୭୨ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ
ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଅବକାରୀ ସେଟ ଲାଇଟ୍ ୟୁନିଟ ପକ୍ଷରୁ ଆଜି କମର୍ଦ୍ଦା ଥାନା ଅଧିନସ୍ଥ ବାରମାଇଲ ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରି ୭୨ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣକୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗର ର ମୂଲ୍ୟ ୭.୨୦ ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି କସବା କମର୍ଦ୍ଦା ଗ୍ରାମର ଦିବାକର ନାୟକ(୩୦)। ଅବକାରୀ ସେଟ ଲାଇଟ୍ ୟୁନିଟ୍କୁ ମିଳିଥିବା ଏକ […]
ସଂପୂର୍ଣ୍ଣ ପଢନ୍ତୁ