ନିଯୁକ୍ତ ହେବେ ଆଉ ୨ ହଜାର ଟ୍ରାଫିକ୍ ପୋଲିସ୍

ଭୁବନେଶ୍ବର: ଚଳିତ ବର୍ଷ ୫୦୦ ଟ୍ରାଫିକ ପୋଲିସଙ୍କୁ ମିଳିବ ନିଯୁକ୍ତି । ଟ୍ରାଫିକ ସମସ୍ୟା ପାଇଁ ଆଉ ଅଧିକ ୨୦୦୦ ଟ୍ରାଫିକ୍ କର୍ମଚାରୀ ପୋଷ୍ଟ ବାହାରକରାଯିବ । ଖାଲି ସେତିକି ନୁହେଁ ଘରୋଇ ବସ ମାନଙ୍କରେ ମଧ୍ୟ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସ୍ମାର୍ଟ ମିଟର ଲାଗିବ । ଆଜି ଜାତୀୟ ସଡକ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରି କିଛି ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ […]

ସଂପୂର୍ଣ୍ଣ ପଢନ୍ତୁ

୮ରେ ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୮ ତାରିଖରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ମୋଦି । ଏହାପରେ ତା ପରଦିନ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୮ତାରିଖ ରାତି ୮ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ରାଜଭବନ ଯିବେ ମୋଦି । ଏହାପରେ ସେଠାରେ ରାତ୍ରୀ ଯାପନ କରିବେ । ତାପରଦିନ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ବଜେଟ୍‌ ପାଇଁ ଜନସାଧାରଣ ଦେଇପାରିବେ ମତାମତ: ଅର୍ଥ ବିଭାଗ

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୪-୨୫ ସରିସରି ଆସୁଥିବା ‌ବେଳେ ଆଗାମୀ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟର ବିକାଶ ପାଇଁ କେଉଁ ବିଭାଗକୁ କେତେ ଟଙ୍କା ଦେବେ ଏନେଇ ଏଥି ପାଇଁ ସରକାରଙ୍କ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଓ ସଂସ୍ଥାଠୁ ମତାମତ ଲୋଡ଼ିଛି। କେଉଁ କ୍ଷେତ୍ର ପାଇଁ ବଜେଟ୍‌ କିଭଳି ହେବା ଦରକାର ସର୍ବସାଧାରଣ ମତାମତ ଦେଇପାରିବେ। ଏହି ମତାମତ ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ମାଆ ହେଲା କଳା କଲରାପତରିଆ ବାଘ

ଭୁବନେଶ୍ୱର: ନୟାଗଡ଼ ଜଙ୍ଗଲରେ କଳା କଲରାପତରିଆ ବାଘ ନିଜ ଛୁଆକୁ ବହନ କରୁଥିବା ଏକ ବିରଳ ଚିତ୍ର ଦେଖିବାକୁ ମିଳିଛି। ଅର୍ଥାତ୍ ଦ୍ୱିତୀୟ ଥର ପାଇ ମା ହେଲା କଳା କଲରାପତରିଆ ବାଘ। ସୂଚନା ଦେଇଛନ୍ତି ନୟାଗଡ ବନାଞ୍ଚଳ ଅଧିକାରୀ । ନୟାଗଡ ବନାଞ୍ଚଳ ଅଧୀନ ଓ ମହାନଦୀ ୱାଇଲଡ଼ ଲାଇଫ ବନାଞ୍ଚଳ ଅଧୀନରେ ୪ ଗୋଟି କଳା କାଳରପତରିଆ ବାଘ ରହିଥିଲେ। ଗତ ବର୍ଷ ୨ ଟି ଛୁଆ ଜନ୍ମ କରିଥିଲେ। ଚଳିତ ବର୍ଷ କିଛି […]

ସଂପୂର୍ଣ୍ଣ ପଢନ୍ତୁ

ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼ରେ ବସିବ ଦରବାର, ଶୁଭିବ କଂସଙ୍କ ଅଟହାସ୍ୟ । ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ମହାରାଜ କଂସଙ୍କ ରାଜୁତି । ବରଗଡ଼ ପାଲଟି ଯିବ ମଥୁରା ନଗରୀ , ଅମ୍ବାପାଲି ପାଲଟିଯିବ ଗୋପପୁର ଏବଂ ଚିର ପ୍ରବାହିତ ଜୀରାନଦୀ ପାଲଟିଯିବ ଯମୁନା ନଦୀ । ଆବାଳ ବୃଦ୍ଧବନିତା ପାଲଟିଯିବେ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଜଣେ ଜଣେ କଳାକାର । ଧନୁଯାତ୍ରା ପାଇଁ ସାରା ବରଗଡ଼ […]

ସଂପୂର୍ଣ୍ଣ ପଢନ୍ତୁ

ଏନକାଉଣ୍ଟରରେ ଟଳିଲେ ୩ ମାଓବାଦୀ

ରାୟପୁର: ଛତିଶଗଡର ଗରିଆବନ୍ଧ ଜିଲ୍ଲାର ଇନ୍ଦାଗାଓଁ ଥାନା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। କାଣ୍ଡେଶ୍ୱର ଗ୍ରାମରେ ବସ୍ତର ବାଟାଲିୟନ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏହି ଏନକାଉଣ୍ଟରରେ ୩ ଜଣ ଆତଙ୍କୀ ଟଳି ପଡିଥିବା ସୂଚନା ରହିଛି । ଏହି ଏନକାଉଣ୍ଟରରେ ଡିଆରଜି, ଏସଟିଏଫ, ଏବଂ ସିଆରପିଏଫ କର୍ମଚାରୀ ତିନିଜଣ ନକ୍ସଲଙ୍କୁ ନିହତ କରିଛନ୍ତି। ବିଳମ୍ବିତ ରାତିରେ ୩୦୦ ସେନା ସର୍ଚ୍ଚ ଅପରେସନ […]

ସଂପୂର୍ଣ୍ଣ ପଢନ୍ତୁ

ଭାଇ ଭଉଣୀଙ୍କୁ ଗୁଳିମାଡ଼: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଅନୁଗଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଗମଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଭାଇ ଭଉଣୀଙ୍କୁ ଗୁଳିମାଡ଼ ହୋଇଛି। ବିଳମ୍ୱିତ ରାତିରେ ଘର ବାରଣ୍ଡାରେ ଶୋଇଥିବା ବେଳେ ଭାଇ ଭଉଣୀଙ୍କ ଉପରେ ହଠାତ୍ ଗୁଳିମାଡ଼ ହୋଇଥିଲା । ଏଥିରେ ଭାଇଭଉଣୀ ଗୁରୁତର ହୋଇଛନ୍ତି । ୯ ବର୍ଷର ଭାଇ ଓ ୧୩ ବର୍ଷ ଭଉଣୀର ପେଟରେ ଗୁଳି ବାଜିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି । ତେବେ କୁନି କୁନି […]

ସଂପୂର୍ଣ୍ଣ ପଢନ୍ତୁ

୬ ଲକ୍ଷ ମୂଲ୍ୟର ବ୍ରାଉନ୍‌ ସୁଗର ଓ ୪୦ କେଜି ଗଞ୍ଜେଇ ଜବତ

ରାଉରକେଲା: ରାଉରକେଲା ପ୍ଲାଣ୍ଟ ସାଇଡ ଥାନା ଅଧୀନ ମୀନାପଡା ବସ୍ତି ଅଞ୍ଚଳରୁ ୧୧୪ ପ୍ୟାକେଟ ବ୍ରାଉନ୍‌ ସୁଗର ଓ ୪୦ କେଜି ଗଞ୍ଜେଇ ଡବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ହେବ । ଏହା ସହ ଘଟଣାସ୍ଥଳରୁ ନଗଦ ୮୦ ହଜାର ଟଙ୍କା ଜବତ କରିଛି ପୋଲିସ । ଖବର ମୁତାବକ, ସହରର ପ୍ଲାଣ୍ଟ ସାଇଡ ଥାନା ଅଞ୍ଚଳରେ ବ୍ୟାପକ ପରିମାଣର ନିଶା କାରବାର ଚାଲିଥିବା ନେଇ ଅନେକ ବର୍ଷ ଧରି ଅଭିଯୋଗ […]

ସଂପୂର୍ଣ୍ଣ ପଢନ୍ତୁ

ଲଦାଖକୁ ପୁଣି ନିଜର କହିଲା ଚାଇନା: ଜୋରଦାର ବିରୋଧ କଲା ଭାରତ

ପୁଣିଥରେ ନୂଆ ଭେଳିକି ଦେଖାଇଛି ଚାଇନା। ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ ନିଜର କହିଛି ବେଜିଂ। ଚାଇନା ପକ୍ଷରୁ ଦୁଇଟି କାଉଣ୍ଟୀ ପ୍ରତିଷ୍ଠା କରାଯାଉଛି। ଏହାର କିଛି ଅଂଶ ଲଦାଖ ମଧ୍ୟରେ ଆସୁଛି। ଚାଇନାର ଏପରି ପଦକ୍ଷେପକୁ ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଛି। ଭାରତ ସରକାର ଏନେଇ କୂଟନୀତିକ ସ୍ତରରେ ଚାଇନା ନିକଟରେ ଅଭିଯୋଗ କରିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଡିସେମ୍ବର ୨୭ରେ ଚାଇନାର ସରକାରୀ ଗଣମାଧ୍ୟମ କହିଥିଲା ଯେ […]

ସଂପୂର୍ଣ୍ଣ ପଢନ୍ତୁ

ଦୁଇ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ମୁଁ ଆଜି ଖଇରିଆ ପୋଷାକ ପିନ୍ଧୁଛି : ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ

କଟକ : ଦୁଇଜଣ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ଆଜି ପିନ୍ଧୁଛି ଏହି ଖଇରିଆ ପୋଷାକ। କାହିଁକି ଏଭଳି କହିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। କିଏ ସେହି ଦୁଇ ପୂର୍ବତନ ମନ୍ତ୍ରୀ। କାହାକୁ ଟାର୍ଗେଟ କରିଛନ୍ତି ପ୍ରଭାତ ବିଶ୍ୱାଳ। ଖାଲି ସେତିକି ନୁହେଁ ସେ ବିଜୁ ଜନତା ଦଳ ପାଇଁ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଅବଦାନ କଥା ମଧ୍ୟ ବଖାଣିଛନ୍ତି। ପ୍ରଭାତ କହିଛନ୍ତି କୃଷ୍ଣ କଂସ, ରାମ ରାବଣ । ଏ ହେଉଛି ଗୋଡ଼ ଟଣା ରାଜନୀତି। ତାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ