ନୂଆପଡ଼ା ସମୀନ୍ତ ଜଙ୍ଗଲରେ ୨ ନକ୍ସଲ ନିପାତ
ନୂଆପଡ଼ା: ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜଙ୍ଗଲରେ ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା ମିଳିଛି। ମେନ୍ପୁର ଥାନା ଅଧୀନ କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀର ଯବାନମାନେ ୨ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ନକ୍ସଲମାନେ ଥିବା ନେଇ ସୁରକ୍ଷା ବାହିନୀର ୧୦ଟି ଟିମ୍ ମିଳିତ ଅଭିଯାନ କରିଥିଲେ। ଏଥିରେ ୩ଟି ଏସ୍ଓଜି, ୨ଟି ଛତିଶଗଡ଼ ପୁଲିସ ଓ ୫ଟି ସିଆରପିଏଫ୍ର ଟିମ୍ ସାମିଲ ଥିଲେ। ସୁରକ୍ଷା ବାହିନୀର ଗୁଳିରେ ୨ ଜଣ […]
ସଂପୂର୍ଣ୍ଣ ପଢନ୍ତୁ