ଆଦିବାସୀ ମେଳା ଉଦଘାଟିତ
ଭୁବନେଶ୍ଵର: ଉଦଘାଟନ ହେଲା ଭୁବନେଶ୍ୱର ଆଦିବାସୀ ମେଳା । ଭୁବନେଶ୍ବରର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଆଦିବାସୀ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଆଦିବାସୀ ମେଳା । ମେଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଦିବାସୀମାନଙ୍କ ଦ୍ବାରା ଉତ୍ପାଦିତ ବିଭିନ୍ନ ଜିନିଷ ବହୁତ ସୁନ୍ଦର ଏବଂ ସେମାନେ ଯେଉଁ ମାଣ୍ଡିଆ, ହଳଦୀ, ଅଦା, ଡାଲିଜାତୀୟ ଖାଦ୍ୟ, ଆଳୁ ପ୍ରଭୁତି ଉତ୍ପାଦନ କରୁଛନ୍ତି, ତାହାର […]
ସଂପୂର୍ଣ୍ଣ ପଢନ୍ତୁ