ରଣଜୀ ଟ୍ରଫି : ଓଡିଶାର ପ୍ରଥମ ବିଜୟ

ଭୁବନେଶ୍ୱର, ୧୯/୧୧: ରଣଜୀ ଟ୍ରଫିରେ ଚଳିତ ସିଜନରେ ଓଡିଶାର ପ୍ରଥମ ବିଜୟ ହୋଇଛି। ନାଗାଲାଣ୍ଡକୁ ୨୯୯ ରନରେ ଓଡିଶା ହରାଇଛି। ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୨୭୫ ରନ କରିଥିଲା । ଏହାର ଜବାବରେ ନାଗାଲାଣ୍ଡ ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ଓଡିଶା ୫ ୱିକେଟ ବିନିମୟରେ ୩୫୦ ରନ କରି ପାରୀ ଘୋଷଣା କରିଥିଲା । ଅଧିନାୟକ ଶୁଭ୍ରାଂଶୁ ସେନାପତି(୧୩୭) ଓ ସ୍ୱସ୍ତିକ ସାମଲ (୧୬୯)ଶତକ ହାସଲ […]

ସଂପୂର୍ଣ୍ଣ ପଢନ୍ତୁ

ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର ୫ରେ ଟିକେଟ ବିକ୍ରି

କଟକ, ୧୭/୧୧: ବାରବାଟୀ ମ୍ୟାଚ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ଟିକେଟ ବିକ୍ରି। ଏ ନେଇ ସୋମବାର ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଷ୍ଟାଡିୟମର ୬ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ। ତେବେ ଡିସେମ୍ବର ୧ ତାରିଖରେ ଅନଲାଇନ​‌ରେ ଟିକେଟ ମିଳିବ। ଡିସେମ୍ବର ୩ ଏବଂ ୪ ତାରିଖରେ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ ଦିଆଯିବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।ସୂଚନାଯୋଗ୍ୟ, ଆସନ୍ତା ଡିସେମ୍ବର ୯ ତାରିଖରେ […]

ସଂପୂର୍ଣ୍ଣ ପଢନ୍ତୁ

ଆଇପିଏଲ୍‌-୨୦୨୬ର ମିନି ନିଲାମ ଆବୁଧାବିରେ ହେବାକୁ ଯାଉଛି

ନୂଆଦିଲ୍ଲୀ, ୧୧/୧୧: କ୍ରମାଗତ ତୃତୀୟ ବର୍ଷ ପାଇଁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଖେଳାଳି ନିଲାମ ବିଦେଶରେ ଅନୁଷ୍ଠିତ ହେବ। ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ ଯେ ଆଇପିଏଲ୍‌ର ୨୦୨୬ ସଂସ୍କରଣ ଲାଗି ମିନି ନିଲାମ ୟୁଏଇର ଆବୁଧାବିରେ ଅନୁଷ୍ଠିତ ହେବ। ଡିସେମ୍ବର ତୃତୀୟ ସପ୍ତାହରେ ଏହି ନିଲାମ ଆୟୋଜନ ହେବ ବୋଲି ଜାଣିବାକୁ ମିଳିଛି। ବିସିସିଆଇ ମଧ୍ୟସ୍ଥ ଏହି ସୂତ୍ରରୁ ପ୍ରକାଶ ଯେଆଇପିଏଲ୍‌-୨୦୨୬ ଖେଳାଳି ନିଲାମ ପାଇଁ ଡିସେମ୍ବର ୧୫-୧୬ ତାରିଖ ବିସିସିଆଇ ଧାର୍ଯ୍ୟ କରିଛି।ଗତ […]

ସଂପୂର୍ଣ୍ଣ ପଢନ୍ତୁ

ଶେଷ ଟି-୨୦ ବାତିଲ: ସିରିଜ କବଜା କଲା ଭାରତ

ନୁଆଦିଲ୍ଲୀ, ୮/୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ କବଜା କରିଛି ଭାରତ। ଶେଷ ମ୍ୟାଚଟି ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବାବେଳେ ଟିମ ଇଣ୍ଡିଆ ୨-୧ରେ ଶୃଙ୍ଖଳା ହାତେଇଛି। ଶନିବାର ଅନୁଷ୍ଠିତ ଶେଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟି କରି ୪.୫ ଓଭରରେ ୫୨ ରନ ସଂଗ୍ରହ କରିଥିଲା। ଏହା ପରେ ବର୍ଷା ହେବାରୁ ଖେଳକୁ ବନ୍ଦ ରଖାଯାଇଥିଲା। ଅନେକ ସମୟ ଧରି ବର୍ଷା ଜାରି ରହିବାରୁ ଶେଷରେ ମ୍ୟାଚକୁ ବାତିଲ କରାଯାଇଥିଲା। ଅଭିଶେଷ […]

ସଂପୂର୍ଣ୍ଣ ପଢନ୍ତୁ

ବିଶ୍ଵ ଚମ୍ପିଆନ ଟିମକୁ ଭେଟିଲେ ପ୍ରଧାନମନ୍ତ୍ରୀ, ବିଶ୍ଵକପ ସହିତ ଉଠାଇଲେ ଫଟୋ

ନୂଆଦିଲ୍ଲୀ, ୬/୧୧: ଆଇସିସି ମହିଳା ଦିନିକିଆ ବିଶ୍ଵକପ ଚମ୍ପିଆନ ଟିମ ଇଣ୍ଡିଆର ଖେଳାଳିମାନେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହୋଇଥିଲା। ଗତ ରବିବାର ଦିନ ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାଜିତ କରି ପ୍ରଥମ ଥର ଲାଗି ମହିଳା ବିଶ୍ଵକପ ଟାଇଟଲ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ବିଜୟ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇଥିଲେ। ପୂରା ଟୁର୍ଣ୍ଣାମେଣ୍ଟ […]

ସଂପୂର୍ଣ୍ଣ ପଢନ୍ତୁ

ମହିଳା ବିଶ୍ବକପ୍ ମୁକୁଟ ପିନ୍ଧିଲା ଟିମ୍ ଇଣ୍ଡିଆ

ମୁମ୍ବାଇ, ୨/୧୧: ସ୍ବପ୍ନ ଆଜି ପୂରଣ ହେଇଛି । ବାସ୍ତବରେ ବି ପରିଣତ ହୋଇଛି । ତିନି ତିନି ଥର ଫାଇନାଲକୁ ଯାଇ ବି ବିଜୟ ମୁକୁଟ ପିନ୍ଧିପାରି ନଥିବା ଟିମ୍ ଇଣ୍ଡିଆ ଶେଷରେ ମହିଳା ବିଶ୍ବକପ୍ ଜିତିବାର ଗୌରବ ଆଣିଦେଇଛି । ମ୍ୟାଚ ଯେତିକି ଦମଦାର ଥିଲା । ଉଭୟ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଭାରତୀୟ ମହିଳା ଦଳର ଖେଳାଳି ମାନେ । ୨୯୯ ରନର ଟାର୍ଗେଟ ଦିଆଯାଇଥିଲା ଦକ୍ଷିଣ […]

ସଂପୂର୍ଣ୍ଣ ପଢନ୍ତୁ

ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ, ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଠାରୁ ଚାରି ଉଇକେଟରେ ପରାଜୟ ବରଣ କରିଛି

ମେଲବୋର୍ନ,୩୧/୧୦: ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ଏକ କଡ଼ା ଶିକ୍ଷା ପାଇଛି। ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ, ଟିମ ଇଣ୍ଡିଆ ମେଲବୋର୍ନରେ ଅଷ୍ଟ୍ରେଲିଆ ହାତରୁ ଚାରି ଉଇକେଟରେ ପରାଜୟ ବରଣ କରିଛି। ଭାରତ ବ୍ୟାଟିଂ କ୍ରମରେ ଅନାବଶ୍ୟକ ପରିବର୍ତ୍ତନ ଦଣ୍ଡନୀୟ ହୋଇଥିଲା। କାରଣ ସେମାନେ ପ୍ରଥମେ ବ୍ୟାଟିଂ କରୁଥିବା ସମୟରେ ମାତ୍ର ୧୨୫ରନରେ ଅଲଆଉଟ ହୋଇଯାଇଥିଲେ। ଅଷ୍ଟ୍ରେଲୀୟ ପେସର୍‌ ଜୋଶ ହାଜେଲଉଡ ଗୋଟିଏ ସ୍ପେଲରେ ଭାରତୀୟ ଶୀର୍ଷ କ୍ରମକୁ ଭାଙ୍ଗି ଦେଇଥିଲେ। ଅଷ୍ଟ୍ରେଲିଆ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ଚାମ୍ପିଅନସିପରେ ସ୍ୱର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ପଦକ ଜିତି ଚମକିଲେ ଓଡ଼ିଶାର ଯୁବ ଟାଏକୋଣ୍ଡୋ

କଟକ, ୨୮/୧୦: ନେତାଜୀ ଟାଏକୋଣ୍ଡୋ ଏକାଡେମୀର ଯୁବ ଟାଏକୋଣ୍ଡୋ ଖେଳାଳିଙ୍କ ଏକ ଦଳ ୨୨ ଏବଂ ୨୩ ଅକ୍ଟୋବରରେ ଅନୁଷ୍ଟିତ ହୋଇଥିବା ରାଜ୍ୟ ଟାଏକୋଣ୍ଡୋ ଚାମ୍ପିଅନସିପରେ ସ୍ୱର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ପଦକ ଜିତି ଓଡ଼ିଶାକୁ ଗୌରବ ଆଣିଥିଲେ। କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ଉଦୀୟମାନ ପ୍ରତିଭା ପ୍ରଦର୍ଶନ କରାଯାଇଥିଲା, ଆମ ଛାତ୍ରଛାତ୍ରୀମାନେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ତୀବ୍ର ପ୍ରତିଯୋଗିତା ବିରୁଦ୍ଧରେ ନେତୃତ୍ୱ ନେଇଥିଲେ। ଓଡିଶା ଟାଏକୋଣ୍ଡୋ ଆସୋସିଏସନ ଦ୍ୱାରା […]

ସଂପୂର୍ଣ୍ଣ ପଢନ୍ତୁ

ଶେଷ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ଜିତିଲା ଟିମ୍‌ ଇଣ୍ଡିଆ ହେଲେ ସିରିଜ ହାତ ଛଡା

ନୁଆଦିଲ୍ଲୀ, ୨୫/୧୦: ସିଡନୀରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚକୁ ଟିମ ଇଣ୍ଡିଆ ଜିତି ନେଇଛି। ଅନ୍ତିମ ମ୍ୟାଚରେ ରୋହିତ ଶର୍ମାଙ୍କ ଶତକ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ୬୯ ବଲ ବାକି ଥାଇ ୯ ଉଇକେଟରେ ପରାସ୍ତ କରିଛି। ତେବେ ଟିମ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ୧-୨ରେ ହାତଛଡ଼ା କରିଛି। ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ସହିତ ଘରୋଇ ଦଳ ଆଗୁଆ ସିରିଜ କବଜା କରିନେଇଛି।ଶେଷ ମ୍ୟାଚରେ […]

ସଂପୂର୍ଣ୍ଣ ପଢନ୍ତୁ

ଦୁଇ ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

ଇନ୍ଦୋର, ୨୫/୧୦: ଇନ୍ଦୋରରେ ଦୁଇ ଜଣ ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ କରାଯାଇଛି। ସେମାନେ ରିଙ୍ଗ ରୋଡ୍‌ରେ ଥିବା ଏକ କାଫେରୁ ନିଜ ହୋଟେଲକୁ ଫେରୁଥିବା ସମୟରେ ଜଣେ ଯୁବକ ସେମାନଙ୍କୁ ପିଛା କରି ଅସଦାଚରଣ କରିଥିଲେ। ପୁଲିସ ଅଭିଯୁକ୍ତ ଅକିଲ ଖାନକୁ ଚିହ୍ନଟ କରିବା ପରେ ଗିରଫ କରିଛି।ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ ଅକିଲ ମହିଳା କ୍ରିକେଟର ଦ୍ଵୟଙ୍କୁ ଅସଦାଚରଣ କରି ଫେରାର ହେଉଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କ ବାଇକ ନମ୍ବରକୁ […]

ସଂପୂର୍ଣ୍ଣ ପଢନ୍ତୁ