୍କ […]

ସଂପୂର୍ଣ୍ଣ ପଢନ୍ତୁ
Mon

ବିଗ୍‌ବସ୍‌ ଯିବେ ମୋନାଲିସା!

ମୁମ୍ବଇ: ମହାକୁମ୍ଭ ମେଳାରେ ମାଳି ବିକ୍ରି କରିବାକୁ ଆସିଥିବା ମୋନାଲିସା ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଗଲେ ଏବଂ ଏବେ ସେ ବଲିଉଡରେ ମଧ୍ୟ ପାଦ ଥାପି ସାରିଛନ୍ତି। ନିକଟରେ ଉତ୍କର୍ଷ ସିଂହଙ୍କ ସହ ତାଙ୍କର ଏକ ମ୍ୟୁଜିକ ଭିଡିଓ ରିଲିଜ୍ ହୋଇଥିଲା, ଆଉ ଏବେ ମୋନାଲିସା ଆହୁରି ଆଗକୁ ବଢ଼ି ସଲମାନ ଖାନଙ୍କ ସବୁଠାରୁ ଲୋକପ୍ରିୟ ଶୋ’ ‘ବିଗ୍ ବସ୍’ରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି। ଇନଷ୍ଟାଗ୍ରାମରେ monalisha_mahakumbh ନାମକ ପେଜ୍‌ରେ ମୋନାଲିସାଙ୍କର ଏକ ଭିଡିଓ ପୋଷ୍ଟ […]

ସଂପୂର୍ଣ୍ଣ ପଢନ୍ତୁ
Amazon

୧୦ ମିନିଟରେ ପହଞ୍ଚିବ ଆମାଜନ ସାମଗ୍ରୀ

ନୂଆଦିଲ୍ଲୀ : ଏଣିକି ୧୦ ମିନିଟରେ ମିଳିବ ଆମାଜନର ଡେଲିଭରି । ଆମାଜନ ନାଓ ପ୍ଲାଟଫର୍ମ ମାଧ୍ୟମରେ ଗ୍ରାହକମାନେ ଏହି ସୁବିଧା ପାଇପାରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀରେ ଏହି ସେବା ଆରମ୍ଭ ହୋଇଛି । ଦେଶରେ ତୁରନ୍ତ ବ୍ୟବସାୟ ବା କ୍ବିକ୍ କମର୍ସର କ୍ରେଡ୍ ବଢିଚାଲିଛି । ଏ କ୍ଷେତ୍ରରେ ସ୍ବିଗି ଇନଷ୍ଟାମାର୍ଟ, ଜିଓମାର୍ଟ, ଜେପଟୋ, ବ୍ଲିଙ୍କିଟ୍ ପରି କମ୍ପାନି ଏ କ୍ଷେତ୍ରରେ ଆଗୁଆ ରହିଛି । ବିଭିନ୍ନ ନିତିଦିନିଆ ସାମଗ୍ରୀ ଅର୍ଡର କରିବାର ଅଳ୍ପ […]

ସଂପୂର୍ଣ୍ଣ ପଢନ୍ତୁ
Cds

ଚୀନ, ପାକିସ୍ତାନ, ବାଂଲାଦେଶ ମେଣ୍ଟ ଭାରତ ପାଇଁ ବିପଦ: ସିଡିଏସ୍

ନୂଆଦିଲ୍ଲୀ : ଭାରତର ତିନି ପଡ଼ୋଶୀ ଦେଶ ଚୀନ, ପାକିସ୍ତାନ ଓ ବାଂଲାଦେଶ ଉପରେ ଏକ ବଡ଼ ବୟାନ ଦେଇଛନ୍ତି ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ) ଜେନେରାଲ ଅନୀଲ ଚୌହାନ । ନିଜର ରଣନୈତିକ ସ୍ବାର୍ଥ ପାଇଁ ଏକାଠି ହେବା ଭାରତର ସୁରକ୍ଷା ଓ ସ୍ଥିରତା ପାଇଁ ଏକ ବଡ଼ ବିପଦ ବୋଲି ସେ ମତ ଦେଇଛନ୍ତି । ଅବର୍ଜଭର ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ଆଲୋଚନାରେ ଉଦବୋଧନ ଦେଇ ଜେନେରାଲ ଚୌହାନ କହିଛନ୍ତି ଯେ […]

ସଂପୂର୍ଣ୍ଣ ପଢନ୍ତୁ
Vot

ବିହାରରେ ଜାରି ରହିବ ଭୋଟର ତାଲିକା ସଂଶୋଧନ

ନୂଆଦିଲ୍ଲୀ : ବିହାରରେ ଭୋଟର ତାଲିକା ସମୀକ୍ଷା ଜାରି ରହିବ। ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟରୁ ସବୁଜ ସଙ୍କେତ ମିଳିଛି। ଗୁରୁବାର ଦିନ ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ ଏହି ପ୍ରକ୍ରିୟା ବନ୍ଦ କରିବାକୁ ମନା କରିଦେଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଉଛି। ନିର୍ବାଚନ କମିଶନ ଏକ ସାମ୍ବିଧାନିକ ପ୍ରାଧିକରଣ। ଆମେ ଏହାକୁ ପ୍ରକ୍ରିୟା ଚଳାଇବାରୁ ବାରଣ କରିବୁ ନାହିଁ। କୋର୍ଟର ଏହି ନିଷ୍ପତ୍ତି ବିରୋଧୀଙ୍କ ପାଇଁ ଏକ ଝଟକା, କାରଣ ଏହା ନିର୍ବାଚନ କମିଶନଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Ollapse Gujara

ପୋଲ ଭୁଶୁଡ଼ିବା ଘଟଣା: ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:ମଝି ନଈରେ ଭାଙ୍ଗିଗଲା ପୋଲ। ଏଭଳି ଏକ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟ୍ରାଫିକ୍ ଜାମ ଥିବା ବେଳେ ଭୁଶୁଡି ପଡିଲା ପୋଲ। ଯେତେବେଳେ ପୋଲ ଉପରେ ପ୍ରବଳ ଲୋକଙ୍କ ଜାମ୍ ଲାଗିଥିଲା ସେତେବେଳେ ହଠାତ୍ ଭାଙ୍ଗିଗଲା ପୋଲ। ଫଳରେ ଦୁଇ ଭାଗ ହୋଇଗଲା ପୁରୁଣା ପୋଲ ଏବଂ ପୋଲ ଉପରେ ଥିବା ଲୋକଙ୍କ ଭିତରେ ଆତଙ୍କ ଖେଳିଗଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର […]

ସଂପୂର୍ଣ୍ଣ ପଢନ୍ତୁ
Ch

ଯୁଦ୍ଧବିରତି ମଧ୍ୟରେ ଇରାନକୁ ଅସ୍ତ୍ରଶସ୍ତ୍ର ପଠାଇଲା ଚୀନ୍

ତେ‌ହେରାନ/ବେଜିଂ:ଇରାନ ଏବଂ ଇସ୍ରାଏଲ ମଧ୍ୟରେ ୧୨ ଦିନିଆ ଯୁଦ୍ଧରେ ଉଭୟ ଦେଶ ବହୁତ କ୍ଷତି ସହିଛନ୍ତି। ଉଭୟ ଦେଶ ୨୪ ଜୁନ୍‌ରେ ଯୁଦ୍ଧବିରତି ଘୋଷଣା କରିଥିଲେ। କିନ୍ତୁ ଏହି ଯୁଦ୍ଧ କେବେ ପୁଣି ଥରେ ଆରମ୍ଭ ହେବ ସେ ବିଷୟରେ କୌଣସି ନିଶ୍ଚିତତା ନାହିଁ। ଉଭୟ ଦେଶ ଏହାକୁ ଭଲ ଭାବରେ ବୁଝିଛନ୍ତି ଏବଂ ପରବର୍ତ୍ତୀ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆମେରିକାରୁ ଇସ୍ରାଏଲକୁ ଅନେକ ମାଲବାହୀ ବିମାନ ପଠାଯାଇଛି। ସହଯୋଗୀମାନେ ଇରାନର ଶକ୍ତି ବୃଦ୍ଧି […]

ସଂପୂର୍ଣ୍ଣ ପଢନ୍ତୁ