ଆସନ୍ତାକାଲିଠାରୁ ଓଡିଶାରେ ମାଟ୍ରିକ୍ ପରୀକ୍ଷା: ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାଦେବେ
ଭୁବନେଶ୍ବର: ଆସନ୍ତାକାଲି ଶୁକ୍ରବାରଠାରୁ ଓଡ଼ିଶାରେ ବାର୍ଷିକ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାରୁ, ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ପରୀକ୍ଷାରେ କପି ଏବଂ ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ଠୋସ୍ ପଦକ୍ଷେପ ନେଇଛି। ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଏଥର ରାଜ୍ୟ ସାରା ମୋଟ ୫ ଲକ୍ଷ ୧୨ ହଜାର ୪୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ରାଜ୍ୟର୩୦ଟି ଜିଲ୍ଲାର ୩,୦୨୯ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା ୬ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। […]
ସଂପୂର୍ଣ୍ଣ ପଢନ୍ତୁ