ଟୋରେସ ପୋଞ୍ଜି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ED କାର୍ଯ୍ୟାନୁଷ୍ଠାନ, ମୁମ୍ବାଇ ଓ ଜୟପୁରର ୧୦ରୁ ଅଧିକ ସ୍ଥାନରେ ଚଢଉ

ମୁମ୍ବାଇ ୨୩।୧ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଟୋରେସ ନିବେଶ ନାମକ ଏକ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନ କରିଛି। ଏହି ମାମଲାରେ ଅନେକ ନିବେଶକ କଥିତ ରୂପେ ଠକେଇର ଶିକାର ହୋଇଛନ୍ତି। ଏଥି ପାଇଁ ମୁମ୍ବାଇ ଓ ଜୟପୁରର ୧୦ରୁ ୧୨ଟି ସ୍ଥାନରେ ଚଢଉ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଇଡି ମୁମ୍ବାଇ ପୋଲିସର ଆର୍ଥିକ ଅପରାଧ ଶାଖାର ଏକ ଏଫଆଇଆର ଆଧାରରେ ତଦନ୍ତ ଆରମ୍ଭ କରିଥିଲେ ଓ ମନିଲଣ୍ଡ୍ରିଂ ସମ୍ପର୍କିତ ଏକ ପିଏମଏଲଏରେ ଏକ ଅପରାଧିକ ଅଭିଯୋଗ […]

ସଂପୂର୍ଣ୍ଣ ପଢନ୍ତୁ

ପୁରୁଷମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ଅଣଦେଖା କରିବା ଉଚିତ୍ ନୁହେଁ: ହାଇକୋର୍ଟ

ବେଙ୍ଗାଲୁରୁ: ଏକ ଛାଡପତ୍ର ମାମଲାର ଶୁଣାଣି କରିବା ସମୟରେ, କର୍ଣ୍ଣାଟକ ହାଇକୋର୍ଟର ଜଣେ ମହିଳା ବିଚାରପତି ଲିଙ୍ଗ ସମାନତା ଏବଂ ପୁରୁଷମାନଙ୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ମହିଳା ବିଚାରପତି କହିଛନ୍ତି ଯେ ସମାଜରେ ପୁରୁଷମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ଏବଂ ସମାନତା ପ୍ରକୃତ ଅର୍ଥରେ ହେବା ଉଚିତ, ଲିଙ୍ଗ ଆଧାରରେ ନୁହେଁ। ଏହି ମନ୍ତବ୍ୟ ଦେଇ, କୋର୍ଟ ପତ୍ନୀଙ୍କ ଆବେଦନକୁ ଖାରଜ କରିଦେଲେ ଏବଂ ତାଙ୍କୁ କଡ଼ା ଭର୍ତ୍ସନା […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରମ୍ପଙ୍କ ଜନ୍ମ ଅଧିକାର ନାଗରିକତା ଆଇନକୁ ନେଇ ଆତଙ୍କିତ ଆମେରିକୀୟ: ସମୟ ପୂର୍ବରୁ ପ୍ରସବ ପାଇଁ ହସ୍ପିଟାଲରେ ଭିଡ଼

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ଜନ୍ମ ଅଧିକାର ନାଗରିକତ୍ୱରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଜନ୍ମ ଅଧିକାର ନାଗରିକତ୍ୱରେ ପରିବର୍ତ୍ତନ ଆଣିବାକୁ ସେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି। ଏହା ଅନ୍ତର୍ଗତ, ଆମେରିକାରେ ଜନ୍ମିତ ପ୍ରତ୍ୟେକ ଶିଶୁ ଆଉ ଜନ୍ମ ଅଧିକାର ନାଗରିକତ୍ୱ ପାଇବେ ନାହିଁ। ଏହି କାରଣରୁ, ଲୋକମାନେ ବର୍ତ୍ତମାନ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଡରୁଛନ୍ତି ଏବଂ ସମୟ ପୂର୍ବରୁ ପ୍ରସବ ପାଇଁ ଡାକ୍ତରଖାନା ଭିଡ଼ ଜମାଇଛନ୍ତି। ଡାକ୍ତରଖାନା […]

ସଂପୂର୍ଣ୍ଣ ପଢନ୍ତୁ

୩,୨୭୨ କୋଟି ଟଙ୍କାର ୫ଟି ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡର ରଦ୍ଦ

ଦୀର୍ଘବର୍ଷ ଧରି ଯେଉଁ ପିଟିସନକୁ ବିଭାଗ ଗୁରୁତ୍ୱ ନଦେଇ ଡଷ୍ଟବିନକୁ ଫିଙ୍ଗି ଦେଉଥିଲା, ଏବେ ସେହି ପିଟିସନକୁ ଆଳ କରି ୩୨୭୨.୧୮ କୋଟି ଟଙ୍କାର ୫ଟି ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡରକୁ ବାତିଲ କରିଛି। ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ରାଜ୍ୟ ବାହାରର ଠିକାଦାରୀ ସଂସ୍ଥାକୁ ନବୀନ ସରକାର ବାଂଟିଥିବା ଏହି ଟେଣ୍ଡରଗୁଡ଼ିକୁ ମୋହନ ସରକାର ବାତିଲ କରିଦେଇଛନ୍ତି। ତେବେ ଉଭୟ ଟଣ୍ଡର ଚୂଡ଼ାନ୍ତ ଓ ବାତିଲ ନିଷ୍ପତ୍ତି ନେଇଛନ୍ତି ଜଣେ ସଚିବ। ସେ ହେଉଛନ୍ତି ଅନୁ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ ସୀମାରେ ବଙ୍କର ତିଆରି କଲା ବାଂଲାଦେଶର ବର୍ଡର ଗାର୍ଡ୍ସ

ମାଲଦା: ବାଂଲାଦେଶର ଦୁଃସାହସ ଦିନକୁ ଦିନ ବଢିଚାଲିଛି। ପୂର୍ବରୁ ସୀମାରେ ଭାରତର ବାଡ଼ ନିର୍ମାଣ କାମରେ ପ୍ରତିବନ୍ଧକ ସୃଷ୍ଟି କରିବା ପରେ ବାଂଲାଦେଶର ସୀମା ସୁରକ୍ଷା ବାହିନୀ (ବର୍ଡର ଗାର୍ଡ୍ସ) ଏବେ ସୀମାରେ ବଙ୍କର ନିର୍ମାଣ କାମ ଆରମ୍ଭ କରିଛି । ଏହା ସହିତ ସୀମାବର୍ତ୍ତି ଇଲାକାର କୃଷକମାନଙ୍କୁ ଗୁଳିମାରିବାକୁ ଧମକ ଦେଇଛି ବର୍ଡର ଗାର୍ଡସ । ସୂଚନା ଅନୁସାରେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ସୁଖଦେବପୁର ଗାଁ ନିକଟରେ ସୀମାର ଜିରୋ ପଏଣ୍ଟରେ ବାଂଲାଦେଶ ଏକ ବଙ୍କର […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଚାର ପାଇଁ କେଜ୍ରିୱାଲ ପଞ୍ଜାବରୁ ଲୋକଙ୍କୁ ଡାକୁଛନ୍ତି: ମନୋଜ ତିୱାରୀ

ନୂଆଦିଲ୍ଲୀ: ଦେଶର ‘ମଧ୍ୟବିତ୍ତ ବର୍ଗ’ ସମ୍ପର୍କରେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ଦେଇଥିବା ବୟାନ ଉପରେ ବିଜେପି ସାଂସଦ ମନୋଜ ତିୱାରୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୂର୍ବ ପ୍ରତିଶ୍ରୁତିରୁ ଲୋକଙ୍କ ଧ୍ୟାନ ହଟାଇବା। ତାଙ୍କର ପୂର୍ବ ପ୍ରତିଶ୍ରୁତି କେବେ ପୂରଣ ହୋଇ ନାହିଁ। ମନୋଜ ତିୱାରୀ କହିଛନ୍ତି, “ଏକ ବର୍ଷ ପୂର୍ବରୁ ସେ ଦିଲ୍ଲୀର ମହିଳାଙ୍କୁ ପ୍ରତିମାସ ୧୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କର […]

ସଂପୂର୍ଣ୍ଣ ପଢନ୍ତୁ

ନବ ଦାସ ହତ୍ୟାକାଣ୍ଡ ମାମଲା, ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡ ମାମଲାରେ ସରକାର ଶୀଘ୍ର ନିଷ୍ପତ୍ତି ନେବେ। ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି। ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ ଆହୁରି କହିଛନ୍ତି, ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ ଖୋଲୁନଥିଲେ, ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲିବାକୁ ସାହାସ କରୁନଥିଲେ, ସେ ଭୟ ଦୂରେଇ ଯାଇଛି। ତେଣୁ ଅନେକ ତଥ୍ୟ ଧୀରେ ଧୀରେ […]

ସଂପୂର୍ଣ୍ଣ ପଢନ୍ତୁ

‘ନେତାଜୀଙ୍କ ଦୃଷ୍ଟିକୋଣକୁ ନେଇ ସମୃଦ୍ଧ ଦେଶ ନିର୍ମାଣ ଉଦ୍ଦେଶ୍ୟରେ ବଢ଼ିବାକୁ ହେବ’

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଜ ମାତୃଭୂମି ପାଇଁ ଉଚ୍ଚ ପଦପଦବୀକୁ ତ୍ୟାଗ କରି ଜନ୍ମମାଟିର ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ଅଦମ୍ୟ ସାହସରେ ସାମରିକ ଉପାୟରେ ବ୍ରିଟିଶ ସାମ୍ରାଜ୍ୟକୁ ନଷ୍ଟ କରିବା ପାଇଁ ସେ ଜାପାନ ସମର୍ଥନରେ ସିଙ୍ଗାପୁରଠାରେ ନିର୍ବାସିତ ଭାରତୀୟ ଜାତୀୟତାବାଦୀଙ୍କ ଦ୍ଵାରା ଏକ ଅସ୍ଥାୟୀ ଭାରତୀୟ ସରକାର ଗଠନ କରିଥିଲେ। ଏହାର ନାମ ରଖିଥିଲେ ‘ଆଜାଦ୍ ହିନ୍ଦ୍ ଫୌଜ’ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନେତାଜୀ ଜୟନ୍ତୀ […]

ସଂପୂର୍ଣ୍ଣ ପଢନ୍ତୁ

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗ ଦେବେ ୧୨ ରାଷ୍ଟ୍ରର ପୁଞ୍ଜିପତିଙ୍କ ସମେତ ୫ହଜାର ଶିଳ୍ପ ପ୍ରତିନିଧି

ଭୁବନେଶ୍ବର : ଚଳିତବର୍ଷ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା’ କନକ୍ଲେଭରେ ୫ହଜାରରୁ ଅଧିକ ଶିଳ୍ପ ପ୍ରତିନିଧି ଯୋଗ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କନକ୍ଲେଭକୁ ଉଦଘାଟନ କରିବେ । ୧୨ଟି ରାଷ୍ଟ୍ରର ପୁଞ୍ଜିନିବେଶକଙ୍କ ସମେତ ଫର୍ଚ୍ୟୁନ୍ ତାଲିକାରେ ସାମିଲ ୧୦୦ କମ୍ପାନୀର ପ୍ରତିନିଧି ମଧ୍ୟ ଏହି କନକ୍ଲେଭରେ ସାମିଲ ହେବେ । ଏହି ଦୁଇଦିନିଆ ସମ୍ମିଳନୀ ଆନୁଷ୍ଠାନିକ ଭାବେ ଜାନୁୟାରୀ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହେବ । ମଙ୍ଗଳବାର ଏ […]

ସଂପୂର୍ଣ୍ଣ ପଢନ୍ତୁ

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ : ମ୍ୟାଚ୍‌ର ପ୍ରଥମ ଟିକେଟ ଜଗନ୍ନାଥଙ୍କୁ ପ୍ରଦାନ, ମୁଖ୍ୟମନ୍ତ୍ରୀ କିଣିଲେ ଟିକେଟ୍‌

ଭୁବନେଶ୍ୱର/କଟକ ୨୨।୦୧ : ଫେବୃଆରୀ ୯ରେ କଟକ ବାରବାଟିରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ । ଏଥିପାଇଁ ପ୍ରଥମ ଟିକେଟ୍‌ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଦାନ କରିଛି ଓଡିଶା କ୍ରିକେଟ୍‌ ଆସୋସିଏସନ୍‌ । ଓସିଏ ସଂପାଦକ ସଞ୍ଜୟ ବେହେରା ପୁରୀ ଯାଇ ମହାପ୍ରଭୁଙ୍କୁ ଏହି ପ୍ରଥମ ଟିକେଟ୍‌ ପ୍ରଦାନ କରିଛନ୍ତି । କଟକ ବାରବାଟିରେ ହେବାକୁ ଥିବା ଏହି ମ୍ୟାଚ୍‌ କିଭଳି ଶୃଙ୍ଖଳିତ ଭାବେ ସୁରୁଖୁରୁରେ ଶେଷ ହେବ । ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା […]

ସଂପୂର୍ଣ୍ଣ ପଢନ୍ତୁ