ଭାରତ-ବାଂଲାଦେଶ ସୀମାରୁ ୧.୪ କୋଟି ଟଙ୍କାର କଫସିରଫ ଜବତ
ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (BSF) ଦକ୍ଷିଣ ବଙ୍ଗ ଫ୍ରଣ୍ଟିୟରର ୩୨ତମ ବାଟାଲିୟନ ଏକ ବଡ ଡ୍ରଗ୍ସ ଚୋରା ଚାଲାଣ ଉପରେ ଚଢ଼ାଉ କରିଛି | ପଶ୍ଚିମବଙ୍ଗର ଭାରତ-ବାଂଲାଦେଶ ଆନ୍ତର୍ଜାତୀୟ ସୀମାରେ ନଦୀୟା ଜିଲ୍ଲାର କିଶନଗଞ୍ଜ ଥାନା ଅଞ୍ଚଳ ଅନ୍ତର୍ଗତ ମାଝଡିଆର ନାଘାଟା ଅଞ୍ଚଳରେ ବିଏସଏଫ ଏକ ବଡ଼ ଅପରେସନ୍ କରିଥିଲା। ଏହି ଅଭିଯାନରେ, ୩ଟି ଭୂତଳ ସଂରକ୍ଷଣ ଟାଙ୍କିରୁ ୬୨୨୦୦ ବୋତଲ ଫେନସିଡିଲ ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧,୪୦,୫୮,୪୪୪ ଟଙ୍କା । […]
ସଂପୂର୍ଣ୍ଣ ପଢନ୍ତୁ