ସନ୍ଦେହଜନକ ଅବସ୍ଥାରେ ମିଳିଲା ନାବାଳକଙ୍କ ମୃତଦେହ
ଆଳି: ଭୋଜି ଖାଇସାରି ଗୋଟିଏ ଘରେ ସାଙ୍ଗ ମାନଙ୍କ ସହ ଶୋଇଥିଲେ । ହେଲେ ସନ୍ଦେହଜନକ ଅବସ୍ଥାରେ ମିଳିଲା ନାବାଳକଙ୍କ ମୃତଦେହ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କଇଥାପାଳ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗାଁର ଅଶ୍ୱନୀ ଜେନାଙ୍କ ନାବାଳକ ପୁଅ ଗତକାଲି ବିଳମ୍ବିତ ରାତିରେ ଭୋଜି ଖାଇ ସାରି ନିଜ ଘରେ ଜଣେ ସମ୍ପର୍କୀୟ ଓ ଦୁଇ ଜଣ ସାଙ୍ଗଙ୍କ ସହ ଶୋଇଥିଲେ । ଶୋଇବାର କିଛି ସମୟ ପରେ […]
ସଂପୂର୍ଣ୍ଣ ପଢନ୍ତୁ