ପରମାଣୁ ବ୍ଲାକମେଲ୍ ସହିବନି ଭାରତ: ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ବିଶ୍ୱକୁ ଦେଲା ନିଜ ଶକ୍ତିର ପରିଚୟ
ଜାକର୍ତ୍ତା: ଯଦି ପାକିସ୍ତାନ ଭାରତ ଉପରେ ପ୍ରଥମେ ପରମାଣୁ ଆକ୍ରମଣ କରେ, ତେବେ ଭାରତର ଜବାବ କ’ଣ ହେବ? ଏହାର ଏକ ଦୃଢ଼ ଏବଂ ସ୍ପଷ୍ଟ ଉତ୍ତର ଦେଇଛି ଭାରତ। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଆୟୋଜିତ ଏକ ସେମିନାରରେ ଭାରତୀୟ ନୌସେନାର କ୍ୟାପଟେନ୍ ଶିବ କୁମାର ପଡ଼ୋଶୀ ଦେଶ ପାକିସ୍ତାନକୁ ଏକ କଠୋର ବାର୍ତ୍ତା ଦେଇଛନ୍ତି। ଇଣ୍ଡୋନେସିଆ ବାୟୁସେନା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସେମିନାରରେ କ୍ୟାପଟେନ୍ ଶିବ କୁମାର ସ୍ପଷ୍ଟ କରିଛନ୍ତି ଯେ, “ଯଦି ପାକିସ୍ତାନ ପରମାଣୁ […]
ସଂପୂର୍ଣ୍ଣ ପଢନ୍ତୁ