ସୁଟିଂ ସେଟରେ ଶାହରୁଖ ଖାନ୍ ଆହତ
ଫିଲ୍ମ ସୁଟିଂ ବେଳେ ଶାହରୁଖ ଖାନ ଆହତ ହୋଇଛନ୍ତି। ଅଭିନେତା ଶାହରୁଖ ଖାନ ନିକଟରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କିଙ୍ଗ’ର ଆକ୍ସନ ସିନ୍ ସୁଟିଂ ସମୟରେ ଆହତ ହୋଇଛନ୍ତି। ତାଙ୍କ ପିଠିରେ ଆଘାତ ଲାଗିଛି। ସୂଚନା ଅନୁଯାୟୀ, ଏହି ଆଘାତ ଗୁରୁତର ନୁହେଁ ଏବଂ ଅଭିନେତା ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ତେବେ, ଏହି ଘଟଣା ଚଳଚ୍ଚିତ୍ର ସୁଟିଂକୁ ପ୍ରଭାବିତ କରିଛି ଏବଂ ସୁଟିଂ ବନ୍ଦ ରହିଛି। ସେପ୍ଟେମ୍ବରରେ ସିନେମା ସୁଟିଂ ପୁଣି ଆରମ୍ଭ ହେବାର ଆଶା […]
ସଂପୂର୍ଣ୍ଣ ପଢନ୍ତୁ