ଅବସର ପରେ ମେରାଇନ ପୁଲିସ ନିଯୁକ୍ତି

ଭୁବନେଶ୍ୱର: ତଟ ସୁରକ୍ଷା ଉପରେ ଓଡ଼ିଶା ପୁଲିସ ଗୁରୁତ୍ୱ ଦେବ ବୋଲି ମହାନିର୍ଦେଶକ ୱାଇ.ବି.ଖୁରାନିଆ ସୂଚନା ଦେଇଛନ୍ତି। ତଟ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବୋର୍ଡ ଗଠନ ହେବ। ଏହି ବୋର୍ଡରେ ଓଡ଼ିଶା ପୁଲିସ ଏବଂ କୋର୍ଡଗାର୍ଡର ଅଧିକାରୀ ରହିବେ। ଅବସରପ୍ରାପ୍ତ କୋଷ୍ଟଗାର୍ଡ ଏବଂ ନ୍ୟାଭି ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ସେମାନେ ଅବସରପରେ ମେରାଇନ ପୁଲିସରେ ନିଯୁକ୍ତି ପାଇବେ ବୋଲି ପୁଲିସ ମହାନିର୍ଦେଶକ ୱାଇ.ବି.ଖୁରାନିଆ ପ୍ରକାଶ କରିଛନ୍ତି।  

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଓଡ଼ିଆ ଚଳଚ୍ଚିତ୍ର ରଙ୍ଗଶୁରର ନିର୍ମାତା ଓ କଳାକାର

ବାଘ ନାଚ ଉପରେ ଆଧାରିତ ତଥା ନାରୀ ସଶକ୍ତିକରଣ ଓ ଜଙ୍ଗଲ ବଞ୍ଚାଅ ଅଭିଯାନର ବାର୍ତ୍ତାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର “ରଙ୍ଗଶୁର”ର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା, ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରତାପ ରାଉତ, କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ, ଅଭିନେତା ସମରେଶ ଓ ଅଭିନେତ୍ରୀ ଶୁଭଶ୍ରୀ ଆଜି ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ସାକ୍ଷାତକରି ରଙ୍ଗଶୁର ସିନେମା ନିର୍ମାଣ କରିବାର ମୂଳଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଏଭଳି ଏକ ପ୍ରାଚୀନ ଲୋକନୃତ୍ୟକୁ ନେଇ […]

ସଂପୂର୍ଣ୍ଣ ପଢନ୍ତୁ

‘ନବୀନଙ୍କ ସ୍ବପ୍ନ ପୂରଣ କରିବେ ଯୁବ ପିଢି’

ଭୁବନେଶ୍ବର: ‘ଦଳକୁ ଯୁବ ପିଢି ହିଁ ଆଗେଇ ନେବେ, ନବୀନଙ୍କ ସ୍ବପ୍ନ ପୂରଣ ପାଇଁ ମଙ୍ଗ ଧରିବେ ଯୁବ ବିଜେଡି ନେତା ।’ ଆଜି ନିଜ ଘରେ ଯୁବ ବିଜେଡି ନେତାଙ୍କ ମେଳିକୁ ନେଇ କିଛି ଏପରି ମନ୍ତବ୍ୟ ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ପୁଣି ବିଜେଡି, ଯୁବ ନେତାଙ୍କ କାନ୍ଧରେ ଶକ୍ତ ହେବ ବୋଲି ଦୃଢୋକ୍ତି କରିଛନ୍ତି ଦେବାଶିଷ । ତେବେ ଏବେ ବିଜେଡି ଦଳ ଭୁଶୁଡିବା ନେଇ ଚାରିଆଡେ ଚର୍ଚ୍ଚା […]

ସଂପୂର୍ଣ୍ଣ ପଢନ୍ତୁ

ୱାକଫ୍‌ ସଂଶୋଧନ ବିଲ୍‌କୁ ନେଇ ଜେପିସି ବୈଠକରେ ହଙ୍ଗାମା, ଓୱେସିଙ୍କ ସମେତ ୧୦ ବିରୋଧୀ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ୱାକଫ୍‌ ସଂଶୋଧନ ବିଲ୍ ଉପରେ ଥିବା ଜେପିସି ବୈଠକରେ ହଙ୍ଗାମା। ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ମାର୍ଶାଲମାନଙ୍କୁ ଡକାଯାଇଥିଲା କିନ୍ତୁ ବିରୋଧ ଥମିନଥିଲା। ଏଥିପାଇଁ ଅସବୁଦ୍ଦିନ ଓୱେସି ଏବଂ କଲ୍ୟାଣ ବାନାର୍ଜୀଙ୍କ ସମେତ ୧୦ ଜଣ ବିରୋଧୀ ସାଂସଦଙ୍କୁ ଜେପିସି ସଦସ୍ୟତାରୁ ଦିନକ ପାଇଁ ନିଲମ୍ବିତ କରାଯାଇଛି। ବିରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ କଥା ଶୁଣାଯାଉନାହିଁ। ଏହା ପ୍ରଥମ ଥର ନୁହେଁ ଯେ ଜେପିସି ବୈଠକରେ ବିଶୃଙ୍ଖଳା ହୋଇଛି। ଏହି ବୈଠକରେ ପୂର୍ବରୁ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରେନ୍‌ରୁ ଖସିପଡ଼ି ଏମ୍‌ସିଏ ଛାତ୍ରୀଙ୍କ ମୃତ୍ୟୁ

ହରିଚନ୍ଦନପୁର: ଝିଅ ଭୁବନେଶ୍ବରରୁ ଘରକୁ ଆସୁଛି ବୋଲି ପରିବାର ଲୋକେ ବହୁତ ଖୁସିରେ ଥିଲେ। ଝିଅ ଆସିଲେ କ’ଣ ଖାଇବ କେଉଁଠିକୁ ବୁଲିଯିବ ସେଥି ପାଇଁ ମଧ୍ୟ ପ୍ରସ୍ତୁତି କରିଥିଲେ। ତେବେ ଯେଉଁ ଝିଅର ପହଞ୍ଚିବାକୁ ପରିବାର ଲୋକେ ସକାଳ ଠାରୁ ମଧ୍ୟାହ୍ଣ ପର୍ଯ୍ୟନ୍ତ ଅପେକ୍ଷାରେ ଥିଲେ, ସିଏ ଆଉ ଜୀବିତ ଫେରି ନାହିଁ। ପରିବାର ଲୋକଙ୍କର ହସଖୁସିରେ ଅଂଶୀଦାର ହୋଇପାରି ନାହିଁ। ପରିବାର ଲୋକଙ୍କୁ ତାର ମୃତ୍ୟୁ ଖବର ମିଳିଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଦେଇ […]

ସଂପୂର୍ଣ୍ଣ ପଢନ୍ତୁ

ପୁଣି ରିମାଣ୍ଡରେ ଆସିବେ ହଂସିତା-ଅନୀଲ

ଭୁବନେଶ୍ଵର: ପୁଣି ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ୍ ଠକ ହଂସିତା-ଅନୀଲ । ପୁଣିଥରେ ଉଭୟଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ପୋଲିସ । ଯୁବତୀ ଚାଲାଣ ପ୍ରସଙ୍ଗରେ ଅଧିକ ଖୋଳତାଡ଼ ପାଇଁ ଉଭୟଙ୍କୁ ପୁଣି ରିମାଣ୍ଡରେ ଆଣିବ ପୋଲିସ । ଠକ ହଂସିତା-ଅନୀଲ ଜେରା କରିବ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ । ଝାଡ଼ଖଣ୍ଡରୁ କଲଗାର୍ଲ୍‌ ଆଣି କାହାକୁ ଯୋଗାଇଥିଲେ ହଂସିତା, ତାର ଛାନଭିନ କରିବ କମିଶନରେଟ ପୋଲିସ । ଗତ ଜାନୁଆରୀ ୧୯ ତାରିଖରେ […]

ସଂପୂର୍ଣ୍ଣ ପଢନ୍ତୁ

ସୈଫଙ୍କୁ ଛୁରାମାଡ ଘଟଣା: ଅଭିଯୁକ୍ତ ବାପା କହିଲେ-CCTV ଦେଖାଯାଉଥିବା ବ୍ୟକ୍ତି ମୋ ପୁଅ ନୁହଁ

ମୁମ୍ଵାଇ : ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ଏକ ବଡ଼ ମୋଡ଼ ଆସିଛି। ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଏହା ଉପରେ ଆଲୋଚନା ହେଉଥିବାବେଳେ, ଅଭିଯୁକ୍ତ ଶହଜାଦର ବାପା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ଶହଜାଦର ବାପା ରୁହୈଲ ଅମିନ ଫକିର କହିଛନ୍ତି ଯେ ସୈଫଙ୍କ ଘରେ ସିସିଟିଭିରେ ଦେଖାଯାଉଥିବା ସନ୍ଦିଗ୍ଧ ବ୍ୟକ୍ତି ତାଙ୍କ ପୁଅ ନୁହେଁ। ଗତ ଗୁରୁବାର ରାତିରେ ସୈଫଙ୍କ ଉପରେ ଆକ୍ରମଣ ପରେ, ପୋଲିସ ଅନେକ […]

ସଂପୂର୍ଣ୍ଣ ପଢନ୍ତୁ

‘ବଜେଟ୍‌ ପାଇଁ ସମସ୍ତେ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ମତାମତ ଦେଇପାରିବେ’

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ସରକାର ଆଜି ପ୍ରାକ୍‌ ବଜେଟ୍‌ ବୈଠକ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଆଗାମୀ ଆର୍ଥିକ ବର୍ଷରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ବ୍ୟବସାୟ ଆଦି ପ୍ରମୁଖ ଦିନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଆସନ୍ତା ଫେବ୍ରୁଆରି ୧୭ ତାରିଖରେ […]

ସଂପୂର୍ଣ୍ଣ ପଢନ୍ତୁ

ଅଭିନେତା ଶ୍ରେୟସ ତଲପଡେ ଓ ଆଲୋକ ନାଥଙ୍କ ବିରୋଧରେ ଠକେଇ ମାମଲା ରୁଜୁ

ଅଭିନେତା ଶ୍ରେୟସ ତଲପଡେ ଏବଂ ଆଲୋକ ନାଥଙ୍କ ବିରୋଧରେ ହରିୟାଣାର ସୋନିପତ ଜିଲ୍ଲାର ମୁରଥାଲ ପୋଲିସ ଷ୍ଟେସନରେଠକେଇ ମାମଲା ରୁଜ୍ଜୁ ହୋଇଛି। ଗତ ୨୨ତାରିଖରେ ଦାଖଲ ହୋଇଥିବା ଏତଲାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୬(୨), ୩୧୮(୨) ଓ ୩୧୮(୪) ଅନୁଯାୟୀ ୧୩ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ କଳାକାରଙ୍କୁ ତାଲିକାଭୁକ୍ତ କରାଯାଇଛି। ଅପରାଧିକ କାର୍ଯ୍ୟ, ଠକେଇ ଏବଂ ଠକେଇ ମାଧ୍ୟମରେ ସମ୍ପତ୍ତି ହସ୍ତାନ୍ତର ଆଦି ଆଧାରରେ ଏତଲା ଦାୟର କରାଯାଇଥିବା ଜଣାପଡିଛି। ମୁରଥାଲର ଅତିରିକ୍ତ ପୋଲିସ […]

ସଂପୂର୍ଣ୍ଣ ପଢନ୍ତୁ

ଗଛକୁ ପିଟି ଓଲଟି ପଡ଼ିଲା ଅତିରିକ୍ତ ଏସପିଙ୍କ ଗାଡ଼ି, ୪ ଆହତ

ଭଞ୍ଜନଗର: ଗଛକୁ ପିଟି ଓଲଟି ପଡ଼ିଲା ଅତିରିକ୍ତ ଏସପିଙ୍କ ଗାଡ଼ି। ଅତିରିକ୍ତ ଏସ୍‌ପି ଓ ତାଙ୍କ ପତ୍ନୀଙ୍କ ସହ ୪ ଆହତ ହୋଇଥିବା ସୂଚନା ମିଳିଚି। ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। କଟକରୁ ଫେରିବା ବେଳେ ଶାଳୁଆପଲି ଗାଁ ନିକଟରେ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ କୌଣସି କାମରେ ନିଜ ପୈତୃକ ଘର ବାଲେଶ୍ଵର ଯାଇ ସ୍ତ୍ରୀ ଓ ଶାଶୁଙ୍କ ସହ ଭଞ୍ଜନଗର ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଗଛରେ ପିଟିହୋଇ ଓଲଟି ପଡ଼ିଲା ଏଏସପି […]

ସଂପୂର୍ଣ୍ଣ ପଢନ୍ତୁ