Himac

ହିମାଚଳରେ ପ୍ରକୃତିର ତାଣ୍ଡବ: ଗଲାଣି ୧୦ରୁ ଅଧିକ ଜୀବନ, ଏବେବି ଅନେକ ନିଖୋଜ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ  ଆଇଏମଡି ପକ୍ଷରୁ ୧୦ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଜିଲାଗୁଡିକ ହେଲା ଗ୍ବାଲିୟର, ଭିନ୍ଦ୍‌, ମୋରେନା, ସିଓପୁର, ଉମାରିଆ, ଡିଣ୍ଡୋରି, କଟ୍‌ନୀ, ଦାତିଆ, ମାଣ୍ଡ୍‌ଲା ଏବଂ ପାନ୍ନା। ଆସନ୍ତା ୨୪ଘଣ୍ଟାରେ ଏହି ଜିଲାଗୁଡିକରେ ୮ ଇଞ୍ଚ ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି। ସେପଟେ ହିମାଚଳ ପ୍ରାଦଶରେ ମଧ୍ୟ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ୧୧ ଟି ସ୍ଥାନରେ ବାଦଲ ଫଟା ବର୍ଷା […]

ସଂପୂର୍ଣ୍ଣ ପଢନ୍ତୁ
Modi

୮ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜିଠୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଘାନାରୁ ଆରମ୍ଭ ହେବାକୁ ଥିବାବେଳେ ସେ ୫ଟି ଦେଶ ଗସ୍ତ କରିବେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ  ପ୍ରଥମ ଥାନା ଗସ୍ତ ଏବଂ ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଘାନା ଗସ୍ତ କରୁଛନ୍ତି। ସେଠାରେ ସେ ଘାନାର ରାଷ୍ଟ୍ରପତିଙ୍କୁ ଭେଟି ଶକ୍ତି, ଅର୍ଥନୈତିକ , ପ୍ରତିରକ୍ଷା ଏବଂ ବିକାଶ ସହଯୋଗ ପ୍ରସଙ୍ଗରେ ଆଲୋଚନା କରିବେ। ପରେ ୩-୪ […]

ସଂପୂର୍ଣ୍ଣ ପଢନ୍ତୁ
Ola Uber Rapido

ଏହି ସମୟରେ ଓଲା, ଉବର ବୁକ୍‌ କଲେ ଦେବାକୁ ପଡିବ ୨ ଗୁଣା ଭଡା

ନୂଆଦିଲ୍ଲୀ : ଲୋକେ ଗମନାଗମନକୁ ସୁବିଧା କରିବା ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନରେ ସହଜରେ ପହଞ୍ଚିବା ପାଇଁ ବର୍ତ୍ତମାନ ଅଧିକାଂଶ ଲୋକେ ଓଲା, ଉବର, ରାପିଡୋ ଆଦି ବ୍ୟବହାର କରିଥାନ୍ତି । ମାତ୍ର ଏବେ ଯାତ୍ରୀଙ୍କ ପାଇଁ ବଡ ଝଟକା । ଗହଳି ସମୟରେ ଓଲା, ଉବର, ରାପିଡୋ ସାଧାରଣ ଭଡା ଠାରୁ ଦୁଇଗୁଣା ଅଧିକ ଭଡା ଆଦାୟ କରି ପାରିବେ । ଏନେଇ ବୁଧବାର ସରକାର ଏଥିରେ ଥିବା କିଛି ନିୟମାବଳୀରେ ପରିବର୍ତ୍ତନ […]

ସଂପୂର୍ଣ୍ଣ ପଢନ୍ତୁ
Cc34eb90 58c2 4650 B6cb D17b2f7b

ହଠାତ ଆକାଶରୁ ୧୦,୫୦୦ ଫୁଟ ତଳକୁ ଖସି ଆସିଲା ବିମାନ

ନୂଆଦିଲ୍ଲୀ: ଅହମଦାବାଦରେ ଏୟାର ଇଣ୍ଡିଆର ବୋଇଂ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାର ଛାତଥରା ଦୃଶ୍ୟ ଏଯାଏଁ ଆଖିରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ବିମାନରେ ବସିଥିବା ୨୪୨ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ଜଣଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା। ସେହିଦିନ ଠାରୁ ଉଡାଣ ସମୟରେ ବିମାନର ସାମାନ୍ୟ ଗତିବିଧିରେ ମଧ୍ୟ ଯାତ୍ରୀମାନେ ଭୟଭୀତ ହୋଇଯାଉଥିବାର ଅନେକ ଘଟଣା ସାମ୍ନାକୁ ଆସି ସାରିଲାଣି। ଏହି କ୍ରମରେ ଚୀନର ସାଂଘାଇରୁ ଟୋକିଓ ଯାଉଥିବା ଜାପାନ ଏୟାରଲାଇନ୍ସର ବିମାନ ବୋଇଂ […]

ସଂପୂର୍ଣ୍ଣ ପଢନ୍ତୁ
Hasina

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହେଲା ୬ ମାସ ଜେଲ୍

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଝଟକା। ଆଇନ ଅବମାନନା ମାମଲାରେ ଶେଖ ହସିନାଙ୍କୁ ୬ ମାସର ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଜଷ୍ଟିସ୍ ମହମ୍ମଦ ଗୁଲାମ ମୁର୍ତଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ-୧ରେ ବୁଧବାର ତିନି ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଜାରି କରିଛନ୍ତି। ପ୍ରଥମଥର ପାଇଁ କୌଣସି ମାମଲାରେ ଶେଖ ହସିନାଙ୍କୁ ଜେଲ ଦଣ୍ଡ ହୋଇଛି। ହସିନାଙ୍କ ବିରୋଧରେ ଦୁର୍ନୀତି ଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ଗମ୍ଭୀର ଅଭିଯୋଗ ରହିଛି। […]

ସଂପୂର୍ଣ୍ଣ ପଢନ୍ତୁ
Dalailama

ନୂଆ ଦଲାଇଲାମା ଚୟନରେ ଆମ ଅନୁମୋଦନ ଆବଶ୍ୟକ : ଚୀନ

ବେଜିଂ : ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତରେ ଥିବା ପ୍ରବାସୀ ତିବ୍ବତୀୟ ସରକାର ଓ ଚୀନ । ତିବ୍ବତୀୟ ପରମ୍ପରା ଅନୁସାରେ ହିଁ ନୂଆ ଦଲାଇଲାମା ଚୟନ ହେବ ବୋଲି ବର୍ତ୍ତମାନର ଦଲାଇଲାମାଙ୍କ ଘୋଷଣା ପରେ କ୍ଷୁବଧ ହୋଇଛି ଚୀନ । ନୂଆ ଦଲଇଲାମା ଚୟନରେ ଚୀନ ସରକାରଙ୍କ ମଞ୍ଜୁରୀ ଜରୁରୀ ବୋଲି ଚୀନ କହିଛି । ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଦଲାଇଲାମା, ପାଞ୍ଚେନ ଲାମା […]

ସଂପୂର୍ଣ୍ଣ ପଢନ୍ତୁ
Pic 1 1751364686

ନିଯୁକ୍ତି-ସଂଯୁକ୍ତ ପ୍ରୋତ୍ସାହନ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ସମସ୍ତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ଏବଂ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ନିଯୁକ୍ତି-ସଂଯୁକ୍ତ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରୀ ଦେଇଛି। ଏହାର ବିଶେଷ ଲକ୍ଷ୍ୟ ଉତ୍ପାଦନ କ୍ଷେତ୍ର ଉପରେ ରହିଛି। ଆଜି ନୂଆଦିଲ୍ଲୀରେ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଏହି ଯୋଜନା ଅଧୀନରେ ପ୍ରଥମ ଥର ପାଇଁ କର୍ମଚାରୀମାନେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଏକ ମାସର […]

ସଂପୂର୍ଣ୍ଣ ପଢନ୍ତୁ
Narendra Modi Blog 750x430

ଜନ ଆନ୍ଦୋଳନ ପାଲଟିଛି ଡିଜିଟାଲ ଇଣ୍ଡିଆ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆ ଏକ ଜନ ଆନ୍ଦୋଳନ ପାଲଟିଛି ଏବଂ ଏକ ଆତ୍ମନିର୍ଭର ଭାରତ ଗଠନ ଓ ଭାରତକୁ ବିଶ୍ୱର ଏକ ବିଶ୍ୱସ୍ତ ନବସୃଜନ ଅଂଶୀଦାର କରିବାରେ କେନ୍ଦ୍ରବିନ୍ଦୁ ପାଲଟିଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଦଶ ବର୍ଷ ପୂର୍ତ୍ତି ଅବସରରେ ଏକ ବ୍ଲଗରେ, ସେ କହିଛନ୍ତି ଯେ ଭାରତ ଡିଜିଟାଲ ଶାସନରୁ ବିଶ୍ୱ ଡିଜିଟାଲ ନେତୃତ୍ୱ ଆଡକୁ ଗତି କରୁଛି। ଶ୍ରୀ ମୋଦୀ ଲେଖିଛନ୍ତି ଯେ ଦଶନ୍ଧି ଧରି […]

ସଂପୂର୍ଣ୍ଣ ପଢନ୍ତୁ
Download

ଗୋଟିଏ ମାସ ପାଇଁ ନିରାପତ୍ତା ପରିଷଦର ସଭାପତି ହେଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ମଙ୍ଗଳବାର ଜୁଲାଇ ୨୦୨୫ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିବାକୁ ଯାଉଛି। ପାକିସ୍ତାନର ସରକାରୀ ଗଣମାଧ୍ୟମ ଏ ବିଷୟରେ ସୂଚନା ଦେଇଛି। ଏହା ହେଉଛି ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବରେ ପାକିସ୍ତାନର ଦୁଇ ବର୍ଷ କାର୍ଯ୍ୟକାଳର ଏକ ଅଂଶବିଶେଷ। ଜାନୁଆରୀ ୨୦୨୫ରେ ପାକିସ୍ତାନ ଦୁଇ ବର୍ଷ ପାଇଁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲା। ପାକିସ୍ତାନ ଜାତିସଂଘରେ ବିପୁଳ ସମର୍ଥନ ସହିତ ସୁରକ୍ଷା ପରିଷଦର ଅସ୍ଥାୟୀ […]

ସଂପୂର୍ଣ୍ଣ ପଢନ୍ତୁ
Sbi 300x166

୭୦ ବର୍ଷରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଶୁଭେଚ୍ଛା ଜଣାଇଲେ ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଆଜି ୭୦ ବର୍ଷ ପୂର୍ତ୍ତି ଅବସରରେ ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ, ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ୨୩ ହଜାରରୁ ଅଧିକ ଶାଖା, ୭୮ ହଜାର ଗ୍ରାହକ ସେବା ପଏଣ୍ଟ ଏବଂ ୬୪ ହଜାର ଏଟିଏମ ସହିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ସେବା ଅତ୍ୟନ୍ତ ଲୋକପ୍ରିୟ ଏବଂ ଏହା ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ। ସେ ଆହୁରି କହିଛନ୍ତି ଯେ ଗତ ଦଶନ୍ଧିରେ […]

ସଂପୂର୍ଣ୍ଣ ପଢନ୍ତୁ